ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ଅତିରିକ୍ତ ନିର୍ଦ୍ଦେଶକ ହେଲେ ଚନ୍ଦ୍ରକାନ୍ତ ନାୟକ

171 0

ଭୁବନେଶ୍ବର:(ବ୍ୟୁରୋ ରିପୋର୍ଟ)ସୂଚନା ଓ ଲୋକ ସମ୍ପର୍କ ବିଭାଗ ର, ଅତିରିକ୍ତ ନିର୍ଦ୍ଦେଶକ ଭାବେ, ଦାୟିତ୍ଵ ଗ୍ରହଣ କରିଛନ୍ତି, ଚନ୍ଦ୍ରକାନ୍ତ ନାୟକ । ସୂଚନା ରୁ ଜଣା ଯାଇଛି, ଶ୍ରୀ ନାୟକ ଯୁଗ୍ମ ନିର୍ଦ୍ଦେଶକ ଭାବେ ରହି, କେନ୍ଦ୍ରାଞ୍ଚଳ କଟକ ଠାରେ ଦାୟିତ୍ଵ ନିର୍ବାହ କରି ଆସୁଥିଲେ । ସେ ଜଣେ ଦକ୍ଷ କର୍ତ୍ତବ୍ୟ ନିଷ୍ଠ ଅଧିକାରୀ ଭାବେ ବିଭାଗ ରେ ବେଶ୍ ଜଣାଶୁଣା ।

ତାଙ୍କର ଏହି ନୂତନ ନିଯୁକ୍ତି ରେ, ବିଭାଗୀୟ ସହକର୍ମୀ ମାନେ ଆନନ୍ଦ ପ୍ରକାଶ କରିଥିବା ଜଣାଯାଇଛି। ଏହି ପଦବୀ ରେ ଅବସ୍ଥାପିତ ହୋଇଥିବାରୁ, ବିଭାଗୀୟ କାର୍ଯ୍ୟ କୁ ଅତ୍ୟନ୍ତ ଦକ୍ଷତା ର ସହିତ ତୁଲାଇବେ ବୋଲି ଅନେକ ଆଶା ପ୍ରକଟ କରିଛନ୍ତି ।

Related Post

ବରୀ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟlଳୟ ରେ କର୍ମଚାରୀ ମୁହାମୁହି

Posted by - July 30, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) ଆଜି ବରୀ ବ୍ଲକ ମହିଳା ଓ ଶିଶୁ ବିକାଶ କାର୍ଯ୍ୟlଲୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି କାର୍ଯ୍ୟାଳୟର ସୁପର…

ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଏବଂ ଅତନୁ ସବ୍ୟସାଚୀ ନାଏକଙ୍କୁ ସିବିଆଇ ପକ୍ଷରୁ ହାଜର ହେବା ପାଇଁ ନୋଟିସ

Posted by - January 30, 2019 0
ବିଭୁବନେଶ୍ୱର : ପୁଣି ସକ୍ରିୟ ହେଲା ସିବିଆଇ। ଚିଟ୍‌ଫଣ୍ଡ ଠକେଇ ମାମଲାକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ…

ଅଲ ଇଣ୍ଡିଆ ଅଙ୍ଗନବାଡି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବୀ ପତ୍ର

Posted by - February 12, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଅଙ୍ଗନବାଡି କର୍ମୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବୀ କରି ଯାଜପୁରରେ ଅଲ ଇଣ୍ଡିଆ ଅଙ୍ଗନବାଡି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ…

ଦୀର୍ଘ କୋଡ଼ିଏ ବର୍ଷ ପରେ ଲାଲ କରିଡ଼ର ରେ ହେଲା ଭୋଟ ଗ୍ରହଣ

Posted by - March 1, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ରେ ଦିନ ପ୍ରତିଦିନ ମାଓ ଗତିବିଧି ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସମୟରେ ମାଓ ତାଣ୍ଡବ ପ୍ରଶାସନ…

ବଡ଼ଦାଣ୍ଡରେ ଗଡ଼ିବନି ରଥ; ସୁପ୍ରିମକୋର୍ଟ, ସୁପ୍ରିମକୋର୍ଟ ରେ ରିକଲିଙ୍ଗ ହେଇପାରିବ

Posted by - June 18, 2020 0
ଭୁବନେଶ୍ବର :ଜୁନ୍ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୁରୀର ବିଶ୍ବପ୍ରସିଦ୍ଧ ରଥଯାତ୍ରା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।ରଥଯାତ୍ରା ନେଇ ଦାୟର ହୋଇଥିବା ମାମଲାର ଶୁଣାଣି…