ଭୁବନେଶ୍ୱର: ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି। ଏହି ଅବସରରେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେଉଛନ୍ତି । କାମଚଳା ବାଚସ୍ପତି ଅମର ଶତପଥୀ ବିଧାୟକ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଉଛନ୍ତି।ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଧାୟକ ଶପଥ ନେବେ। ଆଜି ଓ ଆସନ୍ତାକାଲି ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଚାଲିବ। ସଂଧ୍ୟା ୫ଟା ଯାଏ ବିଧାନସଭା ଗୃହରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ହେବ।ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ କାମଚଳା ବାଚସ୍ପତି ଅମର ଶତପଥୀ । ସମସ୍ତ ନବ ନିର୍ବାଚିତ ବିଧାୟକଙ୍କୁ ଶପଥପାଠ କରାଉଛନ୍ତି ବାଚସ୍ପତି ।
ଆଜି ଓ ଆସନ୍ତାକାଲି ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଚାଲିବ। ବିଧାୟକମାନେ ଶପଥ ନେଇ ସାରିବା ପରେ ଆସନ୍ତା ଜୁନ୍ ୧ ତାରିଖରେ ବାଚସ୍ପତି ନିର୍ବାଚିତ ହେବେ । ଯଦିବା ବିଜେଡି ସୂର୍ଯ୍ୟ ପାତ୍ରଙ୍କୁ ବାଚସ୍ପତି ପଦରେ ବସାଇବାକୁ ଘୋଷଣା କରି ସାରିଛି ତେବେ ସାମ୍ବିଧାନିକ ନୀତିନିୟମ ଅନୁସାରେ ବିଧାୟକମାନେ ହିଁ ବାଚସ୍ପତିଙ୍କୁ ନିର୍ବାଚିତ କରନ୍ତି । ତେଣୁ ୧ ତାରିଖରେ ବାଚସ୍ପତି ନିର୍ବାଚନ ହେବା ପରେ ତାଙ୍କ ଅଧ୍ୟକ୍ଷତାରେ ଗୃହ କାର୍ଯ୍ୟ ଚାଲିବ । ଏହା ପୂର୍ବରୁ ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ବିଧାନସଭାର କାମଚଳା ବାଚସ୍ପତି ଭାବେ ରାଜ୍ୟପାଳ ଶପଥ ପାଠ କରାଇଛନ୍ତି
Varicoceles occur in 10 15 of adolescent and adult males and occur invariably on the left side best price cialis Femara users with hand pain
micronase ivermectina vademecum Some 150 to 200 police officers descended on the school following the shooting and searched the grounds with bomb dogs, Reno deputy police chief Tom Robinson said how much is accutane I have surfed the internet for hours and have not been able to find anyone who has managed to conceive naturally with a very low sperm count
In contrast, p27 L L; CreER mice treated with tamoxifen developed typical pars intermedia pituitary tumors, histologically similar to those in p27 L L or p27 S S mice cialis prescription Watching the dwarf king at the human base from a distance, he smiled confidently, Feng Yue raised can i donate blood on blood pressure medication her right hand and grabbed it towards Froya s throat like lightning