ନୀଳଗିରି ରେ ସାମ୍ବାଦିକ ଙ୍କୁ ଆକ୍ରମଣ ର ନିନ୍ଦା, ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବିପତ୍ର

538 0

ଯାଜପୁର :ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳର ଜଣେ କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇ ଙ୍କ ପ୍ରତି ପୋଲିସ ର ଅମାନୁଷିକ କାର୍ଯ୍ୟାନୁଷ୍ଠାନ କୁ ବିରୋଧ କରି ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଶାଖା ପକ୍ଷରୁ ଉକ୍ତ ଘଟଣାକୁ ନିନ୍ଦା କରାଯାଇଛି, ଏନେଇ ଆଜି ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲିକ ଙ୍କ ଜରିଆରେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ସାମ୍ବାଦିକ ଦଳେଇ ଙ୍କୁ ପୋଲିସ ର ମାଡ ସହିତ ଚିକିତ୍ସା ସମୟରେ ତାଙ୍କ ଗୋଡ଼ରେ ବେଡି ପକାଇ ଅମାନୁଷିକ ଭାବେ ନିର୍ଯ୍ୟାତନା ଦେବା ଘଟଣାକୁ ବିରୋଧ କରି ସାମ୍ବାଦିକ ସୁରକ୍ଷା ଆଇନ ତୁରନ୍ତ ପ୍ରଣୟନ କରିବାକୁ ଦାବି କରିଛନ୍ତି।

ସଂଘ ସଭାପତି ହରିହର ସ୍ୱାଇଁ ଙ୍କ ନେତୃତ୍ୱରେ ଉପ ସଭାପତି ବାଞ୍ଛାନିଧି ସାହୁ, କାର୍ଯ୍ୟ କାରି ସଭାପତି ଅଭିମନ୍ୟୁ ମିଶ୍ର, ରାଜ୍ୟ କାର୍ଯ୍ୟ କାରି ସଭାପତି ହାରାଧନ ବାନାର୍ଜି, ଜିଲ୍ଲା ଶାଖା ସାଧାରଣ ସମ୍ପାଦକ ରବିନାରାୟଣ କର, ପ୍ରଶାନ୍ତ କୁମାର ପାତ୍ର, ଦିବ୍ୟ କାନ୍ତ କର, ପଦ୍ମାନ ବୋଇତେଇ, ପବିତ୍ର ମହାନ୍ତି, ନିତ୍ୟାନନ୍ଦ ମହାଳିକ, ମନୋଜ କୁମାର ରଣା, ଜୟନ୍ତ ଗୋସ୍ୱାମୀ, କୃଷ୍ଣଚନ୍ଦ୍ର ନାଏକ, ସତ୍ୟ ବ୍ରତ ନାଏକ, ଭରତ ନାଏକ, ଅଜୟ ଭୂଇଁଆ, ରାଜକିଶୋର ପଣ୍ଡା, ବିଦ୍ୟାଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ,

Related Post

ସଡ଼କ ଦୁର୍ଘଟଣା ରେ ବିଂଝାରପୁର ର ପୂର୍ବତନ ବିଧାୟକ ଅର୍ଜୁନ ଦାସ ଙ୍କ ପରଲୋକ

Posted by - February 5, 2023 0
ସଡ଼କ ଦୁର୍ଘଟଣା ରେ ବିଂଝାରପୁର ର ପୂର୍ବତନ ବିଧାୟକ ଅର୍ଜୁନ ଦାସ ଙ୍କ ପରଲୋକ। ସେ ପୂର୍ବତନ ଯାଜପୁର ସାଂସଦ ଅନାଦି ଦାସଙ୍କ ପୁଅ। ଅର୍ଜୁନ ବାଇକରେ…

ଯୋଡା ପୌରପାଳିକାରେ ଲକ୍ଷ ଲକ୍ଷ ଟଙ୍କା ହରି ଲୁଟ, ୧୦ ହଜାର ଟଙ୍କା ସୂଚନା ଫଳକକୁ ୫୦ ହଜାର ବିଲ୍

Posted by - August 30, 2020 0
ବଡ଼ବିଲ:ଯୋଡା ପୌରପାଳିକାରେ କାଉନସିଲ ଭଙ୍ଗ ହେବା ପରେ ସରକାରୀ ଧନ କିଭଳି ଭାବେ ହରିଲୁଟ ହେଉଛି ତାହାର ଏକ ବଡ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ପୌର…

ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ

Posted by - November 14, 2019 135
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ । ୧୦ ହଜାର ଟଙ୍କା ଲାଂଚ ନେଉଥିବା ବେଲେ ଯାଜପୁର ବିଂଝାରପୁର ଥାନା ଏ ଏସ ଆଇ ଯୁଧିଷ୍ଠିର…

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Posted by - May 12, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା। ଜୈନିକ ନାବାଳିକା କୁ ଅପହରଣ ଓ…

ଓଡ଼ିଶାର ଟ୍ରିଲିୟନ ଡଲାର ଅର୍ଥନୀତି ସମ୍ଭାବନା ନେଇ ଭିଜନ ରିପୋର୍ଟ ଉନ୍ମୋଚିତ

Posted by - July 11, 2019 233
ଭୁବନେଶ୍ୱର: ଓଡ଼ିଶାର ଟ୍ରିଲିୟନ ଡଲାର ଅର୍ଥନୀତି ସମ୍ଭାବନା ନେଇ ଭିଜନ ରିପୋର୍ଟ ଉନ୍ମୋଚିତ ହୋଇଇଛି।  ସଚିବାଳୟରେ ଭିଜନ ରିପୋର୍ଟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଭିଜନ ରିପୋର୍ଟ…