ଅମ୍ଳଜାନ ଅଭାବରୁ କଳ୍ପନା ଦାସଙ୍କ ଦେହାନ୍ତ

1857 169

ହିମାଳୟର ଦୁଃସାହସିକ ଅଭିଯାନ ବେଳେ ଅମ୍ଳଜାନ ଅଭାବରୁ କଳ୍ପନା ଦାସଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ହିମାଳୟ ଶିଖରରେ ପହଞ୍ଚି ପାଦ ଦେଶକୁ ଓହ୍ଲାଇବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା।
ମୃତ୍ୟୁ ବେଳକୁ କଳ୍ପନାଙ୍କୁ ୪୯ବର୍ଷ ହୋଇଥିଲା। ଢେଙ୍କାନାଳର ଝିଅ କଳ୍ପନା ୨୦୦୮ ମେ ୩୧ ତାରିଖରେ ମାଉଣ୍ଟ ଏଭରେଷ୍ଟ ସଫଳତାର ସହ ଆରୋହଣ କରି ରେକର୍ଡ ସୃଷ୍ଟି କରିଥିଲେ।ଏଭରେଷ୍ଟ ଆରୋହଣ ବ୍ୟତୀତ କଳ୍ପନା ଭାରତ, ନେପାଳ, ୟୁରୋପ, ଦକ୍ଷିଣ ଆରେମିକା ଓ ଅଷ୍ଟ୍ରେଲିଆର ବିଭିନ୍ନ ପର୍ବତ ଆରୋହଣ କରିବାର ସଫଳତା ହାସଲ କରିଥିଲେ।

Facebook Notice for EU! You need to login to view and post FB Comments!

Related Post

ଅଗଷ୍ଟ ୧୨ ତାରିଖରେ ଏହି ଦେଶ ରେ ପଞ୍ଜୀକରଣ ହେବ କୋଭିଡ ଟୀକା

Posted by - August 8, 2020 0
ନୂଆଦିଲ୍ଲୀ: COVID-19 ଟିକା ଦଉଡ ରେ  ସବୁଠାରୁ ବଡ ବିକାଶ କୁହାଯାଇପାରେ, ରଷିଆ  ଅଗଷ୍ଟ ୧୨, ୨୦୨୦ରେ COVID-19 ଟିକା ପଞ୍ଜିକରଣ କରିବାରେ ବିଶ୍ଵର ପ୍ରଥମ ଦେଶ…

ପାପଡାହାଣ୍ଡିରେ ପାଳିତ ହୋଇଛି ଶହୀଦ ସ୍ମୃତି ଦିବସ

Posted by - August 26, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ରକ୍ତତୀର୍ଥ ଭାବରେ ପରିଚିତ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ । ପାପଡାହାଣ୍ଡିରେ ପାଳିତ ହୋଇଛି ଶହୀଦ ସ୍ମୃତି ଦିବସ । ଶହୀଦ ସ୍ମୃତି ଦିବସ…

There are 169 comments

Leave a comment

Your email address will not be published.