Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବିଜେଡି ପକ୍ଷରୁ ରକ୍ତଦାନ ଶିବିର

286 0

ସୋନପୁର:(ଅଜିତ କୁମାର ପୁଝାରୀ)ଆଜି ହେଉଛି ବିଶ୍ୱ ରକ୍ତଦାନ ଦିବସ l ପ୍ରତି ବର୍ଷ ଜୁନ ୧୪ ତାରିଖ କୁ ବିଶ୍ଵ ରକ୍ତଦାନ ଦିବସ ଭାବେ ପାଳନ କରାଯାଉଛି । ୨୦୦୪ ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଏହି ଦିନକୁ ରକ୍ତଦାନ ଦିବସ ରୁପେ ଘୋଷଣା କରାଯାଇଛି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସୁରକ୍ଷିତ ରକ୍ତ ଦାନର ଆବଶ୍ୟକତା ବିଷୟରେ ସଚେତନତା ସହ ପ୍ରୋତ୍ସାହନ ସୃଷ୍ଟି କରିବା । ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଳା ବିଜୁ ଜନତା ଦଳ ପକ୍ଷରୁ ସୋନପୁର ସହରର ମାରୱାଡି ଧର୍ମଶାଳା ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l

ଏହି ରକ୍ତଦାନ ଶିବିରରେ ସୁବର୍ଣ୍ଣପୁର ଜିଲ୍ଳା ପର୍ଯ୍ୟବେକ୍ଷକ ରଞ୍ଜିତ ରଥ, ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର କମ୍ପ, ଉପସଭାପତି କଇଁରୁ ସ୍ୱାଇଁ, ସାଧାରଣ ସମ୍ପାଦକ ଅଭିମନ୍ୟୁ କୁଶଳ, ଜିଲ୍ଳା ଯୁବ ବିଜେଡ଼ି ସଭାପତି ଅଶୋକ ନନ୍ଦ, ଜିଲ୍ଳା ଛାତ୍ର ବିଜେଡ଼ି ସଭାପତି ସାଶ୍ୱତ କୁମାର ମିଶ୍ର ଙ୍କ ସହିତ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ l

 

Related Post

ସାନ ବାଞ୍ଜିପାଲି ଗାଁ କମଳ ବରିହାର ଚିକିତ୍ସା ପାଇଁ ସହାୟତା ର ହାତ ବଢାଇଲେ ହରିଶଙ୍କର ବନ ବିଭାଗ କର୍ମଚାରୀ

Posted by - June 23, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଘୁନସର ପଞ୍ଚାୟତ ସାନ ବାଞ୍ଜିପାଳି ଗାଁ ର ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଛାତ୍ର କମଳ…

ମାଥିଲି ରେ ପିକନିକ ପାଇଁ ସୌନ୍ଦର୍ଯ୍ୟ କରଣ ଓ ବାଉଁଶ ପୋଲ ନିର୍ମାଣ

Posted by - December 28, 2021 0
ମାଥିଲି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗାଙ୍ଗରାଜ ଗୁମା ନିକଟରେ ଥିବା ନଦୀରେ, ମନେରଗା ମାଧ୍ୟମରେ ବଡ଼ ବଡ଼ ପଥର ରେ ଚିତ୍ର…

ଠିକଣା ହଜାଇ ଦେଇଥିବା ଯୁବକ କୁ ଘରେ ପହଞ୍ଚାଇଲେ ସମାଜସେବୀ

Posted by - December 15, 2019 477
ତାଳଚେର:(ମହେଶ ଭୋମରାଜ ) ବସଷ୍ଟାଣ୍ଡ ସ୍ଥିତ ଏକ କବାଡି ଦୋକାନରେ ଯୁବକ ଜଣଙ୍କ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିଲେ, କିନ୍ତୁ ଦୁଃଖର ବିଷୟ ଦିନେ କୋଇଲା ଟ୍ରେନରେ…

ସଂଯୁକ୍ତା ଙ୍କୁ ପ୍ରଧାନମନ୍ତ୍ରୀ ବୀମା ରାଶି ପ୍ରଦାନ

Posted by - August 26, 2021 0
ବୌଦ୍ଧ ୧୬/୦୮ ( ଚିତ ରଂଜନ ସିଂ)ଜନସାଧାରଣ ଙ୍କ ହିତ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଓ ପ୍ରଧାନମନ୍ତ୍ରୀ…

ନିଆରା ମଣିଷ ଯୋଗେନ୍ଦ୍ର ଦାସ

Posted by - June 7, 2020 387
ବରୀ ୭/୬ -(ସ୍ନେହଂଶୁ ଶେଖର ମହାନ୍ତି ) ବରୀ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ସାହାସପୁର ଗ୍ରାମ ପଂଚାୟତର ଗୋବିନ୍ଦପୁର ଗ୍ରାମର ଯୋଗେନ୍ଦ୍ର ଦାସ(୫୦) । ଜଣେ ନିଆରା…