ଜେଲରେ ମୁକୁଳିବେ ଆଇଏଫ୍‌ଏସ୍ ଅଧିକାରୀ ଅଭୟ ପାଠକ । ବ୍ରହ୍ମପୁରର ବୈଦ୍ୟନାଥପୁର ମାମଲାରେ ହାଇକୋର୍ଟରୁ ମିଳିଲା ଜାମିନ । ପୂର୍ବରୁ ଅନ୍ୟ ୨ଟି ମାମଲାରେ ଅଭୟଙ୍କୁ ମିଳିସାରିଛି ଜାମିନ

332 0

Related Post