ସୋନପୁର ::(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତଡ଼ା ଗାଁ ଠାରେ ଟ୍ରାକ୍ଟର ଓ ବାଇକ୍ ମୁହାମୁହିଁ ଧକା । ୧ମୃତ ଓ ୨ ଗୁରୁତର । ମୃତକ ଜଣକ ହେଲେ ଶିବା ସୁନା । ବିନିକା ପଟୁ ଟ୍ରାକ୍ଟର ଯାଉଥିଲା ବେଳେ ଅନ୍ତଡା ଗାଁ ରାସ୍ତାରେ ଅନ୍ତଡା ନିକଟରେ ମୁହାଁ ମୁହିଁ ବାଇକ ଓ ଟ୍ରାକ୍ଟର ଧକା ହୋଇଥିଲା
ଫଳରେ ଜଣେ ମୃତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଅବସ୍ଥାରେ ବିନିକା ଡାକ୍ତରଖାନାରେ ଚିକିତ୍ସିତ କରିବା ପରେ ବୁର୍ଲା କୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଲିଛି ।ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଦୁର୍ଘଟଣା ର ତଦନ୍ତ ଆରମ୍ଭ କରିଛି ।