ଖପ୍ରାଖୋଲ ତହସିଲ ରେ ଯୋଗ ଦେଲେ ତିନି ରାଜସ୍ୱ ନିରୀକ୍ଷକ

366 0

ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ତହସିଲ ରେ ତିନିଜଣ ନୂତନ ରାଜସ୍ୱ ନିରୀକ୍ଷକ ଯୋଗ ଦେଇଥିବା ଜଣାଯାଇଛି । ତହସିଲ ଅଞ୍ଚଳରେ ୬ ଟି ରାଜସ୍ୱ ନିରୀକ୍ଷକ ସର୍କଲ ରହିଥିବା ବେଳେ ପୁର୍ବରୁ ଜଣେ ମାତ୍ର ରାଜସ୍ୱ ନିରୀକ୍ଷକ ଥିଲେ ।

ଯାହାଫଳରେ ରାଜସ୍ୱ କାର୍ଯ୍ୟ ପାଇଁ ଲୋକେ ହଇରାଣ ହେଉଥିବା ବେଳେ ରାଜ୍ୟ ସରକାର ୩ ଜଣ ନୂତନ ରାଜସ୍ୱ ନିରୀକ୍ଷକ ନିଯୁକ୍ତି ଦେଇଥିବା ରୁ କିଛି ମାତ୍ରାରେ ସମସ୍ୟାର ସମାଧାନ ହେବ ବୋଲି ଜଣାପଡିଛି । ହେଲେ ସେଥି ମଧ୍ୟରୁ ଜଣେ ତାଲିମ ରେ ଥିବାରୁ କାମରେ ଯୋଗ ଦେଇନଥିବା ଜଣାଯାଇଛି ।

ନୂତନ ଭାବେ ଯୋଗ ଦେଇଥିବା ସୁବ୍ରତ ରଞ୍ଜନ ଭୋଇ ଙ୍କୁ ଲୁହାସିଙ୍ଗା , ଦୀପକ କୁମାର ସାହୁ ଙ୍କୁ ଖପ୍ରାଖୋଲ ଓ ଧଣ୍ଡ।ମୁଣ୍ଡ। ଦାୟିତ୍ଵ ଦିଆଯାଇଥିବା ବେଳେ ସତ୍ୟ ନାରାୟଣ କୁମୁର ଙ୍କୁ ନନ୍ଦୁପଲା , ତେଲେନପାଲି , ଲାଠୋର ଦିଆଯାଇଥିବା ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି ।

Related Post

ସଂଗ୍ରାମପୁର ଉ.ପ୍ରା (ମ.ଇ) ବିଦ୍ୟାଳୟ ର ସ୍ୱାଗତ ସମାରୋହ ପାଳିତ

Posted by - October 26, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୋୖଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ତାଳଶରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଉପ୍ରା (ମଇ)ବିଦ୍ୟାଳୟ ରେ ବିଦ୍ୟାଳୟ ରେ ସରକାରଙ୍କ ନିର୍ଦ୍ଦେଶ। ଅନୁସାରେ କୋଭିଡ ନୀତିନିୟମ ପାଳନ ପୂର୍ବକ…

ପୁଲିସ୍‌ କନଷ୍ଟେବଳ ଓ ହାବିଲଦାରଙ୍କ କ୍ଷମତା ବଢ଼ିଲା

Posted by - January 4, 2019 0
ଆଇପିସିର କେତେକ ଧାରା ଯେଉଁଥିରେ, ୩ ବର୍ଷରୁ କମ୍ ଜେଲ୍‌ ଦଣ୍ଡ ବ୍ୟବସ୍ଥା ରହିଛି, ସେସବୁ ମାମଲାର ତଦନ୍ତ କନେଷ୍ଟବଳମାନେ କରିପାରିବେ। ଓଡ଼ିଶା ପୁଲିସ୍‌ରେ ଥିବା ଗ୍ରାଜୁଏଟ୍‌…

ଟ୍ରାକ୍ଟର ଦୁର୍ଘଟଣା ରେ ଜଣେ ମୃତ, ଜଣେ ଗୁରୁତର

Posted by - November 1, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲା ଜୟପାଟଣା ରୁ ନବରଙ୍ଗପୁର ଜିଲ୍ଲା କୁ ସଂଯୋଗ କରୁଥିବା ଢୁଲୁଘାଟି ରାସ୍ତା ରେ ଏକ ଟ୍ରାକଟର ଦୁର୍ଘଟଣା ରେ ଡ୍ରାଇଭର ର…