ଟ୍ରାକ୍ଟର ଓ ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ ୨ଗୁରୁତର

418 0

ସୋନପୁର ::(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତଡ଼ା ଗାଁ ଠାରେ ଟ୍ରାକ୍ଟର ଓ ବାଇକ୍ ମୁହାମୁହିଁ ଧକା । ୧ମୃତ ଓ ୨ ଗୁରୁତର । ମୃତକ ଜଣକ ହେଲେ ଶିବା ସୁନା । ବିନିକା ପଟୁ ଟ୍ରାକ୍ଟର ଯାଉଥିଲା ବେଳେ ଅନ୍ତଡା ଗାଁ ରାସ୍ତାରେ ଅନ୍ତଡା ନିକଟରେ ମୁହାଁ ମୁହିଁ ବାଇକ ଓ ଟ୍ରାକ୍ଟର ଧକା ହୋଇଥିଲା

ଫଳରେ ଜଣେ ମୃତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଅବସ୍ଥାରେ ବିନିକା ଡାକ୍ତରଖାନାରେ ଚିକିତ୍ସିତ କରିବା ପରେ ବୁର୍ଲା କୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଲିଛି ।ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଦୁର୍ଘଟଣା ର ତଦନ୍ତ ଆରମ୍ଭ କରିଛି ।

Related Post

ଭଗବାନ ସତ୍ୟସାଇ ବାବା ଙ୍କ ୯୭ ଜନ୍ମ ଜୟନ୍ତୀ ପାଳିତ

Posted by - November 24, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କୋରାପୁଟ ଜିଲ୍ଲା ବୋରିଗୁମ୍ମା ସ୍ଥିତ ସତ୍ୟସାଇ ମନ୍ଦିର ପ୍ରାଙ୍ଗଣ ରେ ଭଗବାନ ସତ୍ୟସାଇ ବାବା ଙ୍କ ୯୭ ଜନ୍ମ…

ହରିଶଙ୍କରରୁ ନୃସିଂହନାଥକୁ ରୋପୱେ ନିର୍ମାଣ ଦ।ବୀରେ କୋଶଲ ସଂଘର୍ଷ ବାହିନୀ ତରଫରୁ ଖପ୍ରାଖୋଲ ବନ୍ଦ ପାଳନ , ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

Posted by - October 17, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ହରିଶଙ୍କର ଠାରୁ ନୃସିଂହନାଥ କୁ ରୋପୱେ ନିର୍ମାଣ ଦବୀରେ…

କେନ୍ଦ୍ରୀୟ ପୋଲିସ ବାହିନୀ ପକ୍ଷରୁ ଜନ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - January 23, 2023 0
ମୁନିଗୁଡା :(ରମାକାନ୍ତ ପୋଢାଳ)ସାଧାରଣ ଲୋକଙ୍କ ସହିତ ସୁସମ୍ପର୍କ ରଖିବା ପାଇଁ କେନ୍ଦ୍ରୀୟ ପୋଲିସ ବାହିନୀ ପକ୍ଷରୁ ବିଭିନ୍ନ ସ୍ଥାନରେ ଜନ ସମ୍ପର୍କ କାର୍ଯ୍ୟକ୍ରମ କରାଯାଉଛି। ଜନସଂପର୍କ କାର୍ଯ୍ୟ…

କୋକସରା ଫେନ୍ସି ଦୋକାନରୁ ଲକ୍ଷାଧିକ ଟଙ୍କା ର ମୋବାଇଲ ଓ ନଗଦ ଚୋରୀ ,ପୁଲିସ ର ତଦନ୍ତ ଜାରି

Posted by - November 3, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କୋକସରା ବସଷ୍ଟାଣ୍ଡ ରେ ଥିବା ମହାପାତ୍ର ଫେନ୍ସି ଦୋକାନ ରୁ ଛାତ ଭାଙ୍ଗି ଗତକାଲି ବିଳମ୍ବିତ…

ଖପ୍ରାଖୋଲ ବ୍ଲକ ରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

Posted by - September 7, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି ।…