ପୂର୍ବତଟ ରେଳପଥ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ହାଇଦ୍ରାବାଦକୁ ସ୍ୱତନ୍ତ୍ର ଅଭିଜ୍ଞତା ଯାତ୍ରା

1251 0

ଭୁବନେଶ୍ବର:୨୮/୦୩ ପୂର୍ବତଟ ରେଳପଥ ପକ୍ଷରୁ ରେଳକର୍ମଚାରୀଙ୍କ ପିଲାମାନଙ୍କ ପାଇଁ ହାଇଦ୍ରାବାଦକୁ ଏକ ସ୍ୱତନ୍ତ୍ର ଅଭିଜ୍ଞତା ଯାତ୍ରା ଆୟୋଜନ କରାଯାଇଅଛି ଯେଉଁଥିରେ ଏହାର ପରିସୀମା ମଧ୍ୟରୁ ଉଭୟ ବାଳକ ଓ ବାଳିକା ସମୁଦାୟ ୬୦ ଜଣ ପିଲା ଭାଗନେଇଛନ୍ତି I ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ପ୍ରମୁଖ କର୍ମୀଙ୍କ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସଫଳ ଯାତ୍ରା ପାଇଁ ମଙ୍ଗଳ କାମନା କରିଛନ୍ତି I

ରେଳବାଇ ପିଲାମାନଙ୍କୁ ହାଇଦ୍ରାବାଦରେ ଥିବା ଐତିହାସିକ ଓ ପର୍ଯ୍ୟଟନ ସ୍ଥଳ ସହିତ ରାମୋଜୀ ଫିଲ୍ମ ସିଟିର ଅଭିଜ୍ଞତାକୁ ଅନୁଭବ କରାଇବାପାଇଁ ଏହି ଯାତ୍ରାର ଉଦ୍ଧେଶ୍ୟ ଅଟେ I ବିମାନ ସେବାର ଅନୁଭବ ପାଇଁ ପିଲାମାନଙ୍କୁ ଗୋଟିଏ ପାର୍ଶ୍ଵର ବିମାନ ଯାତ୍ରା ପ୍ରଦାନ କରାଯାଇଅଛି ଯାହା ଫଳରେ ସେମାନେ ବିମାନ ସେବାର ମଧ୍ୟ ଅଭିଜ୍ଞତା ପାଇପାରିବେ I

Related Post

ରାଜ୍ୟସ୍ତରୀୟ ମାହେଶ୍ୱରୀ ମହୋତ୍ସବ ଉଦଯାପିତ

Posted by - December 26, 2021 0
ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚବିଦ୍ୟାଳୟ, ବାଉଁସୁଣୀ ନିକଟସ୍ଥ ମା ମାହେଶ୍ୱରୀ ପିଠ ଠାରେ ଯୁବସଂଗଠନ ମା ମାହେଶ୍ୱରୀ ସେନା ତରଫରୁ ରାଜ୍ୟସ୍ତରୀୟ ମାହେଶ୍ୱରୀ ମହୋତ୍ସବ…

ସମରବନ୍ଧ ହାଇସ୍କୁଲ ରେ ଛାତ୍ରଛାତ୍ରୀ ଙ୍କ ଦ୍ୱରା ଚାରା ରୋପଣ

Posted by - July 11, 2023 0
ବେଲଗୁଣ୍ଠା:୧୦/୦୭(ସୁଶାନ୍ତ କୁମାର ବେହେରା )ଜଗନ୍ନାଥପ୍ରସାଦ ରେଞ୍ଜ ଗେରେଡା ସେକ୍ସନ ଅନର୍ଗତ ସମରବନ୍ଧ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ…

ଚନ୍ଦନପୁର ପଞ୍ଚାୟତ କୁ ସେହି ଗ୍ରାମର ଦୁଇ ଜଣ ଯୁବକ କଲିକତାରୁ ଆସି ପହଁଚିବା ପରେ ଗ୍ରାମରେ ଉତ୍ତେଜନା

Posted by - April 14, 2020 382
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଲକ ଡାଉନର ଘୋଷଣା ଯୋଙ୍ଗୁ ସାରା ଭାରତ ରେ ମୋଟର ଗାଡି ଟ୍ରେନ ଚଳାଚଳ ବନ୍ଦ ରହିଥିବାରୁ ଓଡିଶା ବାହାରେ ରହୁଥିବା ଲୋକମାନେ ନିଜ…

ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର

Posted by - July 19, 2023 0
ବିଷମକଟକ:୧୬/୦୭ (ନିର୍ବାଣ ଟ୍ରଷ୍ଟ ଗୁଣୁପୁର ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ ଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମ…

Leave a comment

Your email address will not be published.