ଶେଷ ଦିବସରେ ହରଭଙ୍ଗା ବ୍ଲକରେ ୩୨୨ଟି ନାମାଙ୍କନପତ୍ର ଦାଖଲ

140 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଈଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସରେ ୩୨୨ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ ହରଭଙ୍ଗା ବ୍ଲକରେ ୩୨୨ଜଣଙ୍କ ମଧ୍ୟରେ ସରପଞ୍ଚ ପଦବୀ ପାଈଁ ୬୭ଜଣ, ସମିତିସଭ୍ୟ ପଦବୀ ପାଈଁ ୭୦ ଜଣ ଓ ୱାର୍ଡମେମ୍ବର ପଦବୀ ପାଈଁ ୧୮୫ ଜଣ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିବା ନେଇ ଗ୍ରାମ ପଞ୍ଚାୟତ ସମ୍ପ୍ର ସାରଣ ଅଧିକାରୀ ବିରଞ୍ଚି ପଣ୍ଡା ଙ୍କ ସୂତ୍ରରୁ ପ୍ରକାଶ।

Related Post

ଯାଜପୁର ସଦର ବରୁଆଁ ଛକରେ ନୂଆ ଆଲୋକ ଦ୍ୱାରା ଯାତ୍ରୀ ବିଶ୍ରାମ ଚେୟାର ପଡିଲା

Posted by - November 1, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲାର ଅନନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୂଆ ଆଲୋକ ଦ୍ୱାରା ଦୀର୍ଘ ୨ ବର୍ଷ ଧରି ବିଭିନ୍ନ ସାମାଜିକ ଉନ୍ନୟନ କାର୍ଯ୍ୟକ୍ରମ ଚାଲୁ…

ଧଣ୍ଡମୁଣ୍ଡା ରେ ଉତ୍କଳ ଦିବସ ପାଳିତ

Posted by - April 2, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଧଣ୍ଡମୁଣ୍ଡା ସରସ୍ବତୀ ଶିଶୁମନ୍ଦିର ଠାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ସନ୍ୟାସୀ କତ୍ବାଙ୍କ ଅଧ୍ୟକ୍ଷତାରେ…

୧୫% ସ୍କୁଲ ଫି ଛାଡ଼ ନିର୍ଦେଶର ସଠିକ କାର୍ଯ୍ୟକାରୀ ଦlବୀରେ ଓଡିଶା ଅଭିଭାବକ ମହାସଂଘର ବୌଦ୍ଧ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

Posted by - August 7, 2021 0
ବୌଦ୍ଧ : 06-08-21 (ଚିତ୍ତରଂଜନସିଂ)କରୋନା ମହାମାରୀରେ ଅଭିଭାବକ ମାନଙ୍କ ଆର୍ଥିକ ସଙ୍କଟ ଦୃଷ୍ଟିରୁ ଘରୋଇ ସ୍କୁଲରେ ଫି ଆଦାୟକୁ ନେଇ ମାମଲାରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶରେ ଏମ.ଓ.ୟୁ…

ହେଲ୍ପିଂ ହ୍ୟାଣ୍ଡସର ବାର୍ଷିକ ଉତ୍ସବ ପାଳିତ

Posted by - April 12, 2022 0
ଯାଜପୁରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ହେଲ୍ପିଂ ହ୍ୟାଣ୍ଡସ ପକ୍ଷରୁ ମୁଗୁପାଳ କଲେଜ ପଡିଆରେ ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି  ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପରିବେଶବିତ ଧର୍ମେନ୍ଦ୍ର କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତେ ପରିବେଶ ସୁରକ୍ଷା ପାଇଁ କାମ କରିବାକୁ ଆହ୍ୱାନ ଦେଇଥିଲେ ଏଥିସହିତ ଯେଉଁ ମାନେ ପରିବେଶ ପାଇଁ କାମ କରୁଛନ୍ତି ସେମାନଙ୍କୁ ସେ ଧନ୍ୟବାଦ ଦେଇଥିଲେ । ରାଜ୍ୟର ବିଭିନ୍ନ ଜିଲାରୁ ଆସିଥିବା କଳାକାର ମାନେ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେIଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ହାସଲ କରିଥିବା ଗଣମାଧ୍ୟମ ପ୍ରତିନିଧି,ସ୍ୱେଚ୍ଛାସେବୀ,କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।