ହାଓ୍ୱଡ଼ାରୁ ଜଗଦଲପୁର ଯାଉଥିବା ସମଲେଶ୍ୱରୀ ଏକ୍ସପ୍ରେସ୍‌କୁ ସିଙ୍ଗାପୁର ରୋଡ୍-କେଉଟଗୁଡ଼ା ମଝିରେ ଏକ ମେଣ୍ଟନାନ୍ସ ଇଞ୍ଜିନ ଧକ୍କା ଦେବା ଫଳରେ ସେଥିରେ ନିଆଁ ଲାଗିଯାଇଛି। ଏଥିରେ ମୋଟ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

875 0

Related Post

ପଞ୍ଚାୟତ ଅଫିସ୍‌ରେ ଯୁବକଙ୍କ ଉନ୍ମତ୍ତକାଣ୍ଡ : ମହିଳ‌ା ସରପଞ୍ଚଙ୍କୁ ବିବସ୍ତ୍ର

Posted by - December 7, 2018 0
ନାଉଗାଁ : ପଞ୍ଚାୟତ କାର୍ଯ୍ୟାଳୟରେ ଜଣେ ମହିଳା ସରପଂଚଙ୍କୁ ଉଲଗ୍ନ କରିବା, ଗାଳିଗୁଲଜ କରି ହତ୍ୟା ଧମକ ଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର…

Leave a comment

Your email address will not be published.