Breaking News
11:54 pmପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ। ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁ। ସୂଚନା ଦେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ 12:19 pmଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା 7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ

ସୋମବାରକୁ ସୋମବତୀ ଅମାବାସ୍ୟା ମହାଯୋଗରେ ପଡିଛି ସାବିତ୍ରୀ ବ୍ରତ

1750 0

ପୁରାଣ ମାନ୍ୟତା ଅନୁସାରେ ସୋମବତୀ ଅମାବାସ୍ୟାରେ ଜନ୍ମ ହୋଥିଲେ  ଶନି ମହାଗ୍ରହ । ଏଣୁ ଏହି ଦିନ ସନିଙ୍କ ପ୍ରିତ୍ୟାର୍ଥେ ଲୋକେ ଅଶ୍ବତଥ ଓ ବରଗଛ ପୂଜା କରିଥାନ୍ତି। ଏଣୁ ଏହି ତିଥିରେ ସଧବା ମହିଳାମାନଙ୍କର ବଟ ସାବିତ୍ରୀ ପୂଜା ଅତ୍ୟନ୍ତ ଫଳଦାୟକ ସିଦ୍ଧ ହେବ। ଏହି ପୂଜାରେ ମହିଳାମାନେ ବ୍ରତ ପୂଜା କରିବା ପରେ ବରଗଛକୁ ପରିକ୍ରମା କରିବା ସାଙ୍ଗକୁ ଗଛରେ ରକ୍ଷା ବାନ୍ଧିବାର ବିଧି ରହିଛି। ଏଣୁ ଏଥି ପାଇଁ ମହିଳା ବରଗଛକୁ ନିଶ୍ଚିତ ପରିକ୍ରମା କରିବେ। ପୁରାଣ ମାନ୍ୟତା  ଅନୁସାରେ ବରଗଛକୁ ୧୦୮ ଥର ପରିକ୍ରମା କରାଗଲେ ପରମ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। ଏଣୁ ଏଥର ପଡିଥିବା ମହାଯୋଗରେ ମହିଳା ଏପରି ପୂଜାର୍ଚ୍ଚନା କଲେ ନିଶ୍ଚିତ ସୌଭାଗ୍ୟ ପ୍ରାପ୍ତି କରିବେ ବୋଲି କାଶୀର ପଣ୍ଡିତମାନେ କହିଛନ୍ତି ।

ଏହି ଦିନ ମହାସତୀ ସାବିତ୍ରୀ ପତିବ୍ରତା ନାରୀ ଭାବେ ଯମରାଜାଙ୍କ ଠାରୁ ତାଙ୍କ ସ୍ବାମୀଙ୍କ ପ୍ରାଣ ବଞ୍ଚାଇଥିଲେ। ସେବେଠାରୁ  ଯେକୌଣସି ସୌଭାଗିନୀ ମହିଳା ଏହି ବ୍ରତ କଲେ ବଡରୁ ବଡ ସଙ୍କଟରୁ ନିଜର ସ୍ବାମୀ ଓ ପରିବାରକୁ ରକ୍ଷା କରିପାରିବେ ବୋଲି ମାନ୍ୟତା ପ୍ରଚଳିତ ହୋଇଆସୁଛି। ପୁରାଣ ଶ୍ରୁତି ଅନୁସାରେ ସାବିତ୍ରୀ ବରଗଛ ତଳେ ସ୍ବାମୀଙ୍କ ପ୍ରାଣ ବଞ୍ଚାଇବା ପାଇଁ ତପସ୍ୟା କରିଥିଲେlଏହି ମହାଯୋଗରେ ମହିଳାମାନେ ସାବିତ୍ରୀ ବ୍ରତକରିବା ଅତ୍ୟନ୍ତ ଶୁଭଙ୍କର ଓ ଫଳପ୍ରଦ ବୋଲି  କହିଛନ୍ତି ଜ୍ୟୋତିଷ ଓ ପଣ୍ଡିତଗଣ।

Related Post

୪୪୬ତମ ଦିବସରେ ପହଁଚିଲା କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ।

Posted by - June 14, 2021 0
ଯାଜପୁର ଅଫିସ :ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ…

ରରୁଆଁ-ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’କିଚକେଶ୍ୱରୀଙ୍କ ସୁନାବେସ ଆଜି

Posted by - November 13, 2019 34
ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ଅନୁଷ୍ଠିତ ହୋଇଆସୁଛି ସୁନାବେସ।ମାଙ୍କର ସୁନାବେସ ଦର୍ଶନ ପାଇଁ ବହୁଦୂରଦୁରନ୍ତାରୁ ଆସିଛନ୍ତି ଶ୍ରଦ୍ଧାଳୁ।ଏମିତିକି ମୟୂରଭଞ୍ଜ ଜିଲ୍ଲାର…

ଦୁଇ ଅସହାୟ ମହିଲାଙ୍କୁ ଥଇଥାନ କରାଇଲେ ସମାଜସେବୀ

Posted by - July 24, 2022 0
“ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ । ଅଭ୍ୟୁତଥାନମ୍ ଧର୍ମସ୍ୟ ତଦାତ୍ମାନଃ ସୃଜାମ୍ୟହମ୍ ।। ପରିତ୍ରାଣାୟ ସାଧୁନାଃ ବିନାଶାୟ ଚ ଦୁଷ୍କୃତାମ୍ । ଧର୍ମ ସଂସ୍ଥା…

ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ବନମୋହତ୍ସବ କାଯ୍ୟକ୍ରମ

Posted by - July 5, 2021 0
ବୌଦ୍ଧ:( ଚିତ୍ତରଂଜନ ସିଂ) ହରଭଙ୍ଗାବ୍ଲକ ତୁକୁଲୁଣ୍ଡା ୟୁପି ସ୍କୁଲ  ଠାରେ ବୃକ୍ଷ ରୋପଣ କଯ୍ୟକ୍ରମ ଓ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି କଯ୍ୟକ୍ରମ ରେ  ବିଭିନ୍ନ କିସମ…

ବିବାହ ର ସୁବର୍ଣ୍ଣ ଜୟନ୍ତୀ ବାର୍ଷିକ ପାଳନରେ ଶରୀର ଦାନ ପାଇଁ କଲେ ସଂଙ୍କଳ୍ପ

Posted by - May 24, 2022 0
ସମ୍ବଲପୁର :(ରାମାକାନ୍ତ ବିଶ୍ଵାଳ )ନିଜ ବିବାହ ର ସୁବର୍ଣ୍ଣ ଜୟନ୍ତୀ ବାର୍ଷିକ ପାଳନ କୁ ନିଆରା ଭାବରେ ପାଳନ କରି ସମାଜ ପାଇଁ ଉଦାହରଣ ସୄଷ୍ଠି କଲେ…

There are 1 comments

Leave a comment

Your email address will not be published.