Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ବୌଦ୍ଧ ଜିଲ୍ଲା ରେ ପୁଣି ୫୪ଏକର ସରକାରୀ ଜମିରୁ ୫କୋଟି ୪୦ଲକ୍ଷ୍ୟ ଟଙ୍କାର ଗଂଜେଇ ନଷ୍ଟ

175 0

ବୌଦ୍ଧ :(ଚିତ୍ତରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ସଦର ବ୍ଲକ ଡ଼ିମିରିଖୋଲ ଜଙ୍ଗଲ ରୁ ଆଜି ପୁଣି ୫ କୋଟି ୪୦ ଲକ୍ଷ୍ୟ ଟଙ୍କା ର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବାର ଜଣାପଡିଛି!ସୂଚନା ଅନୁଯାଇ ଆଜି ବିଶେଷ ସୂତ୍ର ରୁ ଖବର ପାଇ ବୌଦ୍ଧ APR ଫୋର୍ସ, ଫରେଷ୍ଟ କର୍ମଚାରୀ,ଅବକାରୀ ବିଭାଗ ବୌଦ୍ଧ ର ସବୁ କର୍ମଚାରୀ ମିଳିତ ଉଦ୍ୟମ ରେ ବୌଦ୍ଧ ଥାନା ଅଧିନସ୍ଥ ଡ଼ିମିରି ଖୋଲ ଜଙ୍ଗଲ ଅଂଚଳ ର ବିଜାପଦର, ଆମ୍ବ ଝରି, ବ୍ରାହ୍ମଣୀପାଲି ଆଦି ଅଂଚଳ ରୁ ପ୍ରାୟ ୫୪ ଏକର ସରକାରୀ ଜମିରେ ୫୪୦୦୦ଟି ଅବାଧ୍ୟ୍ୟ ଗଞ୍ଜେଇ ଗଛ ଚାଷ ନଷ୍ଟ କରିଛି!ଏହି ନଷ୍ଟ କରାଯାଇଥିବା ଗଛ ଗୁଡିକ ର ଆକଳନ ମୂଲ୍ୟ ୫କୋଟି ୪୦ ଲକ୍ଷ୍ୟ ବୋଲି ସୂଚନା ମିଳିଛି!

Related Post

ଏଲ କେ ବି କେ ତରଫରୁ ଏନ-୯୫ ମାସ୍କ ବଣ୍ଟନ ଏବଂ ବାଲ୍ୟବିବାହ ସଚେତନ କାର୍ଯ୍ୟକ୍ରମ

Posted by - September 22, 2021 0
ବୌଦ୍ଧ:( ଚିତରଂଜନ ସିଂ )ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଲ କେ ବି କେ ତରଫରୁ ସରସରା ସ୍ଥିତ ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ N…

ସୁବର୍ଣ୍ଣପୁର ଶିକ୍ଷା ସେତୁ ସମୀକ୍ଷା ବୈଠକ

Posted by - August 21, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଶିକ୍ଷା ସେତୁ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ପ୍ରଥମ ସମୀକ୍ଷା ବୈଠକ ବିଭାଗୀୟ…

ଅଷ୍ଟ ପ୍ରହରୀ ବ୍ରହ୍ମ ନାମ ସହିତ ଉଦଯାପିତ ହେଲା ତୃତୀୟ ବିଶ୍ଵଶାନ୍ତି ମହାଯଜ୍ଞ ମହିମା ବାଲ୍ୟଲୀଳା 

Posted by - March 17, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ପୋଲାମ ର ଗୁହିରାଟିକିରାଠାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ତୃତୀୟ  ବିଶ୍ଵଶାନ୍ତି ମହାଯଜ୍ଞ ମହିମା ବାଲ୍ୟଲୀଳା ଶୁକ୍ରବାର ଉଦଯାପିତ ହୋଇଯାଇଛି।ବୁଧବାର…

ଜନ୍ମ ଦିନ ନିଆରା ଢଙ୍ଗରେ ପାଳନ

Posted by - June 16, 2021 0
ଯାଜପୁର ଅଫିସ :ଯାଜପୁର ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ର ସାଂସ୍କୃତିକ ସମ୍ପାଦକ ଶଙ୍କର୍ଷଣ ସାହୁ ଙ୍କ ଜନ୍ମ ଦିନ ନିଆରା ଢଙ୍ଗରେ ପାଳନ କରାଯାଇଛି।ସଂଗଠନ ର…