ଦଳ ଡିଆଁ ମାନଙ୍କୁ ବିରୋଧ କାଲେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଂଗ ଦଳ

1239 0

ଯାଜପୁର:୩୧/03 ହିନ୍ଦତ୍ୱକୁ ବିରୋଧ କରୁଥିବା ବହୁ ନେତା ଏବେ ବିଜେପି ଦଳରେ । ଯାହାକୁ ବିରୋଧ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦ ଓ ବଜରଂଗ ଦଳ । ଯାଜପୁର ଜିଲା କାର୍ଯ୍ୟାଳୟରେ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଂଗ କାର୍ଯ୍ୟକର୍ତା । ଗତକାଲି ବିଜେଡି ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ସାଂସଦ ମୋହନ ଯେନା । କେବଳ ମୋହନ ନୁହେଁ ମୋହନ ଙ୍କ ଭଳି ଅନ୍ୟ ଯେଉଁମାନେ ଅଣ ହିନ୍ଦୁତ୍ୱ ବିଚାରଧାରା ନେଇ ବିଜେପିରେ ସାମିଲ ହେଉଛନ୍ତି ସେମାନଙ୍କୁ ବିରୋଧ କରାଯିବ ବୋଲି ଚେତାବନି ଦିଆଯାଇଛି । ଅଣ ହିନ୍ଦୁତ୍ୱ ବାଦ ନେତା ମାନଙ୍କୁ ସାମିଲ କରାଯିବା ପଂଳରେ ସଂଗଠନରେ ବିଭେଦ ଦେଖାଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି କର୍ମକର୍ତା

Facebook Notice for EU! You need to login to view and post FB Comments!

Related Post

ଗାଁ ସା ଥୀ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ବ୍ଲକ ପ୍ରଶାସନ ବୈଠକ

Posted by - August 21, 2021 0
ବାଲିଆପାଳ:( ପ୍ରଭାକର ମଲ୍ଲିକ) ବାଲିଆପାଳ ବ୍ଲକ ଗାଁ ସା ଥୀ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ବ୍ଲକ ପ୍ରଶାସନ ଙ୍କ ମଧ୍ୟରେ ଗାଁ ସା ଥୀ ମାନଙ୍କ…

କଂଗ୍ରେସ ର ବରିଷ୍ଟ ନେତା ରଘୁନାଥ ସିଙ୍ଘ ଙ୍କ ଦେହାନ୍ତ। ଅଞ୍ଚଳ ରେ ଶୋକ ର ଛାୟା।

Posted by - August 27, 2020 0
ନୀଳଗିରି: ନୀଳଗିରି କଂଗ୍ରେସ ର ବରିଷ୍ଟ ନେତା ରଘୁନାଥ ସିଙ୍ଘ ଙ୍କ ଆଜି ସକାଳେ ଦେହାନ୍ତ ହୋଇଯାଇଚି। ସୂଚନା ରୁ ଜଣା ପଡିଛି, କିଛି ଦିନ ଧରି କିଡ଼ନୀ…

ସ୍ନେହଲତା ପ୍ରଧାନ ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ

Posted by - March 13, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂହ )ବ୍ଲକ ସଦର ମହକୁମା ଚାରିଛକ ସ୍ଥିତ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଠାରେ ଶନିବାର ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ନିର୍ବାଚନ ପକ୍ରିୟା ଆରମ୍ଭ…

ସାରିଲା ପ୍ରଥମ ପର୍ଯ୍ୟାୟ ଭୋଟ

Posted by - April 11, 2019 0
୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ଓଡ଼ିଶାର ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ଶାନ୍ତିଶୃଙ୍ଖଳାରେ ସରିଛି ମତଦାନ। ଇଭିଏମ୍‌ରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ…

Leave a comment

Your email address will not be published.