ରାସ ପୁର୍ଣିମା ଉପଲକ୍ଷେ ନାମ ସଂକୀର୍ତ୍ତନ

363 0

ବୌଦ୍ଧ(ଚିତ୍ତ ରଂଜନ ସିଂ)ଓଡିଶା ପ୍ରଦେଶ ଏକ ଧର୍ମ ବିଶ୍ୱାସ ରାଜ୍ୟ l ଏଠାରେ ବର୍ଷକୁ 12 ମାସରେ 13 ଯାତ୍ରା ବୋଲି ପ୍ରମାଣିତ ଅଛି l 12ମାସରୁ କାର୍ତ୍ତିକ ମାସକୁ ମୁଖ୍ୟତଃ ଧାର୍ମିକ ମାସ ବୋଲି ସମସ୍ତେ ମାନନ୍ତି!ତେଣୁ ଏହି ମାସରେ ବିଭିନ୍ନ ସ୍ଥାନରେ ଧର୍ମ ଆରାଧନା କରି ଗୀତା, ଭାଗବତ, ନାମ ସଂକୀର୍ତନ କରିଥାନ୍ତି!ଏହି ମାସ ର ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚୁକ ପଳାନ୍ତି ଓଡିଶା ବାସି! ଉକ୍ତ ପୁର୍ଣିମା କୁ ରାସ ପୁର୍ଣିମା ବୋଲି ନlମିତ କରାଯାଇଛି l

ଏହି ପର୍ବ ସବୁଠି ପାଳିତ ହେବା ସହିତ ଆଧ୍ୟାତ୍ମିକ ଭକ୍ତି ଭାବ ସୃଷ୍ଟି ହୁଏ l ଏହି ଦିନ ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତେ ଭଗବାନ ଙ୍କ ନାମ ଆରାଧନା କରିଥାନ୍ତି!ବିଭିନ୍ନ ସ୍ଥାନରେ ଭାଗବତ ଟୁଙ୍ଗି କରି ଭାଗବତ ପାଠ କରିଥାନ୍ତି ଏବଂ ନାମ ସଂକୀର୍ତନ ରେ ମଜିରହିଥାନ୍ତି l ବିଶେଷ କରି ବଡଓଷା ଠାରୁ ରାତ୍ରି ଉଜାଗର ରହି ନାମ ସଂକୀର୍ତନ ବ୍ରତ ପାଳିଥାନ୍ତି l କାର୍ତିକ ମାସର ଏହି ପର୍ବକୁ ହରଭଙ୍ଗା ବ୍ଲକ ର ସମସ୍ତ ଅଂଚଳ ରେ ବହୁ ଆଡମ୍ବର ପୂର୍ଣ୍ଣ ଭାବେ ପର୍ବ ପାଳିତ ହୋଇଛି!

ସେହିପରି ଅଡ଼େନିଗଡ ର ଗ୍ରାମବାସୀ ରାତିରେ ନାମ ସଂକୀର୍ତନ କରି ଉଜାଗର ରହି ସକାଳୁ ବୋଇତ ବନ୍ଦlଣ ସହିତ ନାମ ସଂକୀର୍ତନ କରି ଓଁ ଶ୍ରୀଶ୍ରୀଶ୍ରୀ ଚନ୍ଦ୍ରଶେଖର ବାବା ଙ୍କ ମନ୍ଦିର ଆସି ଦର୍ଶନ କରିଥିଲେ ଏବଂ ଶ୍ରୀଶ୍ରୀଶ୍ରୀ ଚନ୍ଦ୍ରଶେଖର ଙ୍କ ମହିମା ବିଷୟରେ ମନ୍ଦିର ର ପୂଜକ ଶ୍ରୀ ବୈକୁଣ୍ଠ ନାଥ ମହାପାତ୍ର କହିବା ସହିତ କୋଭିଡ ନିୟମ କୁ ମାନି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ବୋଲି ଅଡ଼େନିଗଡ ଗ୍ରାମବାସୀ ମତବ୍ୟକ୍ତ କରିଛନ୍ତି l

Related Post

ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ, ଜଳିଗଲା ୫ବଖରା ଘର

Posted by - December 4, 2019 0
ଯାଜପୁର: ( ଆନନ୍ଦ ଚନ୍ଦ୍ର ସାହୁ)ସର୍ଟ ସର୍କିଟ ଯୋଗୁ ଜଳିଗଲା ୫ବଖରା ଘର। ଫଳରେ ସମସ୍ତ ଆସବାବପତ୍ର ପୋଡି ପାଉଁଶ। ଆଜି ଅପରାହ୍ନରେ ଯାଜପୁର ଜିଲ୍ଲା ବରୀ ବ୍ଲକ…

ଲଷ୍ମୀପ୍ରିୟା ମହିଳା ମହାବିଦ୍ୟାଳୟ ର ଜାତୀୟ ସେବା ଶିବିର ଉଦଯାପିତ

Posted by - December 26, 2021 0
ବାଲେଶ୍ଵର :ବାଲିଆପାଳ ବ୍ଲକର ଏକମାତ୍ର ମହିଳା ମହାବିଦ୍ୟାଳୟ ଲକ୍ଷ୍ମୀପ୍ରିୟା ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାରେ ସାତ ଦିନ ଧରି ଚାଲିଥିବା ସ୍ୱତନ୍ତ୍ର ସେବା ଶିବିର ଶନିବାର…

ଲାଲବାହାଦୁର ସରକାରୀ ଉଚ୍ଚ ବିଦ୍ୟାଳୟ, ତିଳେଶ୍ୱର ଠାରେ ବାର୍ଷିକ ଉତ୍ସବ ପାଳନ

Posted by - March 31, 2022 0
ହରଭଙ୍ଗା ୩୧/୩(ଚିତ୍ତରଂଜନସିଂ)ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ତିଳେଶ୍ୱର ଲାଲ ବାହାଦୂର ବିଦ୍ୟାପୀଠ ରେ ଗୁରୁବାର ଦିନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବ…

ଘର ଆଗରେ ଥିବା ବାଇକ ପୋଡି ଦେଲେ ଦୁର୍ବୃତ୍ତ

Posted by - June 11, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା) ଘର ଆଗରେ ଏକ ବାଇକ ବିଳମ୍ବିତ ରାତିରେ ପୋଡି ଦେଇଛନ୍ତି ଦୁର୍ବୃତ୍ତ । ଗାଙ୍ଗପୁର ଥାନା ଅଧୀନ ନେଟେଙ୍ଗା ଗ୍ରାମରେ ଘଟିଛି ଏହି…

ଶଗଡା ରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ…..

Posted by - April 19, 2022 0
ବୌଦ୍ଧ: (ଚିତ୍ତ ରଞ୍ଜନ ସିଂହ) ବୌଦ୍ଧ ବ୍ଲକ ଶଗଡା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଆଜି ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ବାଉଁଶୁଣି…