ଵନ ବିଦ୍ଭାଗ ପକ୍ଷରୁ ଚାରା ରୋପଣ

220 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)ପୁରୁଣା କଟକ ବନ ବିଦ୍ଭାଗ ପକ୍ଷରୁ ହରଭଙ୍ଗା ଫରେଷ୍ଟ ସେକସନର ବୁଲୁରା ବିଟ୍ ଅଧିନରେ ମଲ୍ଲିକ ପଡ଼ା ଠାରୁ ସଦଲଗଣ୍ଡା ପର୍ଯ୍ୟନ୍ତ ଜଗନ୍ନାଥ ସଡ଼କ ରେ ପଥ ପାର୍ଶ୍ୱ ଚାରା ରୋପଣ କାଯ୍ୟ ଅନୁଷ୍ଠିତ ହୋଇଛି। ମନରେଗା ଯୋଜନା ରେ ଚାରା ରୋପଣ କରାଯାଇଛି।

୨୦୨୧-୨୨ ଆର୍ଥିକ ବର୍ଷରେ ଏହି ରାସ୍ତାରେ ୨ହଜାର ଗୋଟି ଚାରା ରୋପଣ କରାଯିବ ବୋଲି ହରଭଙ୍ଗା ବନ ପାଳ ବିଜୟ ନନ୍ଦ ସାହୁ ପ୍ରକାଶ କରିଛନ୍ତି। ନିମ୍ବ, ଶିଶୁ, କରଞ୍ଜ , ଅର୍ଜୁନ ଆଦି ଚାରା ବୃକ୍ଷାପଣ ହେବ। ଏହି କାଯ୍ୟ କ୍ରମରେ ରେଞ୍ଜର ନିହାର ମଲ୍ଲିକ, ବନ ପାଳ ବିଜୟନନ୍ଦ ସାହୁ, ଗାର୍ଡ଼ ଆଶିଷ ମେହେର, ଶିବ ସେଠୀ ,ଶିଲୁ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Related Post

ସରପଞ୍ଚ ସଂଘ ତରଫରୁ ନୂତନ ବିଡିଓ ଙ୍କୁ ସ୍ୱାଗତ

Posted by - August 25, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲାର ଜୁଯୋମୁରା ବ୍ଳକ ସରପଞ୍ଚ ସଂଘ ତରଫରୁ ବ୍ଳକର ନୂତନ ବିଡିଓ ନିଲାମ୍ବର ମହାନନ୍ଦ ଙ୍କୁ କାର୍ଯ୍ୟରେ ଯୋଗଦାନ କରିଥିବାରୁ ସମ୍ବଦ୍ଧିତ କରାଯାଇଥିଲା…

ମୋଟର ଜାନ ନିରୀକ୍ଷକ ରାଜ୍ୟ ସ୍ତରରେ ସମ୍ମାନିତ

Posted by - January 21, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ରାଜ୍ୟ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ୨୦୨୩ ର ଉଦଯାପନୀ ଦିବସରେ ଭୁବନେଶ୍ୱର ପୋଲିସ ଭବନ ରେ ଗତ ୨୦ ରିଖ ରେ ଅନୁଷ୍ଠିତ…

ପ୍ରମିଳା ଦେବୀ ସ୍କୁଲରେ ୭୪ ତମ ଗଣତନ୍ତ୍ର ଦିବସ ପାଳିତ

Posted by - January 26, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ମାଂସଡା ପଂଚାୟତ ଅନ୍ତର୍ଗତ ଗୌଡ଼ସାହି ସ୍ଥିତ ସ୍ୱତନ୍ତ୍ର ପ୍ରମିଳା ଦେବୀ ସ୍କୁଲରେ ୭୪ ତମ ଗଣତନ୍ତ୍ର…

ଡ଼୍ରାଇଭରର ଆଖି ପଡିଯିବାରୁ ଭାରସାମ୍ୟ ହରାଇ ଓଲଟିଲା ଟାଟା ମାକ୍ସିମା; ଡ଼୍ରାଇଭର ଆହତ

Posted by - December 26, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଆଜି ଭୋର୍ ସମୟରେ ଚାଳକର ଆଖି ଲାଖି ଯିବାରୁ ଗୋବରା ନିକଟରେ ଏକ ଟାଟା ମାକ୍ସିମା ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଡ଼୍ରାଇଭର…