ସୁବର୍ଣ୍ଣପୁର ଜିଲ୍ଲା ୬ ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ

504 0

ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ପଂଚାୟତ ସମିତି ଉପାଧ୍ୟକ୍ଷ ପଦବୀ ପାଇଁ ଆଜି ନିର୍ବାଚନ ସମାପ୍ତ ହୋଇଛି l ସୋନପୁର ବ୍ଲକ ପଂଚାୟତ ସମିତି ର ଉପାଧ୍ୟକ୍ଷ ଭାବରେ ଯୋଶ୍ନାମୟୀ ଶତପଥୀ, ତରଭା ବ୍ଲକରେ ଦ୍ୱାଦସି କୁଆଁର, ବିରମହାରାଜପୁର ବ୍ଲକ ରେ ନାରାୟଣ ଲୁହ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇଛନ୍ତି l ସେହିପରି ବିନିକା ବ୍ଲକରେ ନିର୍ମଳ ଶାଣ୍ଢ, ଡୁଙ୍ଗୁରି ପାଲି  ବ୍ଲକରେ ମକରଧ୍ବଜ ସାହୁ ଓ ଉଲୁଣ୍ଡା ବ୍ଲକ ରେ ସଞ୍ଜୀବ ଦେହେରୀ ନିର୍ବାଚିତ ହୋଇଛନ୍ତି l

 

Related Post

ସମସ୍ତ ପ୍ୟାକ୍ସ ଓ ଡିଲର କେନ୍ଦ୍ର ରେ ଖରିପ ବିହନ ମହଜୁଦ ପାଇଁ ବ୍ଲକ କୃଷି ବିଭାଗ ର ପରାମର୍ଶ

Posted by - June 19, 2023 0
ହରଭଙ୍ଗା: ୧୮/୦୬ (ଚିତ୍ତରଞ୍ଜନ ସିଂହ) ଖରା ଯାଇ ମୌସୁମୀ ର ଆଗମନ ସୂଚନା ଦେଲାଣୀ, କିନ୍ତୁ ମୌସୁମୀ ର ଅନିଶ୍ଚିତତା ଯୋଗୁଁ ହରଭଙ୍ଗା ବ୍ଲକ ଚାଷୀ ସମ୍ପୂର୍ଣ…

ବରୀରେ କରୋନା କଲାଣି କାୟା ବିସ୍ତାର , ଗଲାଣି ଏକ ମୁଣ୍ଡ, ଆକ୍ରାନ୍ତ ହେଲେଣି ୧୧୮

Posted by - July 6, 2020 0
ଯାଜପୁର ଅଫିସ : ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଂଚଳରେ ମହାମାରୀ କରୋନା ଭୂତାଣୁ କାୟା ବିସ୍ତାର କଲାଣି । ଅଜି ସୁଧା ୧୧୮ ଆକ୍ରାନ୍ତ ହୋଇଥିଲା…

ଯାଜପୁର ଜିଲାପାଳ ଅପିଂସରେ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

Posted by - May 7, 2020 395
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାପାଳ ଅପିଂସର ଓସୱାନ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ଜିଲାପାଳ ରଂଜନ…

ମନାପଡାରେ ଦେବୀ ସନ୍ତୋଷିଙ୍କ ପୂଜା ଉତ୍ସବରେ ଶ୍ରଦ୍ଧାଲୁ ଭକ୍ତଙ୍କ ସମାଗମ

Posted by - August 17, 2022 0
ସମ୍ବଲପୁର/ବରଗଡ/ଅତାବିରା:(ରମାକାନ୍ତ ବିଶ୍ଵାଳ)ଆଶା ରଖିଥିବା ସମସ୍ତ ଇଚ୍ଛା ଏବଂ ନିଜର ମନସ୍କାମନା ପୂରଣ ହେବା ଯୋଗୁଁ ଖୁସି ହୋଇ ଜଣେ ଭକ୍ତ ପ୍ରଥମେ ନିଜେ ମାଁ ସନ୍ତୋଷି ଦେବୀଙ୍କ…

ସଚେତନ ସୃଷ୍ଟି କରିବା ନିମନ୍ତେ ସଞ୍ଚୟ ରଥ ପରିକ୍ରମା ର ଶୁଭାରମ୍ଭ କଲେ ନବରଙ୍ଗପୁର ଜିଲ୍ଲାପାଳ

Posted by - October 30, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ବିଶ୍ୱ ମିତ ବ୍ୟୟିତା ଦିବସ ପାଳନ ଅବସରରେ ସଚେତନ ସୃଷ୍ଟି କରିବା ନିମନ୍ତେ ସଞ୍ଚୟ ରଥ ପରିକ୍ରମା ର ଶୁଭାରମ୍ଭ କଲେ ନବରଙ୍ଗପୁର ଜିଲ୍ଲାପାଳ…