ଯାଜପୁର:ବିଂଝାରପୁର ନିର୍ବାଚନ ମଣ୍ଡଳୀ କଲ୍ୟାଣପୁର ଠାରେ ବିଜେପି ର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ବିଧାୟକ ପ୍ରାର୍ଥୀ ବବିତା ମଲ୍ଲିକ ଓ ଲୋକସଭା ପ୍ରାର୍ଥୀ ଅମୀୟ ମଲ୍ଲିକଙ୍କ ପାଇଁ ଭୋଟ୍ ଭିକ୍ଷା କଲେ ଧର୍ମେନ୍ଦ୍ର । ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ଦଳୀୟ ପ୍ରାର୍ଥୀ ଓ ସମର୍ଥକ । ଉଭୟ ବିଜେଡି ଓ କଂଗ୍ରେସ ବିରୋଧରେ ବର୍ଷିଲେ ଧର୍ମେନ୍ଦ୍ର ।

713 0

Related Post

Leave a comment

Your email address will not be published.