Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ନରେନ୍ଦ୍ର ପୁର ଗ୍ରାମ ରେ ଅଗ୍ନିକାଣ୍ଡ,ଜଳିଗଲା ତିନିବଖରା ଘର

568 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କାଦୁଆ ପଞ୍ଚାୟତର ନରେନ୍ଦ୍ର ପୁର ଗ୍ରାମ ରେ ଅଗ୍ନିକାଣ୍ଡ । ଜଳିଗଲା ତିନିବଖରା ଘର । ପରିବାର ଲୋକ ବିଲ ବାଡ଼ି କାର୍ଯ୍ୟ ରେ ବ୍ୟସ୍ତ ଥିବା ସମୟରେ ଘରେ ବିଦୂତ ତାର ସଂସ୍ପର୍ଶ ଆସି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ଅଗ୍ନିକାଣ୍ଡରେ ତିନି ବଖରା ଘର ସହିତ ସମସ୍ତ ଆସବାବପତ୍ର ଓ ଧାନ ଜଳିପୋଡି ପାଉଁଶ ହୋଇଯାଇଛି ।ଇନ୍ଦ୍ରମଣୀ ଗୌଡ଼, ଚରଣ ଗୌଡ଼ ଓ ବାହାନ ଗୌଡ଼ ଙ୍କ ଘରେ ନିଆଁ ଲାଗି କ୍ଷତି ହୋଇଥିବା ଜଣାପଡିଛି । ଖବର ପାଇ ଜଗନ୍ନାଥ ପ୍ରସାଦ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ କରିଥିଲେ I

Related Post

ଯାଜପୁର ଜିଲ୍ଲାରେ ସୁସ୍ଥତା ହାର ୭୬.୭ : କରୋନା ସମୀକ୍ଷା କଲେ ପର୍ଯ୍ୟବେକ୍ଷକ

Posted by - August 18, 2020 0
ଯାଜପୁର ଅଫିସ:ଜିଲ୍ଲାରେ ଅଧିକ ଟେଷ୍ଟିଂ କରାଯିବା ଏକ ସୁନ୍ଦର ପଦକ୍ଷେପ । ଏହାଦ୍ୱାରା ଆମର ଟ୍ରାକିଂ ଓ ଟ୍ରିଟମେଣ୍ଟ ସହଜ ହୋଇପାରିବ ବୋଲି ଶିଳ୍ପ ବିଭାଗର ପ୍ରମୁଖ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ,ବାରିପଦା ଆଇ ଟି ଡିଏ ସହକାରୀ ଯନ୍ତ୍ରୀ ଘରେ ଭିଜିଲାନ୍ସ ଚଢାଉ

Posted by - November 26, 2021 0
ବାଲିଆପାଳ:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଛନ୍ଦିଛନ୍ତି ବାରିପଦା ଆଇ ଟି ଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସ ଙ୍କ ନିଜଘରେ ସଂପର୍କୀୟ ତଥା…

କଳାହାଣ୍ଡି ରେ ଅମୃତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

Posted by - August 16, 2022 0
ଭବାନୀପାଟଣା:୧୩।୮(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଆଜାଦି କି ଅମୃତ ମହୋତ୍ସବ । ଏନେଇ ସାରା ଦେଶରେ…

ନିରାଡମ୍ବର ଭାବେ ବିଜୁ ଜୟନ୍ତୀ ପାଳିତ

Posted by - March 5, 2022 0
ମାଲକାନଗିରି :(ଅବଦୁଲ ଗନି)କୁଡୁମୁଲୁଗୁମ୍ମା ସ୍ତିତ ବିଜୁ ଜନତା ଦଳର ଦଳୀୟ କାର୍ଯ୍ୟାଳୟ ରେ ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ଜୟନ୍ତୀ ନିରାଡମ୍ବର ଭାବେ…

ଦ୍ଵିତୀୟ ଆକ୍ରାନ୍ତ ଚିହ୍ନଟ ପରେ ନୂଆ ନିୟମ ଜାରି କଲା ଯାଜପୁର ପ୍ରଶାସନ

Posted by - April 15, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାପ୍ରଶାସନ ପକ୍ଷରୁ ବହି ଦୋକାନା, ଗ୍ୟାରେଜ, ବିଦ୍ୟୁତ୍ ଉପକରଣ ଦୋକାନ ଖୋଲିବା ଲାଗି ନେଇଥିବା ନିଷ୍ପତିରେ ଟିକେ ପରିବର୍ତନ ହୋଇଛି ।…