Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ତହସିଲ କାର୍ଯ୍ଯାଳୟ ସମ୍ମୁଖରେ କଂଗ୍ରେସ ଓ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ

460 0

ସୋନପୁର:(ଅଜିତ୍ କୁମାର ପୁଝାରୀ)ଚଳିତ ବର୍ଷ ରବି ଋତୁରେ ଧାନ ବିକ୍ରି ପାଁଇ ଚାଷୀ ମାନଙ୍କ ଅନେକ ସମସ୍ୟା ଦେଖା ଦେଇଛି l ସରକାର ଚାଷୀଙ୍କୁ ଧାନ ବିକ୍ରି ପାଇଁ ମାତ୍ର 12 ଦିନ ସମୟ ଦେଉଥିବାରୁ ଅନେକ ଚାଷୀଙ୍କ ଟୋକନ ବାତିଲ ହୋଇ ଯାଉଛି l ଯାହାକୁ ନେଇ କଂଗ୍ରେସ ଦଳ ଓ ଚାଷୀମାନେ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବାରୁ ବାଧ୍ୟ ହୋଇ ତହସିଲ କାର୍ଯ୍ଯାଳୟ ସାମ୍ନାରେ ଧାନ ରଖି ବିକ୍ଷୋଭ ପ୍ରଦଶନ କରି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷୀଛନ୍ତି l

ଯେଉଁ ଚାଷୀଙ୍କ ଟୋକନ ବାତିଲ ହୋଇଯାଇଛି ତାଙ୍କର ଆଉଥରେ ଟୋକନ ତୁରନ୍ତ ଦିଆଯାଉ ବୋଲି ଆନ୍ଦୋଳନକାରୀ ମାନେ ଦାବି କରିଛନ୍ତି l ଏହାର ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନି ଦେଇଛନ୍ତି l

Related Post

ମା ବିରଜା ମନ୍ଦିରରେ ୧୪୪ ଧାରା ଜାରି

Posted by - August 20, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦୀରରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଦେହରେ କୋରୋନା ଭୂତାଣୁ ଚିହ୍ନଟ ହେବା ପରେ ସମଗ୍ର ଅଂଚଳରେ…

ସୀମାରେ ସହୀଦ ଯବାନଙ୍କ ସ୍ମୃତି ଉଦ୍ଧେଶ୍ୟରେ କ୍ୟାଣ୍ଡେଲ ରାଲି

Posted by - June 21, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ରା ସହୁ )ଯାଜପୁର କୋଦଣ୍ଡପୁର ଗାଁରେ ସମାଜସେବୀ ଅନୁଷ୍ଠାନ ସୂର୍ଯ୍ୟାଲୋକ ଅନୁଷ୍ଠାନ ପକ୍ଷରୁ ସୀମାରେ ସହୀଦ ଯବାନଙ୍କ ସ୍ମୃତି ଉଦ୍ଧେଶ୍ୟରେ ଏକ କ୍ୟାଣ୍ଡେଲ ରାଲି…

କରୋନା କଟକଣାରେ ଆରମ୍ଭ ହେଲା ଦଶମ ଶ୍ରେଣୀ ପାଠ ପଢା

Posted by - July 26, 2021 0
ବୌଦ୍ଧ:(ଚିତ୍ତରଂଜନ ସିଂ)ସୋମବାର ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ହାଇସ୍କୁଲର ଦଶମ ଶ୍ରେଣୀ ଖୋଲିଛି।ଏହି ପରିପ୍ରେକ୍ଷୀରେ ବୌଦ୍ଧ ବ୍ଲକ ଅନ୍ତର୍ଗତ ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟ, ଜଗତି ଉଚ୍ଚ…

ରାଜ୍ୟ ରେ ୧୪ କୋରୋନା ପୋଜିଟିଭ ଚିହ୍ନଟ,ଅପଡେଟ ଦେଖନ୍ତୁ(୯ ମଇ ସକାଳ ୦୭.୪୫ )

Posted by - May 9, 2020 0
ଭୁବନେଶ୍ୱର: ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏମାନଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ୧୨, ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍…

ଶ୍ରୁତି ମିଶ୍ର ବୌଦ୍ଧ ପାଇଁଁ ଆଣିଛନ୍ତି ଗୌରବ

Posted by - July 20, 2021 0
ବୌଦ୍ଧ:(ଚିତରଞ୍ଜନ ସିଁ )ବୌଦ୍ଧ ସହର ନୂଆସାହି ରିଫ୍ୟୁଜି କଲୋନୀର ଝିଅ ଶ୍ରୁତି ମିଶ୍ର ବୌଦ୍ଧ ପାଇଁଁ ଆଣିଛନ୍ତି ଗୌରବ l ଭୁବନେଶ୍ୱର ସ୍ଥିତ କଲେଜ୍ ଅଫ୍ ଇଞ୍ଜିନିଅରିଂ…