ପିପିଲିରେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍‌ ଉପରେ ମରଣାନ୍ତକ ଆକ୍ରମଣ

429 0

ପୁରୀ ଜିଲ୍ଲା ପିପିଲିରେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍‌ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଜଣେ ମାଜିଷ୍ଟ୍ରେଟ୍ ଓ ଜଣେ ପୁଲିସ୍‌ ଏଏସ୍‌ଆଇଙ୍କ ସମେତ ଅନ୍ୟ କିଛି ଜଣ ଗୁରୁତର ଆହତ ହୋଇଛନ୍ତି।

Related Post

ତାଳଚେର -ଆନ୍ଦୋଳନକାରୀଙ୍କୁ ରାତି ଅଧରେ ଟେକିନେଲା ପୁଲିସ

Posted by - December 8, 2018 738
ସହରର ଶାନ୍ତିଲତା ବାଇଙ୍କ ଘର ଚଟାଣ ଭୂଗର୍ଭକୁ ଦବି ଯିବା ପରେ ପ୍ରତିକାର ଦାବିରେ ସହରବାସୀ ଗତକାଲିଠାରୁ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସହ…

ହୀରାକୁଦ ଜଳଭଣ୍ଡାରରୁ ଉତ୍ପାଦନ ହେବ ସୌର ବିଦ୍ୟୁତ, ଖର୍ଚ୍ଚ ହେବ ୨୦୦ କୋଟି

Posted by - December 14, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ହୀରାକୁଦ ଜଳଭଣ୍ଡାରରେ ଏବେ ଜଳ ବିଦ୍ୟୁତ ସହ ଉତ୍ପାଦନ ହେବ ସୌର ବିଦ୍ୟୁତ(solar power)। ତେବେ ଏହି ପ୍ରକଳ୍ପଟି 200 କୋଟି ବଜେଟରେ କରାଯିବ ବୋଳି…

Leave a comment

Your email address will not be published.