ଅଗଷ୍ଟ ୨୧ ରେ ମାଥିଲି ଗୁଳିକାଣ୍ଡ ଦିବସ ପାଳନ

352 0

ମାଥିଲି:(ଅବଦୁଲ ଗନି) ମାଲକାନଗିରି ଜିଲ୍ଲା ମାଥିଲି ଥାନା ରେ ୧୯୪୨ ମସିହା ଅଗଷ୍ଟ ୨୧ ତାରିଖ ଦିନ ଶହୀଦ ଲକ୍ଷ୍ମଣ ନାୟକ ଙ୍କ ନେତୃତ୍ୱ ରେ ଶତାଧିକ ସଂଗ୍ରାମୀ ଏକତ୍ରିତ ହୋଇ ମାଥିଲି ଥାନା ରେ ତ୍ରିରଙ୍ଗା ପତକା ଲଗାଇ ଥିଲେ । ଏହି ସମୟରେ ଅଂଗରଜ ସରକାର ଗୁଳିଚାଳନା, କରିବା ଦ୍ୱାରା ପାଞ୍ଚ ଜଣ ଘଟଣା ସ୍ଥଳରେ ଶହୀଦ ହୋଇ ଥିଲେ ପରବର୍ତୀ ସମୟରେ ୧୭ ଜଣ ଶହୀଦ ହୋଇ ଥିଲେ।

ଗୁଳିଚାଳନା ବେଳେ ରାବଣା ନାମକ ଜଣେ ଫୋରେଷ୍ଟ ଗାର୍ଡ ର ମୃତ୍ୟୁ ହୋଇଥିଲା ଯାହା କି ଶହୀଦ ବୀର ଲକ୍ଷ୍ମଣ ନାୟକ ଙ୍କ ଦ୍ୱାରା ହୋଇଥିବା ଦର୍ଶାଯାଇ ତାଙ୍କୁ ବ୍ରହ୍ମପୁର ଜେଲ କୁ ପଠାଗଲା ଏବଂ ଫାଶୀ ଦିଆ ଯାଇଥିଲା।  ସେହି ସମୟ ଠାରୁ ମାଥିଲି ଠାରେ ସମସ୍ତ ରାଜନୀତି ସର୍ଵଧର୍ମ ଙ୍କ ସହ ସରକାରୀ କର୍ମଚାରୀ ମିଳିମିଶି ଏହି ଦିନ କୁ ପାଳନ କରିବା ସହ ଶହୀଦ ସ୍ତମ୍ବରେ ପୁଷ୍ପମାଲ୍ୟ ଦେଇ ତାଙ୍କ ଆତ୍ମାର ସଦଗତି ନିମନ୍ତେ ପାର୍ଥନା କରାଯାଉଅଛି

 

Related Post

ହରଭଙ୍ଗାବ୍ଲକରେ ଓଡିଶା ଡ୍ରାଇଭର ମହାସଂଘର ବୈଠକ,ଦାବିପୁରଣ ନହେଲେ ଷ୍ଟେରିଙ୍ଗ୍ ଛାଡ୍ ଆନ୍ଦୋଳନ

Posted by - June 21, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ)୨୦/୬(ଆପ୍ର) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ କୁଟିଝାର ଆମ୍ବତୋଟା ଠାରେ ଓଡିଶା ଡ୍ରାଇଭର ମହାସଂଘର ବୌଦ୍ଧଜିଲ୍ଲା ସଭାପତି ବିପିନ୍ ବିହାରି ବ୍ରହ୍ମଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ…

ଲାଞ୍ଚ ନେବା ଅଭିଯୋଗରେ CDPO ଗିରଫ

Posted by - October 25, 2021 0
ଜୈନିକ ବ୍ୟକ୍ତିଙ୍କ ସ୍ତ୍ରୀ ଙ୍କୁ ଅଙ୍ଗନବାଡି କର୍ମୀ ଚାକିରି କରାଇଦେବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଥୁଆମୂଳ ରାମପୁର ଶିଶୁ ବିକାଶ ପ୍ରକଳ୍ପ…

ବୋରିଗୁମ୍ମା ଠାରେ କୋରାପୁଟ ଓଡ୍ରାଫ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - May 20, 2022 0
ଜଯପୁର:(ଏସ ସୁନ୍ଦରମ)କୋରାପୁଟ ଜିଲ୍ଲା ବୋରିଗୁମ୍ମା ବିଜାପୁର ପଞ୍ଚାୟତ ବଣ୍ଡାଗୁଡା ନିକଟରେ ଓଡ୍ରାଫ ବିଭାଗ ଦ୍ୱାରା ଗ୍ରାମବାସୀଙ୍କୁ ନିଆଁ ଦାଉରୁ ନିଜକୁ ରକ୍ଷା କରିବା ବିଭିନ୍ନ ପ୍ରକାରର ଆତ୍ମରକ୍ଷା…

ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ନର୍ସ ପଦବୀ ପୂରଣ କରିବା ଦାବିରେ ଆଞ୍ଚଳିକ ବୁଦ୍ଧିଜୀବି ମଞ୍ଚ ପକ୍ଷରୁ ଧାରଣା

Posted by - December 9, 2021 0
ଯାଜପୁର :(ଆନନ୍ଦ ଚନ୍ଦର ସାହୁ )ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ନର୍ସ ପଦବୀ ପୂରଣ କରିବା ଦାବିରେ ଆଞ୍ଚଳିକ ବୁଦ୍ଧିଜୀବି…

ଆମ୍ବପୁଆ କେନାଲ୍ ଗେଟ୍ ନିକଟରୁ ଖୁକୁଣ୍ଡିଆ ଗ୍ରାମର ସୁଦର୍ଶନ ବାଡତ୍ୟାଙ୍କ ଶବ ଉଦ୍ଧାର

Posted by - August 12, 2021 0
ବେଲଗୁଣ୍ଠା: 11/08(ସୁଶାନ୍ତ କୁମାର ବେହେରା) ଆଜି ସକାଳେ ଗାଙ୍ଗପୁର ଥାନା ଅନ୍ତର୍ଗତ ଖୁକୁଣ୍ଡିଆ ଗ୍ରାମ ନିକଟସ୍ଥ ଆମ୍ବପୁଆ କେନାଲ୍ ଗେଟ୍ ନିକଟରୁ ଖୁକୁଣ୍ଡିଆ ଗ୍ରାମର ସୁଦର୍ଶନ ବାଡତ୍ୟାଙ୍କ…