Breaking News
11:54 pmପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ। ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁ। ସୂଚନା ଦେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ 12:19 pmଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା 7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ

ଦ୍ଵିତୀୟ ପର୍ଯ୍ୟାୟ ମତଦାନ : ଦିନ ୩ଟା ସୁଦ୍ଧା ଓଡିଶାରେ ୪୫.୧୮ ପ୍ରତିଶତ ମତଦାନ

1111 0

ଭୁବନେଶ୍ବର ୧୮|୪: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ମତଦାନ ଜାରି ରହିଛି । ଓଡିଶାରେ ଦିନ ୩ଟା ସୁଦ୍ଧା ୪୫.୧୮ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ଭଞ୍ଜନଗରରେ ୫୩.୫, ପୋଲସରାରେ ୪୪, କବିସୂର୍ଯ୍ୟନଗରରେ ୪୨, ଖଲ୍ଲିକୋଟରେ ୪୫.୩୧, ଆସ୍କାରେ ୪୮.୩୫, ସୋରଡାରେ ୪୨.୨୫, ସାନଖେମୁଣ୍ଡିରେ ୩୯.୦୯, ହିଞ୍ଜିଳିରେ ୪୫.୨ ପ୍ରତିଶତ ମତଦାନ ହୋଇଛି । ବଲାଙ୍ଗିର ଲୋକସଭାରେ ୪୦.୩୩ପ୍ରତିଶତ ମତଦାନ ହୋଇଛି । ଲୋଇସିଂହାରେ ୪୦.୧୧, ପାଟଣାଗଡରେ ୩୪.୮୯, ବଲାଙ୍ଗିରରେ ୩୭.୦୧, ଟିଟିଲାଗଡରେ ୪୩.୨୬, କଣ୍ଟାବାଞ୍ଜିରେ ୪୬.୦୩ପ୍ରତିଶତ ମତଦାନ ହୋଇଛି ।

Related Post

ପାଟକୁରା ପାଇଁ ନିର୍ବାଚନ ତାରିଖ ଘୋଷଣା ୨୦ରେ ଭୋଟ୍, ୨୪ରେ ଗଣତି

Posted by - July 4, 2019 0
ଭୁବନେଶ୍ୱର :  ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ତାରିଖକୁ ନେଇ ଚାଲିଥିବା କଳ୍ପନାଜଳ୍ପନାରେ ପରିସମାପ୍ତି। ଆସନ୍ତା ୨୦ତାରିଖରେ ଅନୁଷ୍ଠିତ ହେବ ବହୁ ପ୍ରତିକ୍ଷୀତ ପାଟକୁରା ବିଧାନସଭା ନିର୍ବାଚନ…

୬ ଦଫା ଦାବୀ ନେଇ କୃଷକ ସଂଘର୍ଷ ସମନ୍ଵୟ ସମିତି ପକ୍ଷରୁ ଗଣ ବିକ୍ଷୋଭ

Posted by - January 29, 2021 0
ନୀଳଗିର:(ସୌମ୍ୟାସାଇ ବାରିକ)ତ୍ରିଦଳୀୟ କୃଷକ ସଂଘର୍ଷ ସମନ୍ଵୟ ସମିତି ପକ୍ଷରୁ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୂଚନା ଅନୁଯାୟୀ କଂଗ୍ରେସ୍ , ସି.ପି.ଆଇ. ଓ ସି.ପି.ଆଇ.ଏମ୍ ଦଳ ପକ୍ଷରୁ…

ଓଡ଼ିଶାକୁ ସି.ଆର୍.ଆଇ.ଏଫ୍. ଯୋଜନାରେ ୩୦ ଟି ରାସ୍ତା ପ୍ରକଳ୍ପର ମଞ୍ଜୁରୀ ସକାଶେ ରାଜ୍ୟ ସରକାର ଙ୍କ କେନ୍ଦ୍ରକୁ ଅନୁରୋଧ

Posted by - January 9, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡ଼ିଶାରେ ସଡ଼କ ଭିତ୍ତିଭୂମି କୁ ଅଧିକ ସୁଦୃଢ କରିବା ସକାଶେ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଅନେକ…

କଳାହାଣ୍ଡି ରେ ତୃତୀୟ ପର୍ଯ୍ଯାୟ ଭୋଟ ଗ୍ରହଣ ସମାପ୍ତ, ଭୋଟ ବକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ

Posted by - February 21, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି।ତୃତୀୟ ପର୍ଯ୍ୟାୟରେ ଧର୍ମଗଡ଼, କୋକସରା, ଜୟପାଟଣା ବ୍ଲକରେ ମତଦାନ ସରିଛି। ଜୟପାଟଣା ବ୍ଲକ ରେ ୭୭.୩୩%…

Leave a comment

Your email address will not be published.