Breaking News
11:54 pmପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ। ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁ। ସୂଚନା ଦେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ 12:19 pmଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା 7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ

ବରଗଡ଼ରେ ମୋଦି ଓ ନବୀନଙ୍କ ଉପରେ ବର୍ଷିଲେ ରାହୁଲ୍

5627 830

ଓଡିଶା ଗସ୍ତରେ ଆସି ବରଗଡ ସରସରା ଗାଁରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶ ଯୋଗଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସମାବେଶରେ ନିଜର ଅଭିଭାଷଣ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । ଚାଷୀଙ୍କ ସମସ୍ୟା ନେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ରାହୁଲ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ନବୀନ ସରକାର ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ତାହା ପୂରଣ କରିପାରିନାହାନ୍ତି । ଛତିଶଗଡ ସରକାର ଚାଷୀମାନଙ୍କ ଯେଉଁ ସବୁ ସୁବିଧାମାନ କରିଛନ୍ତି ତାହା ଦେଖିବାକୁ ସେ କହିଛନ୍ତି । ଚିଟ୍ ଫଣ୍ଡ ଓ ମାଇନିଂ ସ୍କାମରେ ବୁଡି ରହିଛନ୍ତି ରାଜ୍ୟ ସରକାର । ଶିକ୍ଷା ଓ ସ୍ବାସ୍ଥ୍ୟକୁ ଘରୋଇକରଣ କରୁଛନ୍ତି ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦି ।ବରଗଡକୁ ଓଡିଶାର ଭାତହାଣ୍ଡି କୁହାଯାଉଥିବାବେଳେ ଏବେ ଏଠାରେ ଚାଷୀ ଆତ୍ମହତ୍ୟା କରୁଛି । ପ୍ରତିଦିନ ଭାରତରେ ଚାଷୀ ଆତ୍ମହତ୍ୟା କରୁଛନ୍ତି।
ଗତ ୫ ବର୍ଷ ମଧ୍ୟରେ ମୋଦି କିଛି ଲୋକଙ୍କ ସାଢେ ୩ ହଜାର କୋଟି ଟଙ୍କା ଋଣ ଛାଡ କରିଛନ୍ତି ।ଅମ୍ବାନୀ ଓ ନିରବ ମୋଦିଙ୍କ ପାଇଁ କୋଟି କୋଟି ଟଙ୍କା ଛାଡ କରୁଥିବା ବେଳେ ଚାଷୀଙ୍କ ପାଇଁ ଟଙ୍କାଟିଏ ମଧ୍ୟ ଛାଡ କରୁନାହାନ୍ତି କେନ୍ଦ୍ର ସରକାର।ଛତିଶଗଡରେ ୧୦ ଦିନ ମଧ୍ୟରେ ଋଣଛାଡ କରିବାକୁ କହିଥିଲୁ, କ୍ଷମତାକୁ ଆସିବାର ୬ ଘଣ୍ଟା ମଧ୍ୟରେ ଋଣଛାଡ କରିଛୁ।
ଆଦିବାସୀଙ୍କ ଜମି ଲୁଟ୍ କରି ନିଜର ବନ୍ଧୁ ମାନଙ୍କୁ ଦେବାକୁ ଚାହୁଁଛନ୍ତି ମୋଦି। ଛତିଶଗଡରେ ଯାହା କରିଛୁ ଓଡିଶାରେ ମଧ୍ୟ ତାହାକୁ ଲାଗୁ କରିବୁ।

Related Post

ଶତାଧିକ ଚାଷୀଙ୍କ ତହସିଲ ଅଫିସ ରେ ତାଲା

Posted by - December 21, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଦେଇ ଯାଉଥିବା 220 କେଭି ଓପୀଟିସିଏଲ ଟାୱାରକୁ ବିରୋଧ କରି ଅଞ୍ଚଳବାସୀ ତହସିଲ କାର୍ଯ୍ୟାଳୟରେ ପକାଇଲେ ତାଲା ।…

There are 830 comments

  1. Pingback: 3gratuity

  2. safe and effective drugs are available. Comprehensive side effect and adverse reaction information.
    stromectol 0.5 mg
    п»їMedicament prescribing information. Comprehensive side effect and adverse reaction information.

  3. Some are medicines that help people when doctors prescribe. Learn about the side effects, dosages, and interactions.
    ivermectin oral
    Generic Name. Definitive journal of drugs and therapeutics.

  4. Great items from you, man. I have have in mind your stuff prior to and you are just extremely excellent. I actually like what you’ve bought here, really like what you are stating and the best way by which you are saying it. You make it entertaining and you continue to take care of to stay it wise. I can not wait to learn far more from you. This is really a great site.
    https://essaywritingservicebbc.com

  5. Actual trends of drug. Learn about the side effects, dosages, and interactions.
    how to cure ed
    Comprehensive side effect and adverse reaction information. Definitive journal of drugs and therapeutics.