Breaking News
11:30 pmରାଜ୍ୟ ସରକାରଙ୍କ ‘ଡ୍ରିଙ୍କ ଫ୍ରମ ଟ୍ୟାପ’କୁ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୦୧୯ ନୋବେଲ ବିଜେତା ମାଇକେଲ କ୍ରେମ ଙ୍କ ପ୍ରଶଂସା 11:26 pmହକି ବିଶ୍ବକପ୍‌ ପୋଜିସନ୍‌ ମ୍ୟାଚ୍‌: ରାଉରକେଲାରେ ଭାରତ ୫-୨ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା 11:24 pmନୂଆପଡ଼ା: ନୂଆପଡ଼ା ଜିଲ୍ଲା ତରବୋଡ଼ ଫାଣ୍ଡି ଦଲ୍ଲିପଡ଼ା ଠାରେ ଆଜି ବାଇକରେ ଲିଫ୍ଟ ଦେବାରେ ବିଲମ୍ବ କରିବା ସହ ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଡାକ୍ତରଖାରେ ଭର୍ତ୍ତି, ଅଭିଯୁକ୍ତ ଅଟକ 11:23 pmଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ୩ ମାସରେ ସଂପୂର୍ଣ୍ଣ ହେବ: ମୁଖ୍ୟ ଶାସନ ସଚିବ 11:18 pmପିଏଚଡି କରିଥିବା କରିଥିବା ସରକାରୀ କଲେଜ ଅଧ୍ୟାପକଙ୍କୁ ପ୍ରଦାନ କରାଯାଇଥିବା ତିନୋଟି ଆଡଭାନ୍ସ ଇନକ୍ରିମେଣ୍ଟକୁ ପ୍ରତ୍ୟାହାର ପ୍ରସଙ୍ଗରେ ଉଚ୍ଚଶିକ୍ଷା ବିଭାଗକୁ ଝଟକା ,ଜାନୁଆରି ୭ର ଏପରି ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ:-ହାଇକୋର୍ଟ

ବରୀ ବ୍ଲକ ଅଧିନସ୍ଥ ସ୍ୱାଇଁଖଣ୍ଡ ପଂଚାୟତ ଉନ୍ନୟନ ମୂଳକ କାର୍ଯ୍ୟରେ ସଫଳତା ଲାଭ

1369 2

ବରୀ ୨୬/୭ ବରୀ ବ୍ଲକ ଅଧିନସ୍ଥ ସ୍ୱାଇଁଖଣ୍ଡ ପଂଚାୟତ ଉନ୍ନୟନ ମୂଳକ କାର୍ଯ୍ୟରେ ସଫଳତା ଲାଭ କରିଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ପୁରସ୍କୃତ କରାଯାଇ ଅଛି । ସରକାରଙ୍କ ତରଫରୁ ବିଭିନ୍ନ ଯୋଜନାରେ ଉନ୍ନୟନ ମୂଳକ କାର୍ଯ୍ୟକରି ଏହି ପଂଚାୟତ ବରୀ ବ୍ଲକ ସହିତ ଯାଜପୁର ଜିଲ୍ଲାରେ ଏକ ସ୍ୱନ୍ତ୍ରତ୍ର ସ୍ଥାନ ଅଧିକାର କରିଥିବା ଯୋଗୁ ଏହି ପଂଚାୟତ ପୁରସ୍କୃତ ହେବାର ହକ୍ଦାର ବୋଲି ଜିଲ୍ଲା ପ୍ରସାଶାନ ତରଫରୁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଥିଲା । ଏହି ମର୍ମରେ ରାଜ୍ୟ ସରକାରଙ୍କ ତରଫରୁ ପତ୍ର ସଂଖ୍ୟା-୧୦୦୮୫ ତା ୨୦/୬/୨୦୧୯ ରିଖରେ ଜିଲ୍ଲାପାଳ ଯାଜପୁରଙ୍କୁ ଅବଗତ କରାଯାଇଛି । ସ୍ୱାଇଁଖଣ୍ଡ ପଂଚାୟତ ପୁରସ୍କୃତ ହେବା ପରେ ସରପଂଚ କିରଣବାଳା ଜେନା ଆନନ୍ଦ ପ୍ରକାଶ କରିବା ସହିତ ଆଗାମୀ ଦିନରେ ସରକାରୀ କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନିତ କରାଯିବ ଏବଂ ବିଭିନ୍ନ ଯୋଜନାର ସୁଫଳ ଯେମିତି ଦଳଗତ ନିର୍ବିଶେଷରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ପୁରସ୍କୃତ ହୋଇଥିବା ପଂଚାୟତ ସ୍ୱନ୍ତ୍ରତ ଭାବେ ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ୩ ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କଠାରୁ ଅନୁଦାନ ପାଇବେ ।ଏହି ପଂଚାୟତ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଥିବାରୁ ସମିତି ସଭ୍ୟା ସୁପ୍ରଭା ନାୟକ, ପୂର୍ବତନ ସରପଂଚ ବିଜୟ ନାୟକ ଙ୍କ ସମେତ ପଂଚାୟତର ବହୁ ବୃଦ୍ଧିଜୀବି ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Related Post

ହରଭଙ୍ଗା ବ୍ଲକ ରେ ନୂତନ ବିଡ଼ିଓ ଭାବରେ ଯୋଗ ଦେଲେ ସ୍ମିତା ରଥ

Posted by - November 2, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ନୂତନ ବିଡ଼ିଓ ଭାବେ ଯୋଗ ଦେଲେ ସ୍ମିତା ରଥ!ପୂର୍ବରୁ ସେ ବୌଦ୍ଧ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ…

କଳାହାଣ୍ଡିର ସାମୁହିକ ବିକାଶରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

Posted by - November 17, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲା ଭବାନିପାଟଣା ସ୍ଥିତ ଅମଲାଭବନ ଠାରେ ନଭେମ୍ବର ୧୬ ତାରିଖ ଦିନ ଜିଲ୍ଲା ପ୍ରଶାସନ ଓ କଳାହାଣ୍ଡି ପେଶାଦାର ସାମ୍ବାଦିକ ସଂଘର ମିଳିତ…

ରାୟଗଡା ବ୍ଲକ ତିନଟି ଗ୍ରାମ ପଞ୍ଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

Posted by - September 4, 2022 0
ରାୟଗଡ଼ା: (ରମାକାନ୍ତ ପଡାଲ) ରାୟଗଡା ବ୍ଲକ ବୈରାଗୀହଳୁଆ, ଡାଙ୍ଗଲଡୀ ଓ ପିତାମହଲ ଗ୍ରାମପଞ୍ଚାୟତ ର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେ।ଇଯାଇଛି  । ଏହି କାର୍ଯ୍ୟକ୍ରମରେ…

ଟିଟିଲାଗଡ ବ୍ରାହ୍ମଣ ସମାଜ ଏବଂ ପର୍ଶୁରାମ ସେନା ପକ୍ଷରୁ ମହାସମାରୋହରେ “ପର୍ଶୁରାମ ଜୟନ୍ତୀ” ପାଳିତ

Posted by - May 4, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରଥମ ଥର ପାଇଁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଏବଂ ମହାବୀର…

ରାସ୍ତାକୁ ଖେଳପଡିଆ ମଝିରେ ନିଆଯିବା ନିଷ୍ପତିକୁ ବିରୋଧ

Posted by - August 12, 2020 0
ବିଂଝାରପୁର:(ଗୁଲସାହାନୱାଜ ଅଲି ଖାଁ)ରାସ୍ତା ନିର୍ମାଣ ନିଷ୍ପତିକୁ ବିରୋଧ କରି ଗ୍ରାମବାସୀଙ୍କ ଧାରଣା । ଯାଜପୁର ଜିଲା ବିଂଝାରପୁର ବ୍ଲକ ତାଉଁତରା – ବରୁଣା ରାସ୍ତା ନିର୍ମାଣକୁ ନେଇ…

There are 2 comments

  1. Uykuda Ensest Sikiş. admin 1 sene ago. 0 Views 0 Comments 0 Likes.
    turk balıdızni sikyor turk azgin kizsexx ayşeteyze porna yasak siteleŕine gir Uykuda Ensest Sikiş 0 kişiden fazla kişi ile sikiş sikiş çıplaklar plajı eğlence sex ilk göt sikme denemesi gay erotik sevisme çok uzun v.

Leave a comment

Your email address will not be published.