ଅବସରପ୍ରାପ୍ତ ଶିକ୍ଷକଙ୍କ ଶ୍ରଦ୍ଧାଞ୍ଜଳି ସଭା

205 0

ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅନ୍ତର୍ଗତ କିମ୍ଭିରିଆପାଳ ପଞ୍ଚାୟତର ନବଭାରତୀ ବିଦ୍ୟାଭବନର ପ୍ରାକ୍ତନ ଶିକ୍ଷକ ସ୍ବର୍ଗତ କୈଳାଶ ଚନ୍ଦ୍ର ସାହୁଙ୍କ ର ଏକାଦଶ ଉପଲକ୍ଷେ କୋଭିଡ ନିୟମ ଓ ସାମାଜିକ ଦୂରତ୍ୱ ଗୁରୁତ୍ୱ ଦିଆଯାଇ ଏକ ଶ୍ରଦ୍ଧାଞ୍ଜଳି ସଭା ଉକ୍ତ ବିଦ୍ୟାଳୟର ପୁରାତନ ପ୍ରଧାନଶିକ୍ଷକ ଗଙ୍ଗାଧର ସୁନ୍ଦର ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ଏହି ଶ୍ରଦ୍ଧାଞ୍ଜଳି ସଭାରେ ନବଭାରତୀ ବିଦ୍ୟାଭବନର ପୁରାତନ ଶିକ୍ଷକ ଅନିଲ କୁମାର ଷଢଙ୍ଗୀ, ନୀଳମଣି ଦାଶ, କର୍ମଚାରି ଅର୍ଜୁନ ଚରଣ ବେହେରା, ବାତ୍ରାମାନ ର ଶିକ୍ଷୟତ୍ରୀ ସସ୍ମିତା ସାହୁ, ଗୋଲଖବିହାରୀ ସାହୁ ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟରେ ଶ୍ରୀଯୁକ୍ତ ସାହୁ ଜଣେ କର୍ତ୍ତବ୍ୟ ନିଷ୍ଠ , ଅନୁଷ୍ଠାନ ପ୍ରେମୀ ମିଷ୍ଟଭାଷି ଓ ଆଦର୍ଶଶିକ୍ଷକ ତଥା ଛାତ୍ରବତ୍ସଳ ଶିକ୍ଷକ ଥିଲେ ବୋଲି ପ୍ରକାଶ କରିଥିଲେ l

ଏହି ବିଦ୍ୟାଳୟ ର ପୁରାତନ ଛାତ୍ର ଶିକ୍ଷକ ପ୍ରମୋଦ କୁମାର ଧଳ, ଶିକ୍ଷକ ମନୋଜ କୁମାର ସାହୁ, ମଣ୍ଡଳ ସହ ଶିକ୍ଷା ଅଧିକାରୀ ବରୀ ରତ୍ନାକର ସାହୁ, ସୁରେନ୍ଦ କୁମାର ସାହୁ, ନରୋତ୍ତମଃ ସାହୁ, ସୀତାଂଶୁଭୂଷଣ ମହାନ୍ତି, ଦୋଳଗୋବିନ୍ଦ ଦାସ, ଲାଳବିହାରୀ ସାହୁ, ଶାନ୍ତନୁ ସାହୁ, ଦେବେନ୍ଦ୍ର କୁମାର ଦାସ, ଚିତ୍ତରଞ୍ଜନ ପରିଡା, ଉମେଶ ଚନ୍ଦ୍ର ସାହୁ, ସଦାନନ୍ଦ ମଳିକ, ଉଦୟନାଥ ମଳିକ, ଶ୍ୟାମସୁନ୍ଦର ରଣା, କେଦାରନାଥ ସାମଲ, ସନ୍ତୋଷ କୁମାର ପଢି, ଅଭିମନ୍ୟୁ ସାହୁ, ଜ୍ୟୋତିରଞ୍ଜନ ମଣ୍ଡଳ, ଅପର୍ଣ୍ଣା ଦାଶ ପୃର୍ବତ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ପରମାନନ୍ଦ ପାତ୍ର ଓ ଶିକ୍ଷକ ଶ୍ରୀ ଅକ୍ଷୟ କୁମାର ରାଉତ ପ୍ରମୁଖସ୍ବର୍ଗତ ସାହୁଙ୍କ ସ୍ମୃତି ଚରଣ କରିବା ସହିତ ଉକ୍ତ ଶ୍ରଦ୍ଧାଞ୍ଜଳି ସଭାକୁ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସହ ସମ୍ପାଦକ ସମାଜସେବୀ ସତ୍ୟରଞ୍ଜନ କର ପରିଚାଳନା କରିଥିବା ବେଳେ ପୁରାତନ ଛାତ୍ର ସଂସଦର ସମ୍ପାଦକ ଡାକ୍ତର କୈଳାଶ ଚନ୍ଦ୍ର ପତି ଧନ୍ୟବାଦ ଅର୍ପଣ କରିଥିଲେ |

 

Related Post

ବୈଷ୍ଣବଦତ୍ତ ହାଇସ୍କୁଲରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୨ତମ ଶ୍ରାଦ୍ଧ ଦିବସ ସ୍ମୃତି ସଭା ଅନୁଷ୍ଠିତ

Posted by - June 21, 2020 59
ଯାଜପୁର :(ଆନନ୍ଦ ଚଦ୍ର ସାହୁ )ଯାଜପୁର ବୈଷ୍ଣବ ଦତ୍ତ ହାଇସ୍କୁଲ ପରିସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୨ତମ ଶ୍ରାଦ୍ଧ ଦିବସ ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତ…

ପ୍ରଶାସନ ତରଫରୁ ହରିଶଙ୍କର ମନ୍ଦିର ସମ୍ପର୍କିତ ଡକ୍ୟୁମେଣ୍ଟରି ଲୋକାର୍ପିତ

Posted by - October 16, 2022 0
ଖପ୍ରାଖୋଲ: ୧୫/୧୦(ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ବ୍ଲକ୍ ପ୍ରଶାସନ ତରଫରୁ ହରିଶଙ୍କର ମନ୍ଦିର ସମ୍ପର୍କିତ କ୍ଷୁଦ୍ର ଡକ୍ୟୁମେଣ୍ଟରି ଶନିବାର ଲୋକାର୍ପିତ ହୋଇଯାଇଛି। ବିଡ଼ିଓ…

ଅରକ୍ଷୀତ କୁ ସାହାଯ୍ୟର ହାତ ବଢାଇଲେ ହରଭଙ୍ଗା ବିଡିଓ

Posted by - June 14, 2021 0
ବୌଦ୍ଧ(ଚିତ୍ତ ରଞ୍ଜନ ସିଁ) ବଣ ପାହାଡ ଘେରା ଭିତରେ ଅସହାୟ ଅବସ୍ଥାରେ ୮ ଟି ସନ୍ତାନର ବାପା ହୋଇ ରହିଥିବା ଅରକ୍ଷୀତ ପ୍ରଧାନଙ୍କ ପରିବାରଙ୍କୁ ସାହାଯ୍ୟର ହାତ…

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Posted by - September 24, 2019 0
ରିପୋଟ -ସ୍ନେହାଂଶୁ ଶେଖର ମହାନ୍ତି ବରୀ:୨୪/୯ ବ୍ଲକ ର ବାଇଶିରିଆ ରେ ପଞ୍ଚାୟତ ସ୍ତରୀୟ ଆଭିଯୋଗ ଶୁଣିଣି ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ବାଇଶିରିଆ ,…