Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ବୌଦ୍ଧ ଜ଼ିଲ୍ଲା ବିଜୁ ମହିଳା ଦଳ ସାଙ୍ଗଠନିକ ବୈଠକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

504 0

ବୌଦ୍ଧ:(ଚିତ୍ତରଂଜନସିଂ)ରିଖ ବୌଦ୍ଧ ସଦର ବ୍ଲକ ମୁଣ୍ଡାପଡା ପଂଚାୟତ ପରିସରରେ ବୌଦ୍ଧ ଜିଲ୍ଲା ବିଜୁ ମହିଳା ଜନତା ଦଳ ସାଙ୍ଗଠନିକ ବୈଠକ ଜିଲ୍ଲା ସଭାନେତ୍ରୀ ଜସ୍ମିନ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ବୌଦ୍ଧ ଜିଲ୍ଲା ବିଜୁ ମହିଳା ଦଳ ପର୍ଯ୍ୟବେକ୍ଷିକା ସିପ୍ରା ମହାନ୍ତି ଯୋଗ ଦେଇ ମହିଳା ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଡ କରିବା ପାଇଁ ଉପସ୍ଥିତ କର୍ମକର୍ତ୍ତା ଓ କର୍ମୀମାନଙ୍କୁ ଆହ୍ୱାନ କରିଥିଲେ l ବିଭିନ୍ନ ଆଲୋଚନା ସହିତ ବୌଦ୍ଧ ଜିଲ୍ଲା ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ କବିତା ପଟ୍ଟନାୟକ,2ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟl ମମତା ପ୍ରଧାନ, ପୂର୍ବ ବ୍ଲକ ଅଧକ୍ଷl ରିତା ବେହେରା, ସଂକୁଳେଇ ସରପଞ୍ଚ ରଶ୍ମିତା ମହାକୁଡ଼, ତାଳସରଡା ସମିତି ସଭ୍ୟା ରିତାଞ୍ଜଳି ମହାକୁଡ଼, ବ୍ରାହ୍ମଣୀପାଳି ସରପଞ୍ଚ ସୁଷମା ବାଘ, ସମିତିଦଭ୍ୟl ଭା୍ନୁପ୍ରିୟା ସାହୁ,ଜୀବନ ବିନ୍ଦୁ ଓ ମୋ ଓଡିଶା ଜିଲ୍ଲା ସଂଯୋଜକ ତାଥା ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି ତଥା ମୁଣ୍ଡପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ ଗାନ୍ଧି ଜୟନ୍ତୀ ସେବା ସପ୍ତାହ ଉପଲକ୍ଷେ ରକ୍ତଦାନ କରିଥିବା 11ଜଣ ମହିଳାଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କରିଥିଲେ l

ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକ, ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ଜିଲ୍ଲା ସଭାପତି ମହୀଧର ରଣା ଯୋଗ ଦେଇ ଉପସ୍ଥିତ ମହିଳା ମାନଙ୍କୁ ଆଗାମୀ ଦିନରେ ଏକଜୁଟ ହୋଇ ପ୍ରତ୍ୟେକ ପରିବାର ର ଆର୍ଥିଜ ଅବସ୍ଥା ସୁଦୃଢ ସହିତ ପଂଚାୟତ ଓ ଗ୍ରାମର ଉନ୍ନତି ନିମନ୍ତେ ଆହ୍ୱାନ କରିଥିଲେ ଓ ଆଜିର ଦିନରେ ରକ୍ତଦାନରେ ମହିଳା ମାନେ ସାମିଲ ହୋଇଥିବା ବେଳେ ବାଲ୍ୟବିବାହ ପ୍ରଥାକୁ ବନ୍ଦ କରିବା ପାଇଁ ମୁଖ୍ୟ ଭୂମିକା ଲିଭାଇବାକୁ କହିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ସାକାର କରିବା ପାଇଁ ପ୍ରଭାତ ଚନ୍ଦ୍ର ପ୍ରଧାନ, ଗୟାଧର ମହାକୁଡ଼, ପ୍ରଫୁଲ୍ଲ ପଟ୍ଟନାୟକ, ଶୁମନ୍ତ କୁମାର ନାଏକ, ନିର୍ଗୁଣ ମହାକୁଡ଼, ମାନଗୋବିନ୍ଦ ପ୍ରଧାନ, ରାମ ପ୍ରଧାନ, ବିପ୍ଳବ ମହାକୁଡ଼, ବୀରେନ୍ଦ୍ର ଝାଙ୍କର, ଅଶୋକ ଭୋଇ, ଅରୁଣ ଦାସ, ଲିଙ୍ଗରାଜ ଭୋକ୍ତା, ଲୋଚନ ସାହୁ ପ୍ରମୁଖ ସହଯୋଗ କରିଥିଲେ l

Related Post

ଗୁମ୍ମା ଗ୍ରାମ ସ୍ଥିତ ତ୍ରିନାଥ ମନ୍ଦିର ପରିସରରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - July 20, 2022 0
ରାୟଗଡ। :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ରାୟଗଡ। ବ୍ଲକ ଅନ୍ତର୍ଗତ ଗୁମ୍ମା ଗ୍ରାମରେ ଥିବା ତ୍ରିନାଥ ମନ୍ଦିର ପରିସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ,…

ଜିଲ୍ଲା କ୍ରୀଡା ସଂସ୍ଥା ପକ୍ଷରୁ ଜାତୀୟ ଜେଭଲିନ-ଥ୍ରୋ ଦିବସ ଅନୁଷ୍ଠିତ

Posted by - August 8, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ପକ୍ଷରୁ ଜାତୀୟ ଜେଭଳିନ ଥ୍ରୋ ଦିବସ ପାଳିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ଜିଲ୍ଲାର…

କୁସକେଲା ଲୁଧିପଡ଼ା ନିକଟରେ ଗ୍ରାମବାସୀ ଅଟକାଇଲେ ପିଡିଏସ ଚାଉଳ ଗାଡ଼ି, ରାତିରେ ଚାଉଳ ଯୋଗାଣ କୁଆଡେ ?

Posted by - July 31, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ନିକଟସ୍ଥ କୁସକେଲା ଗ୍ରାମପଞ୍ଚାୟତ ନିକଟ ଲୁଧିପଡ଼ା ନିକଟରେ ରାତିରେ ପିଡ଼ିଏସ ଚାଉଳ କେଉଁଠିକୁ ଯାଉଛି ବୋଲି ଗ୍ରାମବାସୀ, ୱାର୍ଡ ମେମ୍ବର ଡ୍ରାଇଭରକୁ ପଚାରିଥିଲେ,…

ସହିଦ ଯବାନ ଙ୍କୁ ସିନ୍ଧେକେଲା ଯୁବ ଗୋଷ୍ଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ

Posted by - December 12, 2021 0
ବଙ୍ଗୋମୁଣ୍ଡା-ତା୧୨/୧୨(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଯୁବ ଗୋଷ୍ଠି ପକ୍ଷରୁ ତାମିଲନାଡୁ କୁନୁର ରେ ହେଲିକପ୍ଟର ଦୁର୍ଘଟଣା ରେ ସହିଦ ହୋଇଥିବା ସି ଡି ଏସ…