ବୌଦ୍ଧ ଜିଲ୍ଲା ରେ ଜିଲ୍ଲା ଆଇନସେବା ପ୍ରାଧିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

389 0

ବୌଦ୍ଧ:(ଚିତ୍ତରଂଜନସିଂ) ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଦ୍ୱାରା ମୁରଶୁଣ୍ଢୀ ପଂଚାୟତ ଅଫିସ ଠାରେ ମୁକ୍ତ ଆଇନସେବା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ଏହାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବୌଦ୍ଧ ର ସଚିବ ଶ୍ରୀ ରଣଜିତ ଓରାମ ଅଧ୍ୟକ୍ଷତା କରିଥିଲେ!ଏଥିରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଜିଲ୍ଲା ର ପ୍ୟାନେଲ ଲୟର ଶ୍ରୀ ମନୋଜ କୁମାର ମହାରଣା, ମୁରଶୁଣ୍ଡି ପଂଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁଦାମ ପ୍ରଧାନ ଉପସ୍ଥିତ ରହିଥିଲେ!ଏହି ବୈଠକ ରେ ପଂଚାୟତ ର ତଥା ପାଖ ପାଖି ଗାଁ ର ବହୁ ସଂଖ୍ୟକ ଲୋକ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବୌଦ୍ଧ ର PLV ମାନେ ଭାଗ ନେଇଥିଲେ!

କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ଲୋକଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବୌଦ୍ଧ ଜିଲ୍ଲା ଦ୍ୱାରା ଉପଲବ୍ଧ ବିଭିନ୍ନ ମୁକ୍ତ ଆଇନ ସେବା ବିଷୟରେ ଜଣାଇବା ତଥା ଏହାଦ୍ୱାରା ଅନୁଷ୍ଠିତ ହେଉଥିବା ଲୋକ ଅଦାଲତ ରେ ଭlଗନେଇ ପ୍ରାକ ମକୋଦମl କେସ ଗୁଡିକର ସମାଧାନ ତଥା ସମୟ ଓ ଅର୍ଥର ଅପବ୍ୟୟରୁ ବଞ୍ଚିବା, ବିଭିନ୍ନ ଘରୋଇ କଳହ, ମାଲି ମକୋଦମା, ସ୍ୱାମୀ ସ୍ତ୍ରୀ ଝଗଡା, ଜମିବାଡ଼ି କଳହ, ଅନ୍ୟାୟ ଅତ୍ୟାଚାର ଇତ୍ୟାଦି ଉଚିତ ବୁଝାମଣା ଦ୍ୱାରା ସମାଧାନ କରିବା ଇତ୍ୟାଦି, ଏହି କାର୍ଯ୍ୟକ୍ରମ ରେ ଆଲୋଚନା ହୋଇଥିଲା!

Related Post

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୀପାବଳୀ ପର୍ବ ପାଳିତ

Posted by - October 26, 2022 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ଆଲୋକ ର ପର୍ବ ଶୁଭ ଦୀପାବଳି l ବୌଦ୍ଧ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଅନୁଷ୍ଠାନ ତରଫରୁ ଦୀପାବଳି ପର୍ବ…

ଟିଟିଲାଗଡ଼ର ନୂତନ ସିଡିପିଓ ଭାବେ ଦାୟିତ୍ଵ ଗ୍ରହଣକଲେ ଶ୍ରୀମତି ମିନାକ୍ଷୀ ରାଜ

Posted by - December 13, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ବ୍ଲକର ସମନ୍ଵିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଭାବେ ଶ୍ରୀମତି ମିନାକ୍ଷୀ ରାଜ ଗତ ଡିସେମ୍ବର ୩ ରୁ ନୂତନ ଭାବେ ଦାୟିତ୍ଵ…

ଭାଲୁ କାମୁଡ଼ାରେ ଦୁଇ ମହିଳା ଗୁରୁତର

Posted by - December 19, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଭାଲୁ କାମୁଡ଼ାରେ ଦୁଇ ମହିଳା ଗୁରୁତର, ଗୁରୁତର ମହିଳା ଦୁଇଜଣ ହେଲେ ଭାଲୁକାନାଡି ଗ୍ରାମପଂଚାୟତ ଅନ୍ତର୍ଗତ ସlରିଆପଡା ଗ୍ରାମର l ଖବର ପ୍ରକାରେ ସରିଆପଡାର…

ଧଣ୍ଡାମୁଣ୍ଡା ଜବାହର ଲାଲ ହାଇ ସ୍କୁଲ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଉଦଯାପିତ

Posted by - December 3, 2022 0
ଖପ୍ରାଖୋଲ: ୩/୧୨(ତାପସ ରଞ୍ଜନ ବେହେରା)ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଜବାହର ଲାଲ ହାଇ ସ୍କୁଲ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଶନିବାର ଉଦଯାପିତ ହୋଇଯାଇଛି…

ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ

Posted by - July 9, 2022 0
ବେଲଗୁଣ୍ଠା :(ସୁଶାନ୍ତ କୁମାର ବେହେରା) ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୩ ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ଅଧ୍ୟକ୍ଷା ସଂଯୁକ୍ତା ଡ.ସଂଯୁକ୍ତା…