ବିଦ୍ୟାଳୟରୁ ଚୋରି ଉଦ୍ୟମ ଘଟଣାରେ ସୂଚନା ଦାତାଙ୍କୁ ହତ୍ୟା ଧମକ 

626 0

ଯାଜପୁର ମଙ୍ଗଳପୁର ଥାନା ଅଧିନ କୟାଁ ପଂଚାୟତ ଦୁବକଣସ୍ଥିତ ଜୟଚଣ୍ଡି ବିଦ୍ୟାଳୟ  ମହାବିଦ୍ୟାଳୟରୁ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଚୋରି ଘଟଣାରେ ସୂଚନାଦାତା ଶୁସାନ୍ତ କୁମାର ଜେନାଙ୍କୁ ହତ୍ୟା ଧମକ ନଇ ଥାନାରେ ଲିଖିତ ଅଭିଯୋଗ ହୋଇଛି ସୂଚନା ମୁତାବକ ଗତ ୧୧ ତାରଖରେ ବିଦ୍ୟାଳୟ  ମହାବିଦ୍ୟାଳୟରୁ ଚୋରି ହେବାସମୟରେ ଶୁସାନ୍ତ ଦେଖି ପୋଳିସ ଖବର ଦେଖଥିଲେ  ମଙ୍ଗଳପୁର ପୋଲିସ ଜଣେ ଚୋରକୁ ଧରିବା ସହ ବ୍ୟବହୃତ ହୋଇଥିବା ଗାଡ଼ି ଜବଦ କରିଥିଲେ 

 ଚୋରି ଘଟଣାର ଫେରାର ହୋଇଥିବା ଅନ୍ୟ ସହଯୋଗୀଙ୍କୁ ପୋଲିସ ଅନୁସନ୍ଧାନ କରିବା ସହ ଘଟଣାର ତଦନ୍ତ ଜାରି ରଖିଛିIଏହି ଘଟଣାକୁ ନେଇ ଗିରଫ ହୋଇଥିବା ପ୍ରତାପ ରାୟଙ୍କ ପରିବାର ଲୋକେ ସୂଚନାଦାତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି Iଶୁସାନ୍ତ  ନେଇ ମଙ୍ଗଳପୁଚର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ,ତାଙ୍କୁ ନ୍ୟାୟ ଦେବାକୁ ସେ ନିବେଦନ କରିଛନ୍ତି

Related Post

ମିଛ FIR ଦେଇ ଫଶିଲେ ଯୁବକ

Posted by - September 7, 2021 0
ବାରଙ୍ଗ:(ସନ୍ତୋଷ ରାଉତ)ଚନ୍ଦକା ଥାନା ରେ ମିଛ ଅଭିଯୋଗ କରି ଫଶିଲେ ଯୁବକ.ଯାଜପୁର ଅଞ୍ଚଳ ର ଅମର ମହାନ୍ତି ନାମକ ଜଣେ ଯୁବକ ଭରତ ପୂର ଥାନା ଅଧୀନ…

ଭାରତୀୟ ଷ୍ଟେଟ ବ୍ୟାଙ୍କ ବନ୍ତଳା ଶାଖାରୁ ଦୁର୍ବୁତ୍ତଙ୍କ ଚୋରୀ ଉଦ୍ୟମ।

Posted by - February 17, 2020 0
ଅନୁଗୋଳ:(ମହେଶ ଭୋମରାଜ)ବନ୍ତଳା ଥାନା ଭାରତୀୟ ଷ୍ଟେଟ ବ୍ୟାଙ୍କ ରୁ ରବିବାର ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ଚୋରି ଉଦ୍ୟମ କରିଥିବା ଜଣାପଡିଛି। ଚୋର ଚୋରୀ ନ କରି…

ବିଦ୍ୟାଳୟରୁ ତାଲା ଭାଙ୍ଗି ଚୋରି; ଚୋରି ସାମଗ୍ରୀ ସହିତ ତିନି ଗିରଫ

Posted by - September 29, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା) କରୋନା କଟକଣା ମଧ୍ୟରେ ପିଲା ମାନଙ୍କର ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡ଼ିଥିବା ବେଳେ ବିଦ୍ୟାଳୟ ଗୁଡିକର ଶ୍ରୀ ମଧ୍ୟ ହଜିଯାଇଛି I ଏହାରି…

ଲଭ,ସେକ୍ସ ଓ ଧୋକ୍କା,ଅଭିଯୁକ୍ତ ଜିତେନ୍ଦ୍ର ପ୍ରଧାନ ବିଜୁ ଛାତ୍ର ଜନତା ଦଳରୁ ନିଲମ୍ବିତ।

Posted by - September 27, 2019 0
ଯାଜପୁର:( ଆନନ୍ଦ ଚଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକର ଜଣେ ଯୁବନେତା ସେହି ଅଂଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିସୃତି ଦେଇ ଶାରିରୀକ ସମ୍ପର୍କ ରଖି…