ସୋନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପରିସରରେ ପୁରୁଣା ଛାତ୍ର ଏକିତ୍ରିକରଣ

214 0

ସୋନପୁର:(ଅଜିତ୍ କୁମାର ପୁଝାରୀ)ସୋନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପରିସରରେ ପୁରୁଣା ଛାତ୍ର ଏକିତ୍ରିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଛାତ୍ର ପରିଷଦ ଅଧ୍ୟକ୍ଷ ଓମ୍ ପ୍ରକାଶ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ପରିଚାଳନା କମିଟି ସଭାପତି ଡଃ ଜ୍ୟୋତି ରଞ୍ଜନ ବହିଦାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l

ପୂର୍ବ ଛାତ୍ର ମାନଙ୍କର ନିଜ ବିଦ୍ୟାଳୟ ପ୍ରତି ଆନୁଗତ୍ୟ ଜଣାଇବା ସହିତ ବିଦ୍ୟାଳୟ ର ଉନ୍ନତି ମୂଳକ କାର୍ଯ୍ୟ ରେ ନିଜକୁ ସାମିଲ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ l ଏହା ସହିତ ବିଦ୍ୟାଳୟ ପାଇଁ କିଛି ନା କିଛି ଯୋଗଦାନ ଦେବା ପାଇଁ ଆହ୍ଵାନ ଦେଇଥିଲେ l ପ୍ରଧାନ ଆଚାର୍ଯ୍ଯ ଦୟାନିଧି କରଣ ଙ୍କ ସହିତ ବିଦ୍ୟାଳୟ ର ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ଥିଲେ l

ଙ୍କ

Related Post

ସ୍ୟାଣ୍ଡଉଇଚ୍ ର ପ୍ରସ୍ତୁତି ଶିଖାଇଲେ ଜିଲ୍ଲାପାଳ

Posted by - February 12, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ନିକଟରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମହାନଦୀ ପୋଲ ନିକଟସ୍ଥ ହିକୁଡି ଠାରେ କଫିଟେରିଆ ର ଶୁଭ…

ମହାନଦୀ ରେ ଭାସିଗଲେ ୩ ଜଣ

Posted by - October 5, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ମହାନଦୀ ଦଲେଇପଡା ଘାଟ ଠାରେ ଆଜି ଅପରାହ୍ନ ରେ ନଦୀରେ ୩ ଜଣ ଭାସି ଯାଇଥିବା ଜଣାପଡିଛି । ଦଲେପଡା ଘାଟରେ ଅପରାହ୍ନ ୪…

ଗୁରୁକୂଳ ପରମ୍ପରା ରେ ଅବସର କାଳୀନ ସମ୍ବର୍ଦ୍ଧନା

Posted by - April 5, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ପୂର୍ବାହ୍ନ ରେ ନୀଳଗିରି ବାଲିଗହିରି ସ୍ଥିତ, ରତ୍ନାକର ଟାଉନ୍ ହାଇ ସ୍କୁଲ ସମ୍ମିଳନୀ କକ୍ଷ ରେ, ଏକ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।…

ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଙ୍କ ରାମକୃଷ୍ଣବାଳାଶ୍ରମ ପରିଦର୍ଶନ

Posted by - March 12, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତା ରାଣୀ ଦଳବେହେରା, ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ସାକ୍ଷୀ ଗୋପାଳ ପ୍ରଧାନ ଏବଂ ଜିଲ୍ଲା ଶିଶୁ…

ଗଡଜାତ ଅଞ୍ଜଳର ନୁଆଖାଇ

Posted by - September 5, 2022 0
ଏତିହ୍ୟ , ସଂସ୍କୃତି , ପରମ୍ପରା ଓ ଭାଇଚାରାର ପର୍ବ ନୁଆଖାଇ । ତେବେ କଳାହାଣ୍ଡି ଜିଲ୍ଲାରେ ପ୍ରାୟ ତିନୋଟି ପର୍ଯ୍ୟାୟରେ ନୁଆଖାଇଥାନ୍ତି । ପ୍ରଥମେ ଭାଦ୍ରବ…