ପୂର୍ବତଟ ରେଳପଥ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ହାଇଦ୍ରାବାଦକୁ ସ୍ୱତନ୍ତ୍ର ଅଭିଜ୍ଞତା ଯାତ୍ରା

1090 0

ଭୁବନେଶ୍ବର:୨୮/୦୩ ପୂର୍ବତଟ ରେଳପଥ ପକ୍ଷରୁ ରେଳକର୍ମଚାରୀଙ୍କ ପିଲାମାନଙ୍କ ପାଇଁ ହାଇଦ୍ରାବାଦକୁ ଏକ ସ୍ୱତନ୍ତ୍ର ଅଭିଜ୍ଞତା ଯାତ୍ରା ଆୟୋଜନ କରାଯାଇଅଛି ଯେଉଁଥିରେ ଏହାର ପରିସୀମା ମଧ୍ୟରୁ ଉଭୟ ବାଳକ ଓ ବାଳିକା ସମୁଦାୟ ୬୦ ଜଣ ପିଲା ଭାଗନେଇଛନ୍ତି I ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ପ୍ରମୁଖ କର୍ମୀଙ୍କ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସଫଳ ଯାତ୍ରା ପାଇଁ ମଙ୍ଗଳ କାମନା କରିଛନ୍ତି I

ରେଳବାଇ ପିଲାମାନଙ୍କୁ ହାଇଦ୍ରାବାଦରେ ଥିବା ଐତିହାସିକ ଓ ପର୍ଯ୍ୟଟନ ସ୍ଥଳ ସହିତ ରାମୋଜୀ ଫିଲ୍ମ ସିଟିର ଅଭିଜ୍ଞତାକୁ ଅନୁଭବ କରାଇବାପାଇଁ ଏହି ଯାତ୍ରାର ଉଦ୍ଧେଶ୍ୟ ଅଟେ I ବିମାନ ସେବାର ଅନୁଭବ ପାଇଁ ପିଲାମାନଙ୍କୁ ଗୋଟିଏ ପାର୍ଶ୍ଵର ବିମାନ ଯାତ୍ରା ପ୍ରଦାନ କରାଯାଇଅଛି ଯାହା ଫଳରେ ସେମାନେ ବିମାନ ସେବାର ମଧ୍ୟ ଅଭିଜ୍ଞତା ପାଇପାରିବେ I

Related Post

ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କଲେ କଂଗ୍ରେସ ନେତା

Posted by - May 24, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅଞ୍ଚଳରେ କାର୍ଯ୍ୟ କରୁଥିବା ବିଦୂତିକ ଓ ଛପା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ବରୀ ବ୍ଲକ କଂଗ୍ରେସ ନେତା ଉମେଶ ଜେନା ସମ୍ବର୍ଦ୍ଧିତ କରିଛନ୍ତି…

ଖପ୍ରାଖୋଲ ବ୍ଲକ ରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

Posted by - September 7, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି ।…

ଭୁଲ ଇଂଜେକସନ ଯୋଗୁଁ ଯୁବକ ମୃତ୍ୟୁ ଥାନାରେ ଅଭିଯୋଗ

Posted by - December 11, 2022 0
ରାୟଗଡା :(ରମାକାନ୍ତ ପୋଢାଲ) ଭୁଲ ଇଂଜେକସନ ଯୋଗୁଁ ଯୁବକ ମୃତ୍ୟୁ ଥାନାରେ ଅଭିଯୋଗ ,ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲାର ଚାନ୍ଦିଲି ଥାନା ଅନ୍ତର୍ଗତ ସାନ ଚାନ୍ଦିଲି…

ଅମ୍ବାଦଳା ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣି ପ୍ରସଙ୍ଗ- ଟ୍ରେନ ରହଣୀ ନୋହିଲା, ରେଳ ରୋକ ପାଇଁ ପ୍ରସ୍ତୁତି

Posted by - May 17, 2022 0
ଅମ୍ବାଦଳା :(ରମାକାନ୍ତ ପଡାଲ) ଅମ୍ବାଦଳା ଷ୍ଟେସନ ରେ ଏକ୍ସପ୍ରେସ ଟ୍ରେନ ରହଣୀ ନୋହିବାରୁ ରେଳ ରୋକ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ କୋରନା…

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭିର ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ପୁରସ୍କାର ପାଇଲା ମାଣ୍ଡେଲ ହାଇସ୍କୁଲ

Posted by - November 6, 2022 0
ନର୍ଲା:( ଅମିୟ କୁମାର ଦାସ)ଭବାନୀପାଟଣା ସ୍ଥିତ ବ୍ରଜମୋହନ ହାଇସ୍କୁଲ୍ ପରିସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ ତଥା କଳା ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି।…

Leave a comment

Your email address will not be published.