Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଆମ୍ବୁଲାନ୍ସ: ଅଳ୍ପକେ ବର୍ତିଲେ ଡ୍ରାଇଭର

314 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଆମ୍ବୁଲାନ୍ସ: ଅଳ୍ପକେ ବର୍ତିଲେ ଡ୍ରାଇଭର। ମାର୍ଚ୍ଚ ଦଶ ତାରିଖ ଅପରାହ୍ନରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଠାରୁ ବେଦାନ୍ତ ଆମ୍ବୁଲାନ୍ସ ରୋଗୀ ଙ୍କୁ ନେଇ ଭବାନିପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାଡ଼ି ଫେରୁଥିବା ସମୟରେ କୁଟରୁ ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ପ୍ରାୟ ଦୁଇ ଶହ ମିଟର ଖସି ପଡିଥିବା ଜଣାପଡିଛି।ଆମ୍ବୁଲାନ୍ସ ଟି ଭବାନିପାଟଣା ରୁ ଭଟାଂପଦର ମୂଷାନାଳ ରାସ୍ତା ଦେଇ ଲାଞ୍ଜିଗଡ଼ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ତେବେ, ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆମ୍ବୁଲାନ୍ସ ଡ଼୍ରାଇଭର।ସଂଧ୍ୟା ସମୟ ହୋଇଥିବାରୁ ସମ୍ବାଦ ଲେଖା ହେବା ପର୍ଯ୍ୟନ୍ତ ଦୁର୍ଘଟଣା ଗ୍ରସ୍ତ ଆମ୍ବୁଲାନ୍ସ କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ପାରି ନ ଥିବା ସୂଚନା ମିଳିଛି।ସୂଚନାଯୋଗ୍ୟ ଯେ ,ଲାଞ୍ଜିଗଡ଼ ବ୍ଲକ୍ ର ଦୁର୍ଗମ ଅଞ୍ଚଳରେ ରୋଗୀ ପରିବହନ ଓ ଚିକିତ୍ସା ସୁବିଧା ଯୋଗାଇ ଦେବାରେ ବେଦାନ୍ତ ଆମ୍ବୁଲାନ୍ସ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ବେଳେ ବର୍ତ୍ତମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକ୍ ର ଅପହଞ୍ଚ ଇଲାକାରେ ରୋଗୀ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

Related Post

ଚାଲ ଦେଖମା ଆମର କଳାହାଣ୍ଡି ପକ୍ଷରୁ କଳାହାଣ୍ଡି ର ୭୫ ଟି ଗାଁ ସହିତ ଯୋଡି ହେବେ ଗାଁ ମିତ

Posted by - March 24, 2023 0
ଭବାନୀପାଟଣା:୨୪।୩(ନରେନ୍ଦ୍ର ନେଗୀ)କଳାହାଣ୍ଡି ଜିଲ୍ଲା ହେବାର ୭୫ ବର୍ଷ ଉପଲକ୍ଷେ ଚାଲ ଦେଖମା ଆମର କଳାହାଣ୍ଡି “ଗାଁ ମିତ” କରିବାକୁ ସ୍ଥିର କରିଛି ! ଏଥିରେ ଦେଶ ବିଦେଶ…

ବିଜେଡ଼ିର ସାଂଗଠନିକ ସମ୍ପାଦକ ହେଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

Posted by - March 5, 2020 1,780
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କୁ ମିଳିଲା ନୂଆ ଦାୟିତ୍ୱ । ଏଣିକି ବିଜେଡିର ସବୁ ସଙ୍ଗଠନର ଇନଚାର୍ଜ ରହିବେ ପ୍ରଣବ ।…

ଭୁବନେଶ୍ୱର ପିଏମଜି ଛକ ହତ୍ୟାକାଣ୍ଡ ଘଟଣା ରେ ଦୁଇ ଅଟକ:ପୂର୍ବ ଶତ୍ରୁତାକୁ ନେଇ ହୋଇଥିଲା ହତ୍ୟାକାଣ୍ଡ

Posted by - April 12, 2022 0
ଭୁବନେଶ୍ୱର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଗତ ଦଶ ତାରିଖ ବିଳମ୍ବିତ ରାତ୍ରୀରେ ରାଜଧାନୀ ଭୁବନେଶ୍ବର ର ପିଏମଜି ଛକ ନିକଟସ୍ଥ ଏଟିଏମ୍ ବାରଣ୍ଡାରେ ଘଟିଥିବା…

କେବଳ ଗ୍ରୀନ୍‌ ଜୋନ୍‌ରେ ବସ୍‌ ଚଳାଚଳ କରିବାକୁ ନିଷ୍ପତ୍ତି,ଭଡା ଦୁଇ ଗୁଣ

Posted by - May 12, 2020 0
ଭୁବନେଶ୍ବର :ଗ୍ରୀନ୍ ଜୋନ୍ ଜିଲ୍ଲାରେ ବସ୍ ଚାଲିବା ନେଇ ହୋଇଥିବା ନିଷ୍ପତ୍ତି ଖୁବ୍ ଶୀଘ୍ର ଲାଗୁ ହୋଇପାରେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ଏହା…

ମୁଖ୍ୟମନ୍ତ୍ରୀ ଙ୍କ ଫୋଟୋ ଚିତ୍ର ଆଙ୍କି ଚର୍ଚାରେ କୁନି ଛାତ୍ର ରିସବ

Posted by - September 22, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ ).ବୌଦ୍ଧ ଜିଲ୍ଲା କଣ୍ଟlମାଳ ନିର୍ବାଚନ ମଣ୍ଡଳୀ ର 5t ଅନ୍ତର୍ଭୁକ୍ତ ବାଉଁସୁଣୀ ଉଚ୍ଚ ବିଦ୍ୟାଳୟ ର ନବମଶ୍ରେଣୀର ଛାତ୍ର ଙ୍କ ପ୍ରତିଭା ଆଜି…