ନୂଆ ରୂପରେ ସମ୍ବଲପୁର-ପୁରୀ ଇଣ୍ଟର ସିଟି ଏକ୍ସପ୍ରେସ : ନବିକୃତ ବଗି ସଂଯୋଗ ଦ୍ୱାରା ଚଳାଚଳ

1722 90

ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ କୁ ଉନ୍ନତମାନର ଉତ୍କୃଷ୍ଟ ଶ୍ରେଣୀ ବଗିକୁ ଉନ୍ନୀତ କରାଯାଇ ଚଳାଚଳ ଆରମ୍ଭ କରାଯାଇଅଛି I ଏହି ଟ୍ରେନ ଟି ଦୁଇଟି ଏସି ଚେୟାର କର, ସାତଗୋଟି ଦ୍ଵିତୀୟ ଶ୍ରେଣୀ ସଂରକ୍ଷିତ ସିଟିଙ୍ଗ ବଗି, ପାଞ୍ଚଗୋଟି ଦ୍ଵିତୀୟ ଶ୍ରେଣୀ ଅଣସଂରକ୍ଷିତ ସିଟିଙ୍ଗ ବଗି ଓ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ସହିତ ସମୁଦାୟ ୧୬ଟି ବଗିଦ୍ୱାରା ଚଳାଚଳ କରୁଅଛି I

ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସର ଉତ୍କୃଷ୍ଟ କୋଚ୍ ମଧ୍ୟରେ ନିମ୍ନ ସୁବିଧା ଉପଲବ୍ଧ ଅଛି –

୦୧. ଏହି ଟ୍ରେନର ରଙ୍ଗକୁ ହଳଦିଆ ଓ ଗାଢ଼ ବ୍ରାଉନ ରଙ୍ଗରେ ରଙ୍ଗିତ କରାଯାଇଅଛି I

୦୨. ଟଏଲେଟରେ ଉନ୍ନତମାନର ସୁବିଧା ଉପଲବ୍ଧ କରାଯାଇଅଛି-

କ. ଉନ୍ନତ ମାନର ଜେଡ ମ୍ୟାଟ ସହିତ ପିଭିସି ଓ ଏପୋକ୍ସି ଫ୍ଲୋରିଙ୍ଗ ପ୍ରଦାନ କରାଯାଇଅଛି I

ଖ. କ୍ରୋମପ୍ଲେଟ ଥିବା ପିତଳ ଟ୍ୟାପ ବ୍ୟବସ୍ଥା I

ଗ. ଦ୍ୱୈତ କାର୍ଯ୍ୟ କରୁଥିବା ଫ୍ଲସିଂ ଭଲଭ ବ୍ୟବସ୍ଥା I

ଘ. ସ୍ଟେନଲେସ ଷ୍ଟିଲ ମଇଳା ଦାନୀ ବ୍ୟବସ୍ଥା I

ଓଂ. ଏସି କୋଚ୍ ରେ ହେଲଥଫଉସେଟ (ହାତ ସ୍ପ୍ରେ )

ଚ. ଏସି କୋଚ୍ ରେ ଟଏଲେଟ ପେପର

ଛ. ଖରାପ ବାସ୍ନାକୁ ପ୍ରତିହତ କରିବାପାଇଁ ଭେଞ୍ଚୁରୀ ଭଳି ପବନ ନିଷ୍କାସନ ବ୍ୟବସ୍ଥା I

ଜ. ଖରାପ ଦୁର୍ଗନ୍ଧକୁ ଏଡ଼ାଇବାପାଇଁ ସ୍ୱୟଂଚାଳିତ ସୁଗନ୍ଧ ବ୍ୟବସ୍ଥା I

୦୩. ପ୍ରତିଟି କୋଚ୍ ରେ ଶକ୍ତି ସଂରକ୍ଷଣ ପାଇଁ ଏଲଇଡି ଆଲୋକ ଓ ନୂତନ ଫ୍ୟାନ ବ୍ୟବସ୍ଥା I

୦୪. କୋଚ୍ ଗୁଡିକୁ ସୌନ୍ଦର୍ଯ୍ୟକରଣ ଉପଲବ୍ଧି ପାଇଁ ଏସି କୋଚ୍ ମାନଙ୍କରେ ତୈଳ ଚିତ୍ର ଓ ଫଟୋ ଲଗାଯାଇଛି

୦୫. ରେଳ ହେରିଟେଜ, ସ୍ଵଛ ଭାରତ, ପରିବେଶ ରକ୍ଷାକରିବା, ଏକ ଭାରତ ଶ୍ରେଷ୍ଠ ଭାରତ, ବାୟୋ ଟଏଲେଟ ସୂଚନା ସହିତ ଅନ୍ୟ ସୂଚନା ଗୁଡିକର ଷ୍ଟିକର ଗୁଡିକୁ ଏହି ଟ୍ରେନର କୋଚ୍ ଗୁଡିକର ଅଲୁମୁନିୟମ କମ୍ପୋଜିଟ ବୋର୍ଡରେ ଲଗାଯାଇ ସୌନ୍ଦର୍ଯ୍ୟ ବୃଦ୍ଧି କରାଯାଇଅଛି I

ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସର ଉତ୍କୃଷ୍ଟ କୋଚ୍ ଦ୍ୱାରା ଚଳାଚଳ କରାଇବା ପୂର୍ବରୁ ପୂର୍ବତଟ ରେଳପଥ ମଧ୍ୟରୁ ରାୟଗଡା ଓ ଟିଟିଲାଗଡ଼ ମାର୍ଗଦେଇ ଚଳାଚଳ କରୁଥିବା ବିଶାଖାପାଟଣା-ହଜରତ ନିଜ଼ାମୁଦ୍ଦିନ-ବିଶାଖାପାଟଣା ସମତା ଏକ୍ସପ୍ରେସ ଏବଂ ସମ୍ବଲପୁର ଓ ଟିଟିଲାଗଡ଼ ମାର୍ଗଦେଇ ଚଳାଚଳ କରୁଥିବା ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ କୁ ପରୀକ୍ଷାମୂଳକ ଭାବେ ଉତ୍କୃଷ୍ଟ କୋଚ୍ ଦ୍ୱାରା ଚଳାଚଳ କରାଯାଇଥିଲା I ପୂର୍ବତଟ ରେଳପଥରେ ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ ତୃତୀୟ ଟ୍ରେନ ଯାହାକି ଉତ୍କୃଷ୍ଟ କୋଚ୍ ଦ୍ୱାରା ଚଳାଚଳ କରାଯାଉଅଛି I

Related Post

ଦଶରଥପୁର ବ୍ଲକ ନାରିଗାଁ ଜଗନ୍ନାଥ ମନ୍ଦୀର ପ୍ରତିଷ୍ଠା

Posted by - February 1, 2020 272
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଦଶରଥପୁର ବ୍ଲକ ନାରିଗାଁ ଜଗନ୍ନାଥ ମନ୍ଦୀର ପ୍ରତିଷ୍ଠା ଉବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସତ୍ୟାନନ୍ଦ…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣି ଶିବିର

Posted by - September 13, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଳକ କାର୍ଯ୍ୟଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର…

ନନ୍ଦନକାନନକୁ ଆସିବେ ନୂଆ ଅତିଥି

Posted by - July 28, 2021 0
ଉତ୍ତରଭୁବନେଶ୍ୱର:( ସନ୍ତୋଷ ରାଉତ) ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବୁଲି ବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖୁସୀ ର ଖବର । ଖୁବ୍ ଶୀଘ୍ର ପ୍ରାଣୀ ଉଦ୍ୟାନକୁ ଆସିବେ…

ଆଞ୍ଚଳିକ କୃଷକ ସଙ୍ଘ ର ଜରୁରୀ ବୈଠକ

Posted by - September 9, 2021 0
ବରଗଡ:ପଦ୍ମପୁର ବ୍ଲକ ସର୍ଗି ବାହାଲ ବଜାର ପ୍ରାଙ୍ଗଣରେ ଆଞ୍ଚଳିକ କୃଷକ ଶ୍ରମିକ ସଂଘର ସଭାପତି ଗୋବର୍ଦ୍ଧନ ଭୋଏଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି ।…

ଚଳିତ ଗ୍ରୀଷ୍ମ କାଳୀନ ଆମ୍ବ ବଗିଚା ମାନଙ୍କରେ ପୂର୍ବ ବର୍ଷ ଭଳି ଆଶି ନାହିଁ ଆମ୍ବ। ଦର ହେ।ଇପାରେ ଆକାଶ ଛୁଆଁ ……

Posted by - April 19, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁ ଗଣ୍ଡା ମାନଙ୍କରେ ଥିବା ଆମ୍ବ ବଗିଚା ଗୁଡିକ ରେ ପୂର୍ବ ବର୍ଷ ତୁଳନାରେ ଚଳିତ…

There are 90 comments

  1. Pingback: หวยฮานอยVIP

  2. First of all I would like to say wonderful blog! I had a quick question which I’d like to ask
    if you don’t mind. I was curious to find out how you center yourself and clear
    your mind before writing. I’ve had trouble clearing my thoughts in getting my thoughts out.
    I do take pleasure in writing however it just seems like the
    first 10 to 15 minutes are generally wasted simply just trying to figure out how to
    begin. Any suggestions or tips? Thanks!

  3. The next time I read a blog, I hope that it won’t fail me as much as this particular one. After all, Yes, it was my choice to read through, nonetheless I actually believed you would have something useful to say. All I hear is a bunch of moaning about something that you could possibly fix if you were not too busy looking for attention.

  4. What’s up it’s me, I am also visiting this web page
    on a regular basis, this site is actually fastidious
    and the viewers are actually sharing pleasant thoughts.

  5. Having read this I thought it was really enlightening. I appreciate you spending some time and energy to put this short article together. I once again find myself spending way too much time both reading and posting comments. But so what, it was still worthwhile!

  6. It’s the best time to make some plans for the future and it is time to be happy.
    I have read this post and if I could I desire to suggest you few interesting things or
    suggestions. Maybe you could write next articles referring to this article.
    I want to read more things about it!

  7. Pingback: Betkick

  8. Positively! Finding news portals in the UK can be awesome, but there are tons resources at to cure you think the unmatched the same for you. As I mentioned in advance, conducting an online search representing https://projectev.co.uk/wp-content/pages/index.php?how-much-does-rachel-campos-duffy-make-on-fox-news.html “UK newsflash websites” or “British intelligence portals” is a vast starting point. Not but desire this give you a encompassing shopping list of hearsay websites, but it determination also lend you with a improved understanding of the in the air hearsay scene in the UK.
    Once you be enduring a itemize of potential rumour portals, it’s powerful to estimate each sole to determine which richest suits your preferences. As an example, BBC Dispatch is known benefit of its intention reporting of report stories, while The Keeper is known pro its in-depth breakdown of political and sexual issues. The Independent is known championing its investigative journalism, while The Times is known in the interest of its work and investment capital coverage. During arrangement these differences, you can choose the news portal that caters to your interests and provides you with the news you want to read.
    Additionally, it’s usefulness all things close by scuttlebutt portals representing fixed regions within the UK. These portals produce coverage of events and scoop stories that are fitting to the область, which can be specially helpful if you’re looking to hang on to up with events in your close by community. In search instance, provincial good copy portals in London classify the Evening Paradigm and the Londonist, while Manchester Evening Scuttlebutt and Liverpool Reproduction are popular in the North West.
    Blanket, there are tons bulletin portals accessible in the UK, and it’s significant to do your digging to remark the one that suits your needs. By means of evaluating the contrasting news programme portals based on their coverage, variety, and editorial viewpoint, you can select the song that provides you with the most fitting and captivating info stories. Meet luck with your search, and I anticipate this information helps you discover the just right news portal suitable you!

Leave a comment

Your email address will not be published.