ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ପ୍ରାର୍ଥୀପତ୍ର ନାକଚ କରିବା ଲାଗି ଏଡିଏମ୍‌ଙ୍କ ନିକଟରେ ଦାବି

976 0

ଭୁବନେଶ୍ବର :୦୫/୦୪ ଅଡୁଆରେ ପଡ଼ିପାରନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା। ଅନନ୍ତ ବିଡିଏ ଅଧ୍ୟକ୍ଷ ଭଳି ଲାଭଜନକ ସଂସ୍ଥାରୁ ଇସ୍ତଫା ନଦେଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ଯାହାକି ଆଇନ୍‌ର ଉଲ୍ଲଂଘନ ବୋଲି ବିଜେପି ଅଭିଯୋଗ ଆଣିଛି।ବିଜେପି ମଧ୍ୟ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଭୁବନେଶ୍ୱର ଏଡିଏମ୍‌ଙ୍କ କାର୍ଯ୍ୟାଳୟକୁ ଯାଇ ଏ ବାବଦରେ ଅଭିଯୋଗ କରିଥିଲେ। ସେପଟେ ଅନନ୍ତ ନିଜ ପ୍ରତିକ୍ରିୟାରେ କହିଛନ୍ତି, ବିଡିଏ ଅଧ୍ୟକ୍ଷ ପଦରୁ ସେ ୨ ଏପ୍ରିଲ୍ ୨୦୧୯ ରୁ ଇସ୍ତଫା ଦେଇସାରିଛନ୍ତି। ଏବଂ ଏପ୍ରିଲ୍ ୩, ୨୦୧୯ରେ ଏହା ଗୃହୀତ ହୋଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି।

Related Post

ମୂକ,ବଧିର ବାଳିକା ସନ୍ଧ୍ୟା ନିଖୋଜ, ଥାନାରେ ଏତଲା ଦାଖଲ କଲେ ପରିବାର ଲୋକେ

Posted by - November 13, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଅନ୍ତର୍ଗତ ଭାଟଗୁଡା ଗ୍ରାମର ମୁକ ବଧିର ବାଳିକା ସନ୍ଧ୍ୟା ନିଖୋଜ ହେବା ସମ୍ପର୍କରେ ଥାନାରେ…

କଂଗ୍ରେସ ଇସ୍ତାହାର କମିଟିରୁ ବାଦ ପଡ଼ିଲେ ଶ୍ରୀକାନ୍ତ ଜେନା

Posted by - December 6, 2018 6
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସର ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବାଦ ପଡ଼ିଛନ୍ତି  ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଅଲ୍‌ ଇଣ୍ଡିଆ କଂଗ୍ରେସ୍‌ କମିଟି (ଏଆଇସିସି)…

କଳାହାଣ୍ଡି ରେ ଦାଦନ ସମସ୍ୟା,ଗାଁକୁ ଫେରୁଛି ଆଉ ଏକ ଦାଦନ ଶ୍ରମିକର ଶବ

Posted by - December 11, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଥମୁନି ଦାଦନ ଯନ୍ତ୍ରଣା।କାମଧନ୍ଦା ଅନ୍ବେଷଣରେ ନିଜ ପରିବାର ଛାଡି ଶ୍ରମିକ ଭାବରେ ଦି ପଇସା ରୋଜଗାର କରି ପରିବାର ପ୍ରତିପୋଷଣର…

Leave a comment

Your email address will not be published.