ବିସ୍ମୟ ସ୍ରୁଷ୍ଟି କଲା ହିମାଳୟ ଗ୍ଲାସିଅର୍, ଅଚାନକ ପରିବର୍ତ୍ତନ କଲା ମାର୍ଗ

209 0

ଭୁବନେଶ୍ବର:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଆଧୁନିକ ଯୁଗର ବିକାଶ ପାଇଁ ବିପର୍ଯ୍ଯସ୍ତ ହୋଇପଡ଼ିଛି ବିଶ୍ଵ ପରିବେଶ। ଦିନ ପ୍ରତିଦିନ ଏହାର ପ୍ରତିକୂଳ ପ୍ରଭାବ ମଣିଷ ଓ ଜୀବଜନ୍ତୁ ସମେତ ଉଭୟ ସଜୀବ ଓ ନିର୍ଜୀବ ଉପରେ ଦେଖିବାକୁ ମିଲୁଛି। ଏହି ପ୍ରଭାବ ରୁ ଯୁଗ ଯୁଗ ଧରି ସ୍ଥିର ଥିବା ହିମାଳୟ ପାର୍ବତ୍ଯାଞ୍ଚଳ ରେ ମଧ୍ଯ ଦେଖିବାକୁ ମିଳିଛି। ସୂଚନା ରୁ ଜଣାପଡ଼ିଛି ଯେ ଉତ୍ତରାଖଣ୍ଡର ପିଥୋରାଗଡରେ ଉପର କାଳୀ ଗଙ୍ଗା ଉପତ୍ୟକା ରେ ଏକ ୫ କିଲୋମିଟର ଲମ୍ବ ବିଶିଷ୍ଟ ଏକ ଗ୍ଲାସିଅର୍ ଅଚାନକ ଭାବେ ନିଜ ମାର୍ଗ ପରିବର୍ତ୍ତନ କରିଛି।

କୁଠି ୟାଂକି ଘାଟିରେ ସୁମଜୁର୍କଚାଂକି ନାମକ ଏକ ନିକଟବର୍ତ୍ତୀ ଗ୍ଲାସିଅର୍ ସହ ଏହାର ବିଳୟ ପରିବେଶ ବିଜ୍ଞାନୀ ଙ୍କ ପାଇଁ ଚିନ୍ତାର କାରଣ ହୋଇଛି।ହିମାଳୟ ଭୂବିଜ୍ଞାନ ସଂସ୍ଥାନର ବୈଜ୍ଞାନିକ ମନିଷ ମେହେଟ୍ଟା ଙ୍କ ମତରେ ହିମାଳୟର ଗ୍ଲାସିଅର୍ ପ୍ରଥମ ଥର ପାଇଁ ଏଭଳି ଗତି ପରିବର୍ତ୍ତନ କରିଛି। ଉତ୍ତରାଖଣ୍ଡରେ ପ୍ରାୟ ୧୪୦୦ ଗ୍ଲାସିଅର୍ ଅଛି ତନ୍ମଧ୍ୟରୁ କେତେକ ଉପତ୍ୟକା ଓ ଜନଜାତି ପାଇଁ ବିପଦଜ୍ଜନକ ଅଟେ।

ବିଶେଷଜ୍ଞ ମାନେ ସ୍ଵତନ୍ତ୍ର ଭାବେ ପ୍ରାୟ ୧୦ ରୁ ଅଧିକ ଗ୍ଲାସିଅର୍ ଉପରେ ଅନୁଧ୍ୟାନ କରୁଛନ୍ତି। ତନ୍ମଧ୍ୟରୁ ଗଙ୍ଗୋତ୍ରୀ ଗ୍ଲାସିଅର୍, ଚୋରାବାରି ଗ୍ଲାସିଅର୍, ଡୁନାଗିରୀ ଗ୍ଲାସିଅର୍, ଡୋକ୍ରିଆନି ଗ୍ଲାସିଅର୍ ପିନ୍ଧାରି ଗ୍ଲାସିଅର୍ ଆଦି ଏହି ଶ୍ରେଣୀ ଅନ୍ତର୍ଭୁକ୍ତ। ଏ ଗୁଡ଼ିକ ଅଚାନକ ବିନାଶକାରୀ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରନ୍ତି। ଚାମୋଲି ଜିଲ୍ଲା ରେ ଅଚାନକ ଭାବେ ଏକ ଗ୍ଲାସିଅର୍ ଫାଟିବା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବହୁ ଧନ ଜୀବନ ହାନିର କାରଣ ହୋଇଥିଲା।

Related Post

ବିଶ୍ବ ଓଡ଼ିଶା ସମାଜର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ

Posted by - January 14, 2022 0
ଲସଏଞ୍ଜଲସ/ ଲଣ୍ଡନ/ ସିଙ୍ଗାପୁର/ ଦୁବାଇ/ମସ୍କୋ/ କାନବେରା/ ପୁରୀ/ ନୂଆଦିଲ୍ଲୀ /ଭୁବନେଶ୍ୱର ତା ୧୪/୦୧ ରିଖ : ବିଶ୍ଵ ଓଡ଼ିଶା ସମାଜ(ବିଓସ)ର ଆଜି ପ୍ରଥମ ପ୍ରତିଷ୍ଠା ଦିବସ ପାଳନ…

ରାଜନାଥ ସିଂହ ଓ ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ରଣନୀତିକ ଆଲୋଚନା

Posted by - March 21, 2021 0
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲିୟୋଡ ଅଷ୍ଟିନଙ୍କ ମଧ୍ୟରେ ଶନିବାର ଦ୍ୱିପାକ୍ଷିକ ରଣନୀତିକ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି ।…

ଭାରତର ବୀରପୁତ୍ର CDS ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟଣା,ଖରାପ ପାଗ ଯୋଗୁଁ ଗଛରେ ପିଟି ହେବାପରେ ଜଳି ଯାଇଥିଲା

Posted by - December 9, 2021 0
ଭୁବନେଶ୍ବର:( ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ସମଗ୍ର ଭାରତ ବର୍ଷ ଆଜି ସ୍ତବ୍ଧ ଚକିତ।ଭାରତୀୟ ବାୟୁ ସେନାର ଏକ ହେଲିକପ୍ଟର MI-17 V5 ଦୁର୍ଘଟଣା ଯୋଗୁଁ ନିଜର ଏକ ସୁଯୋଗ୍ୟ…

ବିଲୁପ୍ତ ସୁପର ମାଉଣ୍ଟେନ ସନ୍ଧାନ ପାଇଲେ ବୈଜ୍ଞାନିକ, ହିମାଳୟ ଠାରୁ ଚାରିଗୁଣ ବଡ

Posted by - February 8, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ପୃଥିବୀ ର ବିବର୍ତ୍ତନବାଦ ରେ ବହୁ ଜୀବସତ୍ତା ଲୋପ ପାଇ ଯାଇଥିବା ବେଳେ ଅନେକ ବଡ ବଡ ପର୍ବତ ମଧ୍ଯ…

ପଣ୍ଡିତ ଓମ୍‍କାରନାଥ ଠାକୁର ଆନ୍ତର୍ଜାତିକ ଆଭାସି ସଂଗୀତ ସମାରୋହ

Posted by - December 17, 2021 0
ନୂଆଦିଲ୍ଲୀ / ଭୁବନେଶ୍ୱର, ୧୬ା୧୨ : ଅଗ୍ରଣୀ ପ୍ରବାସୀ ଓଡ଼ିଆ ସାଂସ୍କୃତିକ ଅନୁଷ୍ଠାନ ସ୍ୱର ସମର୍ପଣ ତରଫରୁ ପଣ୍ଡିତ ଓମ୍‍କାରନାଥ ଠାକୁର ଆନ୍ତର୍ଜାତିକ ସଂଗୀତ ସମାରୋହ ଆଭାସି…