ଯାଜପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଗ୍ରାମୀଣ ଆବାସ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଧେଶକ ମନୋଜ କୁମାର ବେହେରା,ଡିପିଓ ଅଶୋକ ସେଠୀ ପ୍ରମୁଖ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ମୁଖ୍ୟମନ୍ତ୍ରୀ ଆବାସ ସଂପର୍କରେ ସମୀକ୍ଷା କରିଥିଲେ । ପ୍ରତ୍ୟେକ ବ୍ଲକ ୱାରି ଏହି ସମୀକ୍ଷା କରାଯାଇଥିଲା । ପ୍ରତ୍ୟେକ ହିତାଧିକାରୀଙ୍କୁ ଠିକଣା ସମୟରେ ବିଲ ପଇଠ କରିବା ସହିତ ସେହିସବୁ ତଥ୍ୟକୁ ୱେବସାଇଟ୍ରେ ଅପଲୋଡ କରିବାକୁ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ । ଏହି ବୈଠକରେ ସମସ୍ତ ୧୦ଟି ବ୍ଲକର ବିଡିଓ,ସହକାରୀ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ ।

what cough medicine can i take with zoloft https://zoloftsertralineabu.com/ zoloft seizures