Breaking News
6:33 pmଭୁବନେଶ୍ବର: ଜୁନ୍ ୧୭ରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିବେ, ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ 6:32 pmଜୁନ ୩୦ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ ୟନିଫର୍ମ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପୋଷାକ ପ୍ରଦାନ ନେଇ ଜାରି ହେଲା ଗାଇଡ୍‌ଲାଇନ୍‌ 6:32 pmଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାରେ କାଳବୈଖାଖୀ ସମ୍ଭାବନା; ୟେଲୋ ଓ୍ଵାର୍ଣ୍ଣିଂ ଜାରି,ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ପ୍ରଭୃତିି ୧୪ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା 10:02 amକାମାକ୍ଷାନଗର: କାମାକ୍ଷାନଗରରେ ୫ଟି ଗୋରୁ ବୋଝେଇ ଗାଡ଼ିରୁ ୨୬ ଗୋରୁ ଉଦ୍ଧାର,୧୧ ଜଣ ଅଟକ 9:58 am୪ରେ ସମ୍ବଲପୁର ଯିବେ ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ

ଓଡିଶାରେ ପୌର ନିର୍ବାଚନ ନେଇ ସର୍ବଦଳୀୟ ବୈଠକ: ଇଭିଏମ ଜରିଆରେ ହେବ ୧୧୦ ପୌରାଞ୍ଚଳ ନିର୍ବାଚନ

276 0

ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଗତ ଫେବୃୟାରୀ ୧୦ ତାରିଖ ଦିନ ରାଜ୍ୟ ନିର୍ବାଚନ କମିଶନ ଙ୍କ ଆହ୍ୱାନ କ୍ରମେ ଆଗାମୀ ପୌରାଞ୍ଚଳ ନିର୍ବାଚନ ନେଇ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ରାଜ୍ୟର ୧୦୭ ଟି ପୌର ପରିଷଦ ଓ ୩ ଟି ପୌର ନିଗମ ରେ ଅବାଧ ଓ ନିରପେକ୍ଷ ନିର୍ବାଚନ ନେଇ ରାଜନୈତିକ ଦଳର ନେତା ମାନଙ୍କ ସହ ଆଲୋଚନା କରିବା ପରେ ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।ଚଳିତ ଥର ପୌର ନିର୍ବାଚନ ଇଭିଏମ (ଇଲେକ୍ଟ୍ରୋନିକ ଭୋଟିଂ ମେସିନ) ଜରିଆରେ କରାଯିବ।

ପ୍ରଥମ ଥର ସକାଶେ ପୌାରାଧ୍ୟକ୍ଷ ଓ ମେୟର ପଦବୀ ପାଇଁ ପ୍ରତ୍ୟକ୍ଷ ଭାବେ ନିର୍ବାଚନ ଅନୁଷ୍ଠିତ ହେବ।ଗୋଟିଏ ବୁଥରେ ଦୁଇଟି ଲେଖାଏଁ ଉଭିଏମ୍ ରଖାଯିବ।ସେଥିରୁ ଗୋଟିଏ ଇଭିଏମ୍ କାଉନସିଲର/ କର୍ପୋରେଟର ଙ୍କୁ ଭୋଟ ଦେବା ପାଇଁ ଉଦ୍ଦିଷ୍ଟ ଏବଂ ଅନ୍ୟଟି ପୌରାଧକ୍ଷ୍ୟ/ ମେୟର ଙ୍କୁ ଭୋଟ ଦେବା ସକାଶେ ରହିବ।ପ୍ରାର୍ଥୀ ମାନେ ସତ୍ୟପାଠ ଓ ଶପଥ ପତ୍ର ଦାଖଲ ନ କଲେ ପ୍ରାର୍ଥୀପତ୍ର ନାକଚ ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।ତେବେ,ମତଦାନ ସମୟ ନେଇ ରାଜନୈତିକ ଦଳ ମାନେ କିଛି ପ୍ରସ୍ତାବ ଦେଇ ନ ଥିବା ଜଣାପଡିଛି।

Related Post

ଭାରତ ବିକାଶ ପରିଷଦ ତରଫରୁ ଆମ ସ୍ବାସ୍ଥ୍ୟ ଆମ ହାତରେ ବିଷୟ ଆଲୋଚନା ଚକ୍ର ଅନୁଷ୍ଠିତ

Posted by - December 13, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ମଙ୍ଗଳବାର ଅପରାହ୍ନ ୫ ଟା ସମୟରେ ସ୍ଥାନୀୟ ପ୍ରଭାବତୀ ପବ୍ଲିକ ସ୍କୁଲ ପରିସରରେ ଭାରତ ବିକାଶ ପରିଷଦ ଟିଟିଲାଗଡ଼ ଶାଖା ଆନୁକୂଲ୍ୟରେ ଏକ ଆଲୋଚନା…

ଗୃହ ରାଷ୍ଟ୍ରମନ୍ତ୍ରୀ ଙ୍କ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ,ବିରୋଧୀ ଶିବିର ରେ ଛନକା

Posted by - November 3, 2021 0
କଳାହାଣ୍ଡି:( ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ରେ ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣାରେ ରାଜ୍ଯ ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ଜୁନାଗଡ ବିଧାୟକ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର…

ବସ୍ତା ବ୍ଲକ ଅଞ୍ଚଳରେ ଦିନ କୁ ଦିନ ଆକାଶ ଛୁଆଁ ପରିବା ଦର

Posted by - October 22, 2021 0
ବସ୍ତା:(ପ୍ରଭାକର ମଲ୍ଲିକ)ଅମର୍ଦ୍ଦାରୋଡ଼ ସମେତ ବସ୍ତା ବ୍ଲକ ଅଞ୍ଚଳରେ ଦିନ କୁ ଦିନ ଆକାଶ ଛୁଆଁ ପରିବା ଦର ହେଉଥିବାରୁ ଖାଉଟିଙ୍କୁ ହନ୍ତସନ୍ତ କରିଦେଇଛି।ବଜାରରେ ବାଇଗଣ କିଲୋ ୫୦…

ତୃତୀୟ ଶ୍ରୀକ୍ଷେତ୍ର ରେ, ଶ୍ରୀଜନ୍ନାଥଙ୍କ ମନ୍ଦିର ଖୋଲିଲା,ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦର ଲହରୀ

Posted by - January 7, 2021 0
ନୀଳଗିରି :(ସୌମ୍ୟାସାଇ ବାରିକ) ମହାମାରୀ କରୋନା ର କଟକଣା । ଦୀର୍ଘ ଦଶମାସ ଧରି ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ । ରାଜ୍ୟ…