ବିରଜା କ୍ଷେତ୍ରକୁ ରେଳ ସଂଯୋଗ ଦାବୀରେ ୧ ଲକ୍ଷ ପୋଷ୍ଟ କାର୍ଡ ପଠାଇବା ପାଇଁ ଉଦ୍ୟମ

257 0

ଯାଜପୁର ଜିଲାର ବିରଜା କ୍ଷେତ୍ରକୁ ରେଳ ସଂଯୋଗ ଦାବୀରେ ବିରଜା କ୍ଷେତ୍ର ବିକାଶ ପରିଷଦ ପକ୍ଷରୁ ପୋଷ୍ଟ କାର୍ଡ ଅଭିଯାନ ଆରମ୍ଭ କରାଯାଇଛି  ଆଜି ଠାରୁ ପ୍ରଧାନମନ୍ତ୍ରୀ ଙ୍କ ନିକଟକୁ  

ଲକ୍ଷ ପୋଷ୍ଟ  କାର୍ଡ ପଠାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି 

ଯାଜପୁର ମୁଖ୍ୟ ଡାକ ଘର ସମ୍ମୁଖରେ ପରିଷଦ ପକ୍ଷରୁ ପ୍ରାଥମିକ ଭାବେ  ହଜାର ପୋଷ୍ଟ କାର୍ଡ ପଠାଇଯାଇଛି  କେନ୍ଦ୍ରସରକାର ତୁରନ୍ତ ମା ବିରଜାଙ୍କ ପୀଠକୁ ରେଳ ସଂଯୋଗ ପାଇଁ ଘୋଷଣା କରିବାକୁ ଦାବୀ କରାଯାଇଛି  ଏହି ପ୍ରକଳ୍ପ ହେଲେ କେବଳ ଯାଜପୁର ସମେତ ଆଖପାଖ ଅଂଚଳ ବାସୀ ଲାଭବାନ ହେବେ ବୋଲି ମତ ପ୍ରକାଶ ପାଇଛି 

Related Post

ଓଡିଶାରେରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ , ୩୨୦୩ ପରୀକ୍ଷା କେନ୍ଦ୍ରରେ ୫,୮୫,୭୩୦ ପରୀକ୍ଷାର୍ଥୀ

Posted by - April 29, 2022 0
ବ୍ୟୁରେ।:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆଜି ଠାରୁ ଆରମ୍ଭ ହୋଇଯାଇଛି ମାଟ୍ରିକ ପରୀକ୍ଷା କରୋନା ମହାମାରୀ ଯୋଗୁଁ ବିଗତ ଦୁଇ ବର୍ଷ ଧରି ବନ୍ଦ…

ଏଥର ଓଡିଶା ରେ ବିଜେପି ସରକାର :-ଅମିତ ଶାହା

Posted by - August 8, 2022 0
ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ଭୁବନେଶ୍ବରରେ ପହଞ୍ଚିଥିଲେ  । ରାତିରେ ଭୁବନେଶ୍ବରର ରାତ୍ରି ଯାପନ ପରେ ସକାଳେ…

ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

Posted by - December 20, 2019 2
ଭୁବନେଶ୍ୱର :ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲଙ୍କ ଅନୁୂମୋଦନ ପରେ ଦଳର ରାଜ୍ୟ ସହନିର୍ବାଚନ ଅଧିକାରୀ ସୁଦୀପ୍ତ ରାଏ କହିଛନ୍ତି ଯେ, ଓଡ଼ିଶା ପ୍ରଦେଶର ଜିଲ୍ଲା…

କ୍ରସର ଶ୍ରମିକ ର କଟିଲା ହାତ, ଦାଦନ ଖଟିବାକୁ ଯାଇ ହେଲେ ଭିନ୍ନକ୍ଷମ

Posted by - April 16, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମଗ୍ରରାଜ୍ୟ ରେ ଦାଦନ ଶ୍ରମିକ ଙ୍କ ସମସ୍ୟା ଦିନ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। କାର୍ଯ୍ୟ ଅଭାବରୁ ଶ୍ରମିକ ମାନେ…

ସାମ୍ବାଦିକ ଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ, ଜିଲ୍ଲା ଉପସଭାପତି ଓ ରାଜ୍ଯ ସଭାପତି ମାଗିଲେ କ୍ଷମା

Posted by - October 30, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କିଛି ରାଜନୈତିକ ନେତା ମାନେ ଶସ୍ତା ଲୋକପ୍ରିୟତା ହାସଲ ଉଦ୍ଧେଶ୍ୟରେ ଅବାନ୍ତର, ଓ ଆପତ୍ତିଜନକ ଜନକ ମନ୍ତବ୍ୟ ଦେଇ ବିଭିନ୍ନ ସମୟରେ ନିଜ ତଥା…