ଯାଜପୁର:୩୧/03 ହିନ୍ଦତ୍ୱକୁ ବିରୋଧ କରୁଥିବା ବହୁ ନେତା ଏବେ ବିଜେପି ଦଳରେ । ଯାହାକୁ ବିରୋଧ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦ ଓ ବଜରଂଗ ଦଳ । ଯାଜପୁର ଜିଲା କାର୍ଯ୍ୟାଳୟରେ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଂଗ କାର୍ଯ୍ୟକର୍ତା । ଗତକାଲି ବିଜେଡି ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ସାଂସଦ ମୋହନ ଯେନା । କେବଳ ମୋହନ ନୁହେଁ ମୋହନ ଙ୍କ ଭଳି ଅନ୍ୟ ଯେଉଁମାନେ ଅଣ ହିନ୍ଦୁତ୍ୱ ବିଚାରଧାରା ନେଇ ବିଜେପିରେ ସାମିଲ ହେଉଛନ୍ତି ସେମାନଙ୍କୁ ବିରୋଧ କରାଯିବ ବୋଲି ଚେତାବନି ଦିଆଯାଇଛି । ଅଣ ହିନ୍ଦୁତ୍ୱ ବାଦ ନେତା ମାନଙ୍କୁ ସାମିଲ କରାଯିବା ପଂଳରେ ସଂଗଠନରେ ବିଭେଦ ଦେଖାଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି କର୍ମକର୍ତା
Breaking News
Related Post
ଚାଷୀଙ୍କୁ ଭଣ୍ଡେଇଥିବା ପ୍ରତିବାଦରେ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ଅନଶନ
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶୃତିକୁ ପୁରଣ କରିନାହାଁନ୍ତି । ପ୍ରତ୍ୟେକ ଚାଷୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର…
ଜିଲ୍ଲା ପ୍ରଶାସନର ଜନ ସମ୍ପର୍କ ଶିବିର
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ) ସୋନପୁର ବ୍ଲକ ଅନ୍ତର୍ଗତ ଛକୋରମାଲ ଗ୍ରାମ ପଞ୍ଚାୟତର ବାଦିପଡିଆ ଗ୍ରାମରେ ଜନ ସମର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅବୋଲୀ ସୁନିଲ…
କଣ୍ଟାମାଳ ବ୍ଲକ୍ ବିଜେଡ଼ି ସଭାପତି ହେଲେ ପ୍ରେମରାଜ ରଣା କୃତଜ୍ଞତା ଜଣାଇଲେ ବ୍ଲକ୍ ବିଜେଡି କର୍ମୀ
ବୌଦ୍ଧ :(ଚିତ୍ତ ରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ବିଜେଡି ସଭାପତି ମହିଧର ରଣାଙ୍କ ଅନୁମୋଦନ କ୍ରମେ ବୌଦ୍ଧ ଜିଲ୍ଲାର ବିଜେଡି କର୍ମକର୍ତ୍ତାଙ୍କ ନାମ ଘୋଷଣା ହୋଇଯାଇଛି। ସେମାନଙ୍କ…
କେନ୍ଦୁଝର ପଦ୍ମପୁର ମହାଲକ୍ଷ୍ମୀ ପୂଜାପାଇଁ ମାଟିପୂଜନ
କେନ୍ଦୁଝର,୮/୯ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ର ପ୍ରସିଦ୍ଧ ମହାଲକ୍ଷ୍ମୀପୂଜା ଉପଖଣ୍ତ ତଥା ଆଖପାଖ ନୂଆଗାଁ,ଗୋବର୍ଦ୍ଧନ,ଶଙ୍କିରୀ,ବାଉରୀପଦା,ମହାଦେଇଯୋଡ଼ା, ବରଦାପାଳ,୬ଟି ପଞ୍ଚାୟତର ଲୋକମାନେ ଏହିପୂଜାବେଶ ଧୁମ୍ ଧାମ୍…
ଆଡ଼େନିଗଡରେ ପଞ୍ଚଶମ୍ଭୁ ମିଳନ
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଆଜି ହରଭଙ୍ଗା ବ୍ଲକ ଆଡେଣୀଗଡ଼ ଗ୍ରାମର ତେଲିସାହି ଠାରେ ପଞ୍ଚଶମ୍ଭୁ ମିଳନ ଦେଖିବାକୁ ମିଳିଥିଲା!ସୂଚନା ମତେ ଆଜକୁ ପାଞ୍ଚ ବର୍ଷ ହେବ ଏହି ମିଳନ…
ବଡ ଖବର
- ସରପଞ୍ଚ ହେଵତ ଏମିତି ନିର୍ବାଚନ ସମୟରେ କଥା ଦେଇ କଥା ରଖିଲେ ସରପଞ୍ଚ
- ଖପ୍ରାଖୋଲ ରେ ବୁଥ ଲେବେଲ ଅଫିସର ଙ୍କୁ ନେଇ ବ୍ଲକ ସ୍ତରୀୟ ବୈଠକ ,ଆନ୍ତରିକତା ସହ କର୍ତ୍ତବ୍ୟ କରିବାକୁ ଆହ୍ବାନ
- ଟିଟିଲାଗଡ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମହାଶିବରାତ୍ରି ମେଳା ଉପଲକ୍ଷେ ସମିକ୍ଷା ବୈଠକ
- ଟପର୍ଣ୍ଣା ଗ୍ରାମରେ କୃଷକ କ୍ଷେତ୍ର ଦିବସ ପାଳିତ
- ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପୁରୁଣା କଟକ ରେ ପଞ୍ଚଦଶ ମ୍ୟାଟ୍ରିକ ପରୀକ୍ଷାର୍ଥୀ ଦଳ ଶିଶୁ ମାନଙ୍କ ର ନିଷ୍କ୍ରମଣ ଉତ୍ସବ ଅନୁଷ୍ଠିତ
- ହରିଶଙ୍କର ଠାରେ ଉପଖଣ୍ଡ ଦେବୋତ୍ତର କମିଟି ର ବୈଠକ ଶିବରାତ୍ରୀ ପାଇଁ ପ୍ରସ୍ତୁତି ସହ ବୁଲିଦେଖିଲେ ଉନ୍ନୟନ କାମ
- ଆଉ କିଛି ଘଣ୍ଟା ପରେ ଉଦ୍ଘାଟିତ ହେବ ଯାଜପୁର ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ସଙ୍ଗମ
- ବରମୁଣ୍ଡା ବସ୍ଷ୍ଟାଣ୍ଡରେ ରାତିଅଧିଆ ବୋମାମାଡ଼ ୩ ହୋଟେଲ କର୍ମଚାରୀ ଆହତ, ସିସିଟିଭି ଫୁଟେଜ୍ରୁ ଚିହ୍ନଟ ୨ ଅଟକ
- ପ୍ରକାଶ ପାଇଲା ଜେଇଇ ମେନ୍ ଫଳାଫଳ
- ଓପିଜିସି, ଓସିପିଏଲ୍, ଓଇଆରସି ଓ ରାଜ୍ୟ ସରକାର ମିଶି ଲୁଟୁଛନ୍ତି, ଲୁଟର ଶିକାର ହେଉଛନ୍ତି ବିଦ୍ୟୁତ୍ ଉପଭୋକ୍ତା: କଂଗ୍ରେସ