ଦ୍ଵିତୀୟ ପର୍ଯ୍ୟାୟ ମତଦାନ : ଦିନ ୩ଟା ସୁଦ୍ଧା ଓଡିଶାରେ ୪୫.୧୮ ପ୍ରତିଶତ ମତଦାନ

857 0

ଭୁବନେଶ୍ବର ୧୮|୪: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ମତଦାନ ଜାରି ରହିଛି । ଓଡିଶାରେ ଦିନ ୩ଟା ସୁଦ୍ଧା ୪୫.୧୮ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ଭଞ୍ଜନଗରରେ ୫୩.୫, ପୋଲସରାରେ ୪୪, କବିସୂର୍ଯ୍ୟନଗରରେ ୪୨, ଖଲ୍ଲିକୋଟରେ ୪୫.୩୧, ଆସ୍କାରେ ୪୮.୩୫, ସୋରଡାରେ ୪୨.୨୫, ସାନଖେମୁଣ୍ଡିରେ ୩୯.୦୯, ହିଞ୍ଜିଳିରେ ୪୫.୨ ପ୍ରତିଶତ ମତଦାନ ହୋଇଛି । ବଲାଙ୍ଗିର ଲୋକସଭାରେ ୪୦.୩୩ପ୍ରତିଶତ ମତଦାନ ହୋଇଛି । ଲୋଇସିଂହାରେ ୪୦.୧୧, ପାଟଣାଗଡରେ ୩୪.୮୯, ବଲାଙ୍ଗିରରେ ୩୭.୦୧, ଟିଟିଲାଗଡରେ ୪୩.୨୬, କଣ୍ଟାବାଞ୍ଜିରେ ୪୬.୦୩ପ୍ରତିଶତ ମତଦାନ ହୋଇଛି ।

Related Post

ମାଁ ମାଣିକେଶ୍ଵରୀ ଙ୍କ ମନ୍ଦିର ପୁନଃ ନିର୍ମାଣ ପାଇଁ ଅନୁମତି ପ୍ରାର୍ଥନା

Posted by - December 16, 2021 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲା ର ସର୍ବପୂରାତନ ଆଦିପୀଠ ମାଁ ମାଣିକେଶ୍ଵରୀ ଙ୍କ ଥୁଆମୂଳ ରାମପୁର ସ୍ଥିତ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ପ୍ରାୟ ୮୦୦…

ମଦ ବେପାରିକୁ ଘେରିଲେ ମହିଳା ସଂଘ, ଥାନାରେ ଦେଲେ ଜିମା

Posted by - June 16, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ) ବୌଦ୍ଧଜିଲ୍ଲା ବୌଦ୍ଧ ଥାନା ଅନ୍ତଗତ କୁଡାପଡା ଗ୍ରାମରେ ମହିଳାସଂଘର ସଦସ୍ୟା ମାନେ ମଦବେପାରିକୁ ଘେରି ହଟହଟା କରିବାସହ, ପୋଲିସ୍ ପାଖରେ ଜିମାଦେଇଥିବା ଜଣାପଡିଛି…

ଯାଜପୁର ଖଣ୍ଡିତର କବାଡି ଷ୍ଟାଡିୟମରେ ଆସନ୍ତା ଜୁନ ୧୩ ତାରିଖରେ ଆରମ୍ଭ ହେବ ୬୪ତମ ସର୍ବଭାରତୀୟ କବାଡି ପ୍ରତିଯୋଗୀତା

Posted by - June 7, 2019 0
ଯାଜପୁର: ଯାଜପୁର କବାଡି ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗୀତା ରେ ରାଜ୍ୟ ଓ ରାଜ୍ୟ ବାହାରର ୨୦ରୁ ଉର୍ଦ୍ଧ ଦଳ ଅଂଶଗ୍ରହଣ କରିବେ । ଆସନ୍ତା…

Leave a comment

Your email address will not be published.