ବରଗଡ଼ରେ ମୋଦି ଓ ନବୀନଙ୍କ ଉପରେ ବର୍ଷିଲେ ରାହୁଲ୍

3672 465

ଓଡିଶା ଗସ୍ତରେ ଆସି ବରଗଡ ସରସରା ଗାଁରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶ ଯୋଗଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସମାବେଶରେ ନିଜର ଅଭିଭାଷଣ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । ଚାଷୀଙ୍କ ସମସ୍ୟା ନେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ରାହୁଲ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ନବୀନ ସରକାର ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ତାହା ପୂରଣ କରିପାରିନାହାନ୍ତି । ଛତିଶଗଡ ସରକାର ଚାଷୀମାନଙ୍କ ଯେଉଁ ସବୁ ସୁବିଧାମାନ କରିଛନ୍ତି ତାହା ଦେଖିବାକୁ ସେ କହିଛନ୍ତି । ଚିଟ୍ ଫଣ୍ଡ ଓ ମାଇନିଂ ସ୍କାମରେ ବୁଡି ରହିଛନ୍ତି ରାଜ୍ୟ ସରକାର । ଶିକ୍ଷା ଓ ସ୍ବାସ୍ଥ୍ୟକୁ ଘରୋଇକରଣ କରୁଛନ୍ତି ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦି ।ବରଗଡକୁ ଓଡିଶାର ଭାତହାଣ୍ଡି କୁହାଯାଉଥିବାବେଳେ ଏବେ ଏଠାରେ ଚାଷୀ ଆତ୍ମହତ୍ୟା କରୁଛି । ପ୍ରତିଦିନ ଭାରତରେ ଚାଷୀ ଆତ୍ମହତ୍ୟା କରୁଛନ୍ତି।
ଗତ ୫ ବର୍ଷ ମଧ୍ୟରେ ମୋଦି କିଛି ଲୋକଙ୍କ ସାଢେ ୩ ହଜାର କୋଟି ଟଙ୍କା ଋଣ ଛାଡ କରିଛନ୍ତି ।ଅମ୍ବାନୀ ଓ ନିରବ ମୋଦିଙ୍କ ପାଇଁ କୋଟି କୋଟି ଟଙ୍କା ଛାଡ କରୁଥିବା ବେଳେ ଚାଷୀଙ୍କ ପାଇଁ ଟଙ୍କାଟିଏ ମଧ୍ୟ ଛାଡ କରୁନାହାନ୍ତି କେନ୍ଦ୍ର ସରକାର।ଛତିଶଗଡରେ ୧୦ ଦିନ ମଧ୍ୟରେ ଋଣଛାଡ କରିବାକୁ କହିଥିଲୁ, କ୍ଷମତାକୁ ଆସିବାର ୬ ଘଣ୍ଟା ମଧ୍ୟରେ ଋଣଛାଡ କରିଛୁ।
ଆଦିବାସୀଙ୍କ ଜମି ଲୁଟ୍ କରି ନିଜର ବନ୍ଧୁ ମାନଙ୍କୁ ଦେବାକୁ ଚାହୁଁଛନ୍ତି ମୋଦି। ଛତିଶଗଡରେ ଯାହା କରିଛୁ ଓଡିଶାରେ ମଧ୍ୟ ତାହାକୁ ଲାଗୁ କରିବୁ।

Related Post

ଯାଜପୁରରେ ନବ ନିର୍ମାଣ ପକ୍ଷରୁ ବନ୍ଦ ଡାକରା 

Posted by - July 19, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବିଜେପି ଛାତ୍ରୀ ରୁଚିକାକୁ ନ୍ୟାୟ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା। ମୃତ୍ୟୁକୁ ଦୁଇ…

ପଦ୍ମଶ୍ରୀ ପୁରସ୍କାର ମନୋନୀତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଲେ ବୈଦ୍ୟ ପଟ୍ଟାୟତ କୁମାର ସାହୁ

Posted by - January 30, 2023 0
ଭବାନୀପାଟଣା:୩୦/୧(ନରେନ୍ଦ୍ର ନେଗୀଙ୍କ ସହ ଅର୍ଜୁନ ପଟ୍ଟନାୟକ)୩୦୦୦ରୁ ଉର୍ଦ୍ଧ୍ବ ଔଷଧୀୟ ବୃକ୍ଷ ରୋପଣ କରି ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମନକୀ ବାତ ନେଇ ଚର୍ଚ୍ଚାରେ ପଟ୍ଟାୟତ କୁମାର ସାହୁ ଏବଂ…

ଆଦାନୀ କମ୍ପାନୀ କୁ ବିରୋଧ ! କାରଖାନା ନାହିଁତ ଖଣି ନାହିଁ ,”ଶାଶୁବହୁ ମାଳି”ତେଜିଲେ କାଶୀପୁର ବ୍ଲକ ବାସିନ୍ଦା

Posted by - November 1, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା ଖଣି ସମ୍ପଦ ଭରା “କାଶୀପୁର ବ୍ଳକ” କାଶୀପୁର ବ୍ଲକ ଅନ୍ତର୍ଗତ ଶାଶୁବହୁ ମାଳି ପାରିପାର୍ଶ୍ବିକ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣ ଏବଂ…

There are 465 comments

  1. Pingback: 3gratuity

  2. safe and effective drugs are available. Comprehensive side effect and adverse reaction information.
    stromectol 0.5 mg
    п»їMedicament prescribing information. Comprehensive side effect and adverse reaction information.

  3. Some are medicines that help people when doctors prescribe. Learn about the side effects, dosages, and interactions.
    ivermectin oral
    Generic Name. Definitive journal of drugs and therapeutics.

Leave a comment

Your email address will not be published.