ଭୁବନେଶ୍ବର :୦୫/୦୪ ଅଡୁଆରେ ପଡ଼ିପାରନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା। ଅନନ୍ତ ବିଡିଏ ଅଧ୍ୟକ୍ଷ ଭଳି ଲାଭଜନକ ସଂସ୍ଥାରୁ ଇସ୍ତଫା ନଦେଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ଯାହାକି ଆଇନ୍ର ଉଲ୍ଲଂଘନ ବୋଲି ବିଜେପି ଅଭିଯୋଗ ଆଣିଛି।ବିଜେପି ମଧ୍ୟ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଭୁବନେଶ୍ୱର ଏଡିଏମ୍ଙ୍କ କାର୍ଯ୍ୟାଳୟକୁ ଯାଇ ଏ ବାବଦରେ ଅଭିଯୋଗ କରିଥିଲେ। ସେପଟେ ଅନନ୍ତ ନିଜ ପ୍ରତିକ୍ରିୟାରେ କହିଛନ୍ତି, ବିଡିଏ ଅଧ୍ୟକ୍ଷ ପଦରୁ ସେ ୨ ଏପ୍ରିଲ୍ ୨୦୧୯ ରୁ ଇସ୍ତଫା ଦେଇସାରିଛନ୍ତି। ଏବଂ ଏପ୍ରିଲ୍ ୩, ୨୦୧୯ରେ ଏହା ଗୃହୀତ ହୋଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି।
Facebook Notice for EU!
You need to login to view and post FB Comments!
If you’re able to stay while in the black, then your bonus truly becomes advantageous long haul.