ବରୀ ୨୬/୭ ବରୀ ବ୍ଲକ ଅଧିନସ୍ଥ ସ୍ୱାଇଁଖଣ୍ଡ ପଂଚାୟତ ଉନ୍ନୟନ ମୂଳକ କାର୍ଯ୍ୟରେ ସଫଳତା ଲାଭ କରିଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ପୁରସ୍କୃତ କରାଯାଇ ଅଛି । ସରକାରଙ୍କ ତରଫରୁ ବିଭିନ୍ନ ଯୋଜନାରେ ଉନ୍ନୟନ ମୂଳକ କାର୍ଯ୍ୟକରି ଏହି ପଂଚାୟତ ବରୀ ବ୍ଲକ ସହିତ ଯାଜପୁର ଜିଲ୍ଲାରେ ଏକ ସ୍ୱନ୍ତ୍ରତ୍ର ସ୍ଥାନ ଅଧିକାର କରିଥିବା ଯୋଗୁ ଏହି ପଂଚାୟତ ପୁରସ୍କୃତ ହେବାର ହକ୍ଦାର ବୋଲି ଜିଲ୍ଲା ପ୍ରସାଶାନ ତରଫରୁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଥିଲା । ଏହି ମର୍ମରେ ରାଜ୍ୟ ସରକାରଙ୍କ ତରଫରୁ ପତ୍ର ସଂଖ୍ୟା-୧୦୦୮୫ ତା ୨୦/୬/୨୦୧୯ ରିଖରେ ଜିଲ୍ଲାପାଳ ଯାଜପୁରଙ୍କୁ ଅବଗତ କରାଯାଇଛି । ସ୍ୱାଇଁଖଣ୍ଡ ପଂଚାୟତ ପୁରସ୍କୃତ ହେବା ପରେ ସରପଂଚ କିରଣବାଳା ଜେନା ଆନନ୍ଦ ପ୍ରକାଶ କରିବା ସହିତ ଆଗାମୀ ଦିନରେ ସରକାରୀ କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନିତ କରାଯିବ ଏବଂ ବିଭିନ୍ନ ଯୋଜନାର ସୁଫଳ ଯେମିତି ଦଳଗତ ନିର୍ବିଶେଷରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ପୁରସ୍କୃତ ହୋଇଥିବା ପଂଚାୟତ ସ୍ୱନ୍ତ୍ରତ ଭାବେ ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ୩ ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କଠାରୁ ଅନୁଦାନ ପାଇବେ ।ଏହି ପଂଚାୟତ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଥିବାରୁ ସମିତି ସଭ୍ୟା ସୁପ୍ରଭା ନାୟକ, ପୂର୍ବତନ ସରପଂଚ ବିଜୟ ନାୟକ ଙ୍କ ସମେତ ପଂଚାୟତର ବହୁ ବୃଦ୍ଧିଜୀବି ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Uykuda Ensest Sikiş. admin 1 sene ago. 0 Views 0 Comments 0 Likes.
turk balıdızni sikyor turk azgin kizsexx ayşeteyze porna yasak siteleŕine gir Uykuda Ensest Sikiş 0 kişiden fazla kişi ile sikiş sikiş çıplaklar plajı eğlence sex ilk göt sikme denemesi gay erotik sevisme çok uzun v.
Zenci kekilli dog zoo. MERHABA BEN HİLAL ARABADA SAKSO
ÇEKMEYE BAYILIYORUM VARMI ARABASI OLAN? NUMARAM: 32. Türkce konulu porn filmi ıslak çıplak vücutlar porno
zenci kekilli dog zoo ateşli götten sikmeler porna vidiyo aç kılıp.
Devamını Oku.