Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

ବିଜୟ ପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ନବୀନ

825 0

ଭୁବନେଶ୍ୱର : ରାଜ୍ୟରେ ବିଜେଡିକୁ ଅପୂର୍ବ ସଫଳତା ମିଳିଛି। ଏଥିପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୟ ପାଇଁ ଦଳର ନେତା ଓ କର୍ମୀମାନଙ୍କ ପରିଶ୍ରମକୁ ଶ୍ରେୟ ଦେଇଛନ୍ତି। ସେହିପରି ବିପୁଳ ବିଜୟ ପାଇଁ ମହିଳାଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ନବୀନ।

Facebook Notice for EU! You need to login to view and post FB Comments!

Related Post

ଦାନା ବାନ୍ଧୁଛି ବାତ୍ୟା,ମେ୧୫ରୁ ଅଶାନ୍ତ ରହିବ ସମୁଦ୍ର

Posted by - May 13, 2020 1,574
ଭୁବନେଶ୍ୱର: ମେ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ଦକ୍ଷିଣ-ପଶ୍ଚିମ ତଥା ପଶ୍ଚିମବଙ୍ଗର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ବୁଧବାର ଦିନ ଭାରତ ପାଣିପାଗ ବିଭାଗ…

ଓଡ଼ିଶା ବଜେଟ୍‌ : ମୋଟ ବ୍ୟୟ ବରାଦ ୧ ଲକ୍ଷ ୭୦ ହଜାର କୋଟି

Posted by - February 22, 2021 0
ଭୁବନେଶ୍ବର: ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବର୍ଷ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି।ବଜେଟ୍ ଉପସ୍ଥାପନ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।…

ନିପାଣିଆରେ ଡଙ୍ଗା ବୁଡ଼ି ଜଣଙ୍କର ମୃତ୍ୟୁ ଆଠ ନିଖୋଜ

Posted by - January 2, 2019 39
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଜମ୍ବୁଥାନା ଅନ୍ତର୍ଗତ ନିପାଣିଆ ନିକଟରେ ଘଟିଛି ବଡ଼ ଅଘଟଣ। ମହାନଦୀରେ ଡଙ୍ଗା ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ନିଖୋଜ ଅଛନ୍ତି।…

ଆଜି ରଥ ନିର୍ମାଣ ହେଇପାରିଲା ନାହିଁ,ରଥ ନିର୍ମାଣ ପାଇଁ ଅନୁମତି ଦିଅ :ଶ୍ରୀମନ୍ଦିର ପ୍ରଶାସନ

Posted by - May 5, 2020 0
ପୁରୀ:(ସମୀର ରଞ୍ଜନ ନାୟକ)ଆଜି ହୋଇ ଥାନ୍ତା ମହା ପ୍ରଭୁଙ୍କ ବିଶ୍ୱ ପ୍ରଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ରଥଖଳା ରେ ବିଭିନ୍ନ ପର୍ଯ୍ୟ ରେ ପହଂଚି ସାରିଥିଲା…

Leave a comment

Your email address will not be published.