ମାଁ ଡୋକରି ଦେବୀ ଙ୍କ ଦଶହରା ପର୍ବ ପାଳିତ

494 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ପବିତ୍ର ଶାରଦୀୟ ପାର୍ବଣ ଅବସର ରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ତାଳଗୁଡ଼ ଠାରେ ଅଧିଷ୍ଠିତ ମହୁଲପାଟଣା ଜମିଦାରିର ପ୍ରତ୍ୟକ୍ଷ ଅଧିଷ୍ଠାତ୍ରୀ ଦେବୀ ଡୋକରି ଠାକୁରାଣୀ ଙ୍କ ଦଶହରା ପୂଜା ବିଧି ମୁତାବକ ପାଳିତ ହୋଇଯାଇଛି।

ପ୍ରତିବର୍ଷ ରାଜ୍ଯ ତଥା ରାଜ୍ଯ ବାହାରରୁ ବହୁ ଭକ୍ତ ଶ୍ରଦ୍ଧାଳୁମାନେ ଯୋଗଦେଉଥିବା ବେଳେ କୋଭିଡ କଟକଣା ଯୋଗୁଁ ସଂଖ୍ୟା ହ୍ରାସ ହୋଇଥିଲେ ହେଁ ଲାଠି ଯାତ୍ରା ସମୟରେ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା।

ମସ୍ତକ ସ୍ଥାପନ ପରେ ସ୍ଥାନୀୟ ପୋଲିସ ପ୍ରଶାସନ ଜନସାଧାରଣଙ୍କ ଦର୍ଶନ ପ୍ରତି କଟକଣା ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଥିଲା, ସର୍ବସାଧାରଣଙ୍କ ଦର୍ଶନ ଅନୁମତି ପରେ ଆଶ୍ୱସ୍ତି ପ୍ରକାଶ ପାଇଥିଲା,ଦୈନିକ ବହୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା ।

ବିଧି ଅନୁଯାୟୀ ଅଷ୍ଟମି ଦିନ ବାନେର ସମେତ ବିଭିନ୍ନ ଦେବୀ ପିଠରେ ଅବସ୍ଥାପିତ ମାଁଙ୍କ ଭଉଣୀ ମାନଙ୍କ ପ୍ରତୀକ ଲାଠି ତାଳ ଗୁଡ଼ ପିଠକୁ ପହଞ୍ଚିବା ପରେ ମାନସିକଧାରୀ ଙ୍କ ପଶୁ ପକ୍ଷୀ ବଳି ପରେ ମହାବଳୀ ପ୍ରଦାନ କରାଯାଇଥିଲା।ବାନେର ଦେବୀ ଯିବା ସମୟରେ ମାନସିକଧାରୀ ଙ୍କ ପଶୁ ପକ୍ଷୀ ବଳି ସଡକ କୁ ରକ୍ତ ରଂଜିତ କରିଥିବା ବେଳେ ସହ ସହ ସଂଖ୍ୟାରେ ରାସ୍ତା ର ଉଭୟ ପାର୍ଶ୍ୱରେ ଦର୍ଶନ କରିଥିଲେ।

Related Post

ବିଜେଡିରେ ନୂଆ ନିଯୁକ୍ତି, ଖୋର୍ଦ୍ଧା ସାଂଗଠନିକ ଜିଲ୍ଲା ସଭାପତି ହେଲେ ବିଭୂତି ବଳବନ୍ତରାୟ

Posted by - November 9, 2021 0
ଭୁବନେଶ୍ୱର:ଖୋର୍ଦ୍ଧା ସାଂଗଠନିକ ଜିଲ୍ଲା ପାଇଁ ନୂଆ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ବିଭୂତି…

ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିବେ କୋରେସା ବିବି 

Posted by - January 16, 2023 0
ଯାଜପୁର :ଯାଜପୁର ସହରର କୁସୁମା ସମ୍ମୁଖରେ ବହୁତଳ ବିଶିଷ୍ଟ ପ୍ରଶାସନିକ ଭବନ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ କରାଯାଇଛି । ଏହି ଜମି ଅଧିଗ୍ରହଣ କୁ କୋରେସା ବିବି ବିରୋଧ କରିଛନ୍ତି  ତାଙ୍କ କହିବା ମୁତାବକ ତାଙ୍କର ପ୍ଲଟ ନଂ ୪୦୬/୧୪୪୭ ଏବଂ ଖାତା ନଂ ୫୦୩/୩୦୫ ଥିବା ଜାଗା ଓ ଘର ଉଚ୍ଛେଦ ବାବଦକୁ ପ୍ରଶାସନ ୬ କୋଟି ଦେବା କଥା । କିନ୍ତୁ ପ୍ରଶାସନ ଉପଯୁକ୍ତ କ୍ଷତିପୁରଣ ନ ଦେଇ ଜମି ଅଧିଗ୍ରହଣ କରିବାକୁ ଉଦ୍ୟମ କରୁଛି ଏବଂ ଏହା ବିରୋଧରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।ପ୍ରଶାସନ ଠାରୁ ଜମି ଅଧିଗ୍ରହଣ ନିୟମ ମୁତାବକ ଉପଯୁକ୍ତ କ୍ଷତିପୁରଣ ଏବଂ ଜାଗା ନ ମିଳିଲେ ସପରିବାର ରାଷ୍ଟ୍ରପତି ଙ୍କ ନିକଟରେ ଜିଲାପାଳଙ୍କ ମାଧ୍ୟମରେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । କୋରେସା ବିବି    

ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନ ରେ ୧୦ ଘଣ୍ଟିଆ ଭାରତ ବନ୍ଦ ରେଙ୍ଗାଲିରେ ଭାରତ ବନ୍ଦର ପ୍ରଭାବ

Posted by - September 28, 2021 0
ସମ୍ବଲପୁର/ରେଙ୍ଗାଲି:(ରମାକାନ୍ତ ବିଶ୍ବାଳ)ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନରେ କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ,ଅତ୍ୟାବଶ୍ୟକ ସାମଗ୍ରୀ ର ଅହେତୁକ ଦର ବୃଦ୍ଧି, ବିଭିନ୍ନ ସଂସ୍ଥାର ଘରୋଇ କରଣ…

ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ବୈଠକ

Posted by - December 2, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଉପଖଣ୍ଡ ର :ଉପ-ଜିଲ୍ଲାପାଳ ଡ ବିଶ୍ୱଜିତ୍ ଦାସ ଙ୍କ ଅଧ୍ୟକ୍ଷତାରେ ଭୋଟର ତାଲିକା…

ଆଇସୋଲେସନ ୱାର୍ଡରେ ଜଣଙ୍କର ମୃତ୍ୟୁ – ରିପୋର୍ଟ ନେଗେଟିଭ ଆସିବା ପରେ ହେଲା ବ୍ୟବଚ୍ଛେଦ.

Posted by - July 13, 2020 3
ଅନୁଗୁଳ:(ମହେଶ ଭୋମରାଜ) ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସୋଲେସନ ୱାର୍ଡରେ ଚିକିତ୍ସାଧୀନ ଜଣେ ରୋଗୀଙ୍କ ମୃତ୍ୟୁ ପରେ ପ୍ରାୟ ୧୫ ଘଣ୍ଟା ମୃତଦେହ ପଡି ରହିଥିଲା ।…