Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ନାଥୁରାମ ଗଡ଼ସେଙ୍କୁ ଆତଙ୍କବାଦୀ କହିଥିବା କମଲ ହାସନଙ୍କ ଉପରକୁ ଚପଲ ଫିଙ୍ଗା

780 14

ମଦୁରାଇ: ବୁଧବାର ସନ୍ଧ୍ୟା ବେଳେ ତାମିଲନାଡୁର ତିରୁପ୍ପାରାଙ୍କୁଦ୍ରମ୍‌ ବିଧାନ ନିର୍ବାଚନ ମଣ୍ଡଳୀ ଠାରେ ଗୋଟାଏ ନିର୍ବଚାନୀ ସଭାରେ ଗାଡ଼ି ଉପରେ ଉଦ୍‌ବୋଧନ ଦେଉଥିବା ବେଳେ ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନଙ୍କୁ ଲକ୍ଷ୍ୟ କରି ଚପଲ ଫିଙ୍ଗା ଯାଇଥିବା କଥା ପୁଲିସ କହିଛି।କିନ୍ତୁ ଚପଲଗୁଡ଼ିକ ଧାର୍ଯ୍ୟ ଲକ୍ଷ୍ୟସ୍ଥଳରେ ନ ବାଜି ସମବେତ ଜନତାଙ୍କ ଉପରେ ପଡ଼ିଥିଲା। ଏ ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିବା କଥା ପୁଲିସ କହିଛି।

ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ ଜଣେ ହିନ୍ଦୁ ବୋଲି କହି ଏ ସପ୍ତାହରେ ନୂତନ ରାଜନୈତିକ ସଂଗଠନ ‘ଏମ୍‌ଏନ୍‌ଏମ୍‌’ର ସଂସ୍ଥାପକ ହାସନ୍‌ ବିବାଦୀୟ ହୋଇପଡ଼ିଛନ୍ତି। ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ ଗଡ଼ସେ ହତ୍ୟା କରିଥିବା ପ୍ରସଙ୍ଗରେ ସେ ଏ କଥା କହିଥିଲେ।
Facebook Notice for EU! You need to login to view and post FB Comments!

Related Post

ପ୍ରିୟଙ୍କା ଓ ନିକ୍‌ଙ୍କ ରିସେପସନ୍‌ରେ ପ୍ରଧାନମନ୍ତ୍ରୀ

Posted by - December 6, 2018 0
ନୂଆଦିଲ୍ଲୀ : ଧୁମ୍‌ଧାମରେ ବିବାହ ପରେ ଗତକାଲି ନୂଅାଦିଲ୍ଲୀର ତାଜ୍ ପ୍ୟାଲେସରେ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସଙ୍କ ପ୍ରଥମ ରିସେପ୍‌ସନ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ…

କେମିକାଲ୍ ଫ୍ୟାକ୍ଟ୍ରିରେ ଭୟଙ୍କର ବିଷ୍ଫୋରଣ

Posted by - March 21, 2021 0
ରତ୍ନଗିରି: ମହାରାଷ୍ଟ୍ର ରତ୍ନଗିରି ଜିଲ୍ଲା ଖେଡ଼ ଅଞ୍ଚଳସ୍ଥିତ ଏକ କେମିକାଲ୍ ଫ୍ୟାକ୍ଟ୍ରିରେ ଭୟଙ୍କର ବିଷ୍ଫୋରଣ। ଘଟଣାରେ ୪ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଗୁରୁତର ହୋଇଛନ୍ତି।…

ଆନ୍ତର୍ଜାତିକ ଶୋଭନୀୟ ଯୁବ ୱେବ୍‍ ସମ୍ମିଳନୀ ଅନୁଷ୍ଠିତ,ଯୁବ ସମାଜ ସର୍ବୋଚ୍ଚ ଶକ୍ତିର ଅଧିକାରୀ : ରାଜ୍ୟପାଳ

Posted by - January 11, 2022 0
ମାକ୍‍ଲିନ୍‍, ଟରୋଣ୍ଟୋ, ଲଣ୍ଡନ, ମାଞ୍ଚେଷ୍ଟର, ସିଙ୍ଗାପୁର, ଅକ୍‍ଲ୍ୟାଣ୍ଡ, କାନବେରା, ନୂଆଦିଲ୍ଲୀ, ବେଙ୍ଗାଲୁରୁ, ଭୁବନେଶ୍ୱର, କଟକ, ଉଦୟଗିରି: ୧୦।୧ : ଯୁବ ସମାଜ ଅଜସ୍ର, ଅଦମ୍ୟ, ଅପ୍ରତିହତ, ଅନନ୍ୟ…

ଜାତୀୟ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲଙ୍କ ଇସ୍ତଫା

Posted by - July 4, 2019 0
ନୂଆଦିଲ୍ଲୀ ୩।୭:  ଜାତୀୟ କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧିଙ୍କ ଇସ୍ତଫା ବୁଧବାର ସ୍ପଷ୍ଟ ହୋଇଯାଇଛି। ତାଙ୍କ ଇସ୍ତଫା ପତ୍ରର ନକଲ ଗଣମାଧ୍ୟମ ସମ୍ମୁଖକୁ ଆସିଛି। ଗତ…

ଜଳ ପ୍ରଳୟରେ ପ୍ରଭାବିତ ହେବ ପୃଥିବୀ, ଜଳ ବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣ ମୁଖ୍ୟ କାରଣ

Posted by - December 22, 2021 0
ଭୁବନେଶ୍ବର 🙁 ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଜଳ ବିହୁନେ ସ୍ରୁଷ୍ଟି ନାଶ, ଜଳ ବହୁଳେ ସ୍ରୁଷ୍ଟି ନାଶ କଥାଟି ସତ ହେବାକୁ ଯାଉଛି, ସମଗ୍ର…

There are 14 comments

  1. Hey there, I think your blog might be having browser compatibility issues. When I look at your blog site in Opera, it looks fine but when opening in Internet Explorer, it has some overlapping. I just wanted to give you a quick heads up! Other then that, very good blog!

  2. Hmm it looks like your blog ate my first comment (it was extremely long) so I guess I’ll just sum it up what I submitted and say, I’m thoroughly enjoying your blog. I as well am an aspiring blog blogger but I’m still new to everything. Do you have any recommendations for rookie blog writers? I’d genuinely appreciate it.

  3. Heya i’m for the first time here. I came across this board and I to find It truly helpful & it helped me out a lot. I am hoping to give one thing again and help others like you helped me.

  4. Howdy! This article couldn’t be written any better! Looking through this article reminds me of my previous roommate! He always kept preaching about this. I will send this article to him. Pretty sure he will have a great read. Thank you for sharing!

  5. I must thank you for the efforts you have put in writing this site. I am hoping to view the same high-grade content from you later on as well. In fact, your creative writing abilities has inspired me to get my own, personal website now ;)|

  6. Hi, I do believe this is a great site. I stumbledupon it 😉 I may come back once again since I book marked it. Money and freedom is the best way to change, may you be rich and continue to help others.

  7. Thanks for the good writeup. It in truth was a enjoyment account it. Look advanced to more brought agreeable from you! By the way, how could we keep up a correspondence?

Leave a comment

Your email address will not be published.