ଗ୍ରାମୀଣ ଆବାସ ନେଇ ଏକ ସମୀକ୍ଷା ବୈଠକ

867 0

ଯାଜପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଗ୍ରାମୀଣ ଆବାସ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଧେଶକ ମନୋଜ କୁମାର ବେହେରା,ଡିପିଓ ଅଶୋକ ସେଠୀ ପ୍ରମୁଖ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ମୁଖ୍ୟମନ୍ତ୍ରୀ ଆବାସ ସଂପର୍କରେ ସମୀକ୍ଷା କରିଥିଲେ । ପ୍ରତ୍ୟେକ ବ୍ଲକ ୱାରି ଏହି ସମୀକ୍ଷା କରାଯାଇଥିଲା । ପ୍ରତ୍ୟେକ ହିତାଧିକାରୀଙ୍କୁ ଠିକଣା ସମୟରେ ବିଲ ପଇଠ କରିବା ସହିତ ସେହିସବୁ ତଥ୍ୟକୁ ୱେବସାଇଟ୍ରେ ଅପଲୋଡ କରିବାକୁ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ । ଏହି ବୈଠକରେ ସମସ୍ତ ୧୦ଟି ବ୍ଲକର ବିଡିଓ,ସହକାରୀ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ ।

Related Post

ପୁଵର୍ତନ ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଜୀବନ ବିନ୍ଦୁ ପାଇଁ ପ୍ରସ୍ତୁତି ବୈଠକ

Posted by - July 19, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଆସନ୍ତା 26 ତାରିଖ ଦିନ ବେଲଗୁଣ୍ଠା ବ୍ଳକ୍ କ୍ଷେତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ପୁଵର୍ତନ ଅଧ୍ୟକ୍ଷ ସ୍ୱର୍ଗତ ଅମୂଲ୍ୟ ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ…

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରରୋଡ ରେଳ ଷ୍ଟେସନ ପରିସରରେ ଯୁବକଙ୍କୁ ଛୁରା ମାଡ଼

Posted by - October 26, 2022 0
ନର୍ଲା : (ଅମୀୟ କୁମାର ଦାସ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରରୋଡ ରେଳ ଷ୍ଟେସନ ପରିସରରେ ସୋମବାର ରାତି ୮ ଟା ରେ ଜଣେ ସାଧୁବାବା…

ବରୀ ଭାରତୀୟ ଜନତା ପାର୍ଟି ର ସଂକଳ୍ପ ପଦ ଯାତ୍ରା

Posted by - October 3, 2019 530
ରିପୋଟ -ସ୍ନେହାଂଶୁ ଶେଖର ମହାନ୍ତି ସ୍ଥାନ- ଯାଜପୁର ,ବରୀ-02/10/2019ଆଜି ବରୀ ବିଜେପି ଦଳ ତରଫରୁ ଗାନ୍ଧୀଜୟନ୍ତୀ ଅବସରରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବରୀ ବିଜେପି…

ବନ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ ସାମୁହିକ ଅଭ୍ୟାସ ,ମକ ଡ୍ରିଲ

Posted by - June 20, 2022 0
ମୁନିଗୁଡା:(ରମାକାନ୍ତ ପଡାଲ) ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ କୁଟ୍ରାଗଡ ଗ୍ରାମପଞ୍ଚାୟତ ସ୍ଥିତ ବନ୍ୟା ଆଶ୍ରୟ ସ୍ଥଳୀ ରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ଧନ ଜୀବନ ସୁରକ୍ଷା…

କାଦୋପଦର ଗ୍ରାମ ଠାରେ ଜୟପାଟଣା ଆଞ୍ଚଳିକ ବ୍ରାହ୍ମଣ ସମାଜ ର ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

Posted by - May 23, 2022 0
କଳାହାଣ୍ଡି ;(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ଅନ୍ତର୍ଗତ କାଦୋପଦର ଗ୍ରାମ ଠାରେ ଜୟପାଟଣା ଆଞ୍ଚଳିକ ବ୍ରାହ୍ମଣ ସମାଜର ଏକ ସାଧାରଣ…

Leave a comment

Your email address will not be published.