ସୋମବାରକୁ ସୋମବତୀ ଅମାବାସ୍ୟା ମହାଯୋଗରେ ପଡିଛି ସାବିତ୍ରୀ ବ୍ରତ

1388 22

ପୁରାଣ ମାନ୍ୟତା ଅନୁସାରେ ସୋମବତୀ ଅମାବାସ୍ୟାରେ ଜନ୍ମ ହୋଥିଲେ  ଶନି ମହାଗ୍ରହ । ଏଣୁ ଏହି ଦିନ ସନିଙ୍କ ପ୍ରିତ୍ୟାର୍ଥେ ଲୋକେ ଅଶ୍ବତଥ ଓ ବରଗଛ ପୂଜା କରିଥାନ୍ତି। ଏଣୁ ଏହି ତିଥିରେ ସଧବା ମହିଳାମାନଙ୍କର ବଟ ସାବିତ୍ରୀ ପୂଜା ଅତ୍ୟନ୍ତ ଫଳଦାୟକ ସିଦ୍ଧ ହେବ। ଏହି ପୂଜାରେ ମହିଳାମାନେ ବ୍ରତ ପୂଜା କରିବା ପରେ ବରଗଛକୁ ପରିକ୍ରମା କରିବା ସାଙ୍ଗକୁ ଗଛରେ ରକ୍ଷା ବାନ୍ଧିବାର ବିଧି ରହିଛି। ଏଣୁ ଏଥି ପାଇଁ ମହିଳା ବରଗଛକୁ ନିଶ୍ଚିତ ପରିକ୍ରମା କରିବେ। ପୁରାଣ ମାନ୍ୟତା  ଅନୁସାରେ ବରଗଛକୁ ୧୦୮ ଥର ପରିକ୍ରମା କରାଗଲେ ପରମ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। ଏଣୁ ଏଥର ପଡିଥିବା ମହାଯୋଗରେ ମହିଳା ଏପରି ପୂଜାର୍ଚ୍ଚନା କଲେ ନିଶ୍ଚିତ ସୌଭାଗ୍ୟ ପ୍ରାପ୍ତି କରିବେ ବୋଲି କାଶୀର ପଣ୍ଡିତମାନେ କହିଛନ୍ତି ।

ଏହି ଦିନ ମହାସତୀ ସାବିତ୍ରୀ ପତିବ୍ରତା ନାରୀ ଭାବେ ଯମରାଜାଙ୍କ ଠାରୁ ତାଙ୍କ ସ୍ବାମୀଙ୍କ ପ୍ରାଣ ବଞ୍ଚାଇଥିଲେ। ସେବେଠାରୁ  ଯେକୌଣସି ସୌଭାଗିନୀ ମହିଳା ଏହି ବ୍ରତ କଲେ ବଡରୁ ବଡ ସଙ୍କଟରୁ ନିଜର ସ୍ବାମୀ ଓ ପରିବାରକୁ ରକ୍ଷା କରିପାରିବେ ବୋଲି ମାନ୍ୟତା ପ୍ରଚଳିତ ହୋଇଆସୁଛି। ପୁରାଣ ଶ୍ରୁତି ଅନୁସାରେ ସାବିତ୍ରୀ ବରଗଛ ତଳେ ସ୍ବାମୀଙ୍କ ପ୍ରାଣ ବଞ୍ଚାଇବା ପାଇଁ ତପସ୍ୟା କରିଥିଲେlଏହି ମହାଯୋଗରେ ମହିଳାମାନେ ସାବିତ୍ରୀ ବ୍ରତକରିବା ଅତ୍ୟନ୍ତ ଶୁଭଙ୍କର ଓ ଫଳପ୍ରଦ ବୋଲି  କହିଛନ୍ତି ଜ୍ୟୋତିଷ ଓ ପଣ୍ଡିତଗଣ।

Related Post

ବେସାହାରା ମିନି କଅଁର ଙ୍କୁ ଉଦ୍ଧାର କଲା ସିନିୟର ସିଟିଜନ୍ ହୋମ “ବନଦୂର୍ଗା ଓଲଡେଚ୍ ହୋମ ଚାରିଛକ”

Posted by - November 22, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ସଦର ବ୍ଲକ ଖଲିଆପାଲି ଗ୍ରାମ ପଞ୍ଚାୟତ ରୁଗୁଡିଘୁରା ଗ୍ରାମ ର ମିନି କଅଁର। ବୟସ ଆସି ପହଞ୍ଚିଲାଣି ଅନ୍ତିମ ରେ ।ନିଜର…

ଓଡ଼ିଶାରେ ନର୍ସରୀ ବିକାଶ ପାଇଁ ୱେଭ୍‍ ଓ କଡିଅମ୍‍ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ

Posted by - July 29, 2021 0
ଭୁବନେଶ୍ୱର: ଓଡ଼ିଶାରେ ନର୍ସରୀ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲକ୍ଷରେ ନିକଟରେ ରାଜ୍ୟର ୱାଲ୍‍ଡେନ୍‍ ଉଡ୍‍ସ ଇକୋ ଭିଲେଜ ଏବଂ ଆନ୍ଧ୍ରପ୍ରଦେଶର ସାର୍‍ ଆର୍ଥର କଟ୍ଟନ୍‍ ନର୍ସରୀ…

ବିଦେଶୀ ପକ୍ଷୀ ଙ୍କ କଳରବ ରେ ମୁଖରିତ ସାତୋକୋଶିଆ ଗଣ୍ଡ

Posted by - December 8, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଂହ)ଅଧିକ ଶୀତ ଖାଦ୍ୟ ଭାବ ରୁ ନିଜକୁ ରକ୍ଷା କରିବା ପାଈଁ ପକ୍ଷୀ ମାନେ ଦେଶାନ୍ତର ହୋଇଥାନ୍ତି ।ହଜାର ହଜାର କିଲୋମିଟର ପଥ ଅତିକ୍ରମ…

ସାମାଜିକ ସଂଗଠନ ୟଥ ଫର୍ ଏକ୍ସନ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Posted by - August 26, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲୀକ୍ସା)ସାମାଜିକ ସଂଗଠନ ୟଥ୍ ଫର୍ ଏକ୍ସନ୍ ବାଲେଶ୍ଵର ପରିବାର ତରଫରୁ ଆଜି ବାଲିଆପାଳ ବ୍ଲକ୍ ର ଛଡା ଗ୍ରାମ ପଂଚାୟତରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ…

ପୁରୀ ବ୍ରହ୍ମଗିରିରେ ଆଜିଠାରୁ ଭଗବାନ ଅଲାରନାଥଙ୍କ ଦର୍ଶନ ଆରମ୍ଭ

Posted by - June 18, 2019 462
ପୁରୀ ବ୍ରହ୍ମଗିରିରେ ଆଜିଠାରୁ ଭଗବାନ ଅଲାରନାଥଙ୍କ ଦର୍ଶନ ଆରମ୍ଭ ହୋଇଛି । ରଥଯାତ୍ରା ପର୍ଯ୍ୟନ୍ତ ପ୍ରଭୁ ଶ୍ରୀ ଅଲାରନାଥଙ୍କ ରୂପରେ ମହାପ୍ରଭୁ ଦର୍ଶନ ଦେବେ । ସେଥିପାଇଁ…

There are 22 comments

  1. I’ll immediately take hold of your rss as I can not to find your email subscription link or e-newsletter service.
    Do you have any? Kindly let me recognise in order that I may just
    subscribe. Thanks.

  2. Thanks for finally writing about > ସୋମବାରକୁ ସୋମବତୀ ଅମାବାସ୍ୟା ମହାଯୋଗରେ
    ପଡିଛି ସାବିତ୍ରୀ ବ୍ରତ –
    Aei Odisha < Liked it!

  3. I simply couldn’t leave your website prior to suggesting
    that I extremely loved the standard information an individual provide in your visitors?
    Is going to be back ceaselessly in order to inspect new posts

  4. Hi, I do believe this is a great website. I stumbledupon it 😉 I am going to return yet again since I bookmarked it.
    Money and freedom is the greatest way to change, may you be rich and continue to help others.

  5. Excellent web site you have here.. It’s hard to find quality
    writing like yours these days. I honestly appreciate individuals like you!
    Take care!!

  6. I appreciate, result in I found just what I was having a look
    for. You’ve ended my 4 day lengthy hunt! God Bless you man. Have a great day.
    Bye

  7. hello there and thank you for your info – I’ve definitely picked up anything new from right here.
    I did however expertise some technical points using this site, as I experienced to reload the web site lots of times
    previous to I could get it to load properly.
    I had been wondering if your hosting is OK? Not that I am complaining, but sluggish loading instances times will very frequently affect your placement in google and could damage your high
    quality score if advertising and marketing with Adwords.
    Anyway I am adding this RSS to my e-mail and could look out for a lot more of your respective fascinating content.

    Ensure that you update this again soon.

  8. Definitely believe that which you said. Your favorite reason appeared to be on the internet the simplest thing to be aware of.
    I say to you, I certainly get irked while people consider worries that they just
    do not know about. You managed to hit the nail upon the top as well as defined out the whole thing
    without having side effect , people could take a signal.
    Will likely be back to get more. Thanks

  9. Hi there colleagues, how is all, and what you desire to say on the
    topic of this paragraph, in my view its actually amazing in support of
    me.

  10. Hello there, I found your blog by way of Google whilst looking for a comparable
    matter, your website came up, it appears good.
    I’ve bookmarked it in my google bookmarks.

    Hi there, just turned into alert to your weblog thru Google, and found that
    it’s really informative. I am gonna watch out for brussels.
    I’ll be grateful if you happen to continue
    this in future. Lots of other folks will probably be benefited out of your writing.
    Cheers!

  11. I do not even know the way I ended up here, but I thought this submit used to
    be good. I don’t realize who you are but certainly you’re
    going to a well-known blogger if you happen to aren’t already.
    Cheers!

  12. Write more, thats all I have to say. Literally, it seems
    as though you relied on the video to make your point.
    You definitely know what youre talking about, why waste your intelligence on just posting videos to your site when you could be giving us
    something informative to read?

  13. I’ve been browsing online more than three hours today, yet I never found any interesting article like yours.
    It is pretty worth enough for me. In my view, if
    all website owners and bloggers made good content as you did,
    the internet will be much more useful than ever before.

Leave a comment

Your email address will not be published.