Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗ୍ରସ୍ତ।ବିମାନ ବନ୍ଦରରେ ଫୋନି ସମ୍ପର୍କିତ ଆଲୋଚନା କଲେ।ଆକାଶ ମାର୍ଗ ରୁ ଅନୁଧ୍ୟାନ କରି ଆଉ ୧୦୦୦ କୋଟି ଦେଲେ।ସମୀକ୍ଷା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ

812 0
Facebook Notice for EU! You need to login to view and post FB Comments!

Related Post

ଏଇ ଓଡିଶାର ପ୍ରଭାବ, ଲୋକଙ୍କ ଦାବିରେ ନଇଁଲା ପ୍ରଶାସନ, ଭଙ୍ଗାବାରିରେ ହେବ ଅସ୍ଥାୟୀ ବସ୍ ଷ୍ଟାଣ୍ଡ

Posted by - December 14, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ର ଜନସାଧାରଣ ଏବଂ ବିଶିଷ୍ଟ ବ୍ୟକ୍ତି ଙ୍କ ଦାବି ଆଗରେ ଶେଷରେ ହାର୍ ମାନିଲା ପ୍ରଶାସନ।ବିଶ୍ଵବିଦ୍ୟାଳୟ ଖେଳ ପଡିଆ ରେ ଅସ୍ଥାୟୀ ବସ୍…

ଚେତିଲା ଜିଲ୍ଳା ପ୍ରଶାସନ, ମହାଲିଙ୍ଗ ହଷ୍ଟେଲ୍ ରେ ତଦନ୍ତ ଆରମ୍ଭ

Posted by - November 3, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ମମିତା ମେହେର ହତ୍ୟାକାଣ୍ଡ ପାଇଁ ଉଭୟ ରାଜ୍ଯ ସରକାର ଓ ପ୍ରଶାସନ ବହୁ ସମାଲୋଚନା ର ଶିକାର ହେଉଥିବା ବେଳେ ସାରା ରାଜ୍ୟରେ…

Leave a comment

Your email address will not be published.