Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଆମ୍ବୁଲାନ୍ସ୍ ରୁ ଫେରାର କରୋନା ରୋଗୀ ବାହାରେ ପଡ଼ିଛି ରୋଗୀର ଅlସବାପତ୍ର,

647 0

ବୌଦ୍ଧ:(ଚିତ୍ତ ରଞ୍ଜନ ସିଂ) ବୌଦ୍ଧ କୋଭିଡ କେୟାର ରେ ୪ ଦିନ ଧରି  ଚିକିତ୍ସାଧୀନ ଥିବା ରୋଗୀ ର ଆସ ବାବ ପତ୍ର ଛକ ଉପରେ ପଡ଼ିରହିଛି!ସୂଚନା ଥାଉକି ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ କୋଇଲିସୂତା ଗାଁ ର ଉଦ୍ଧବ ଜଗଦଲା (୩୬)ଜୈନିକ ବ୍ୟକ୍ତି ୪ ଦିନ ଧରି ବୌଦ୍ଧ କୋଭିଡ କେୟାର ରେ ଚିକିତ୍ସା ହେଉଥିଲେ!ତାଙ୍କର ସ୍ୱାସ୍ଥ୍ୟ ବସ୍ଥା ର ଉନ୍ନତି ନ ଆସିବାରୁ ବୌଦ୍ଧ ରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ସମ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଉଥିଲା!କିନ୍ତୁ ଜୈନିକ ବ୍ୟକ୍ତି ଜଣକ ଆମ୍ବୁଲାନ୍ସ୍ ଗାଡିଟି ଗାଁ ରାସ୍ତା ଦେଇ ଯାଉଥିବାରୁ ଗାଁ ଛକଠାରେ ଗାଡି କୁ ଅଟକାଇ ଗାଡ଼ିରୁ ଘରକୁ ଫେରାର ହୋଇଯାଇଥିଲେ!ଖବର ପାଇ ହରଭଙ୍ଗା B D O ଗାଁ ରେ ପହଂଚି ବହୁତ ବୁଝାବୁଝୀ କରିଥିଲେ ପରିସ୍ଥିତି ଅଣାୟତ ହେବାରୁ ବୌଦ୍ଧ ପୋଲିସ ଓ ମେଡିକାଲ ଟିମ ପହଞ୍ଚି ଥିଲେ!

ଦୀର୍ଘ ୪ଘଣ୍ଟା ବୁଝାଇବା ପରେ ରୋଗୀ ରାଜି ହୋଇ ଚିକିତ୍ସା ପାଇଁ ଭୁବନେଶ୍ୱର ସମ ହସ୍ପିଟାଲ କୁ ସେହି ଆମ୍ବୁଲାନ୍ସ ରେ ଯାଇଥିଲେ !ରୋଗୀର କହିବା ନୁଯାଇ ଉପଯୁକ୍ତ ଚିକିତ୍ସା ଦିଆଯାଉନାହିଁ!ଏଣୁ ସେ ଯିବାପାଇଁ ଅମଙ୍ଗ ଥିଲେ!ଶେଷରେ  ମେଡିକାଲ ରେ ବ୍ୟବହାର କରିଥିବା ପାଣି ବୋତଲ, ତକିଆ, ଫଳ ମୂଳ ଇତ୍ୟାଦିକୋଇଲି ସୂତା ଛକ ଦୁର୍ଗା ମଣ୍ଡପ ନିକଟରେ ପ୍ରାୟ ୪ ଘଣ୍ଟା କାଳ ବିନା ସାନିଟାଈଜଂ ପଡ଼ିରହିଥିଲା !B D O ନିଜେ ପଡ଼ିଥିବା ଫଳ ବ୍ୟବହାର ପାଣି ବୋତଲ ଏବଂ ଆଖ ପାଖ ଆବର୍ଜନା ଗୁଡିକୁ ଏକାଠି କରି ନିଆଁ ଲଗାଇ ଥିଲେ ଓ ସାନିଟାଈଜିଙ୍ଗ କରିଥିଲେ!ବିଡ଼ିଓ ଙ୍କ ଏହି ମହାନତା ଦେଖି ଉପସ୍ଥିତ ଥିବା ଜନସାଧାରଣ ପ୍ରଶଂସା କରିଛନ୍ତି!

Related Post

ଅଲ ଇନ ୱାନ, ଓସିଏ ସଭାପତି ହେବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

Posted by - October 15, 2022 0
ଭୁବନେଶ୍ୱର:(ସଞ୍ଜୟ ମହାନ୍ତି ) ଓଡିଶା  ରାଜନୀତିରେ ଚର୍ଚ୍ଚିତ  ଚେହେରା  ପ୍ରଣବ  ପ୍ରକାଶ  ଦାସ  (ବବି ଦାସ)।  ସ୍ବର୍ଗତ ଆଶୋକ ଦାସଙ୍କ ପୁଅ ବବି,  ଦିନ  ଥିଲା  ପ୍ରବାଦ…

ବେସରକାରୀ ବିଦ୍ୟାଳୟ କୁ ଖୋଲିବାକୁ ଘରୋଇ ବିଦ୍ୟାଳୟ ସଙ୍ଘ ପକ୍ଷରୁ ଦାବି

Posted by - February 5, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା ଯୋଗୁଁ ଲାଗୁ ରହିଥିବା କଟକଣା ଫଳରେ ଆଜି ପର‌୍ୟ୍ୟନ୍ତ ବେସରକାରୀ ବିଦ୍ୟାଳୟ ଗୁଡିକ ଖୋଲି ପାରି ନାହିଁ। ଫଳରେ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ ରୁ ବଂଚିତ ହୋଇଛନ୍ତି। ଏଥିସହିତ ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ନାନା ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି।  ତେଣୁ ଯାଜପୁର ଜିଲ୍ଲାରେ ଥିବା ସମସ୍ତ ବେସରକାରୀ ବିଦ୍ୟାଳୟ କୁ ଖୋଲିବାକୁ ଘରୋଇ ବିଦ୍ୟାଳୟ ସଙ୍ଘ ପକ୍ଷରୁ ଦାବି କରାଯାଇଛି। ଏ ନେଇ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ଙ୍କୁ ଏହି ଦାବି ପତ୍ର ପ୍ରଦାନ କରାଯାଇ ତୁରନ୍ତ ବିଦ୍ୟାଳୟ ଖୋଲିବା ପାଇଁ ଦାବି କରାଯାଇଛି।

ଆଦର୍ଶ ସ୍କୁଲରେ ତୁରନ୍ତ ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକଙ୍କ ଦାବି

Posted by - December 5, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ସରକାର ଛାତ୍ର ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ବ୍ୟାପକ ଯୋଜନାମାନ ପ୍ରଣୟନ କରୁଥିଲେ ମଧ୍ଯ କାର୍ଯ୍ୟ କ୍ଷେତ୍ରରେ ତାର ବିପରୀତ ପରିଲକ୍ଷିତ ହେଉଛି। ବିଶେଷ କରି…

ରାଜ୍ୟରେ ବିସ୍ଫୋରଣ ; ଅନଗୁଳ ଜିଲ୍ଲାରେ ବ୍ରେକ୍ ଫେଲ୍

Posted by - July 19, 2020 0
ଅନୁଗୁଳ: (ମହେଶ ଭୋମରାଜ)ରାଜ୍ୟରୁ ଆଜି ଆଉ ୭୩୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରବିବାର ରାଜ୍ୟର ୨୫ଟି ଜିଲାରୁ ଚିହ୍ନଟ ୭୩୬ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ…

ମକଡ୍ରିଲ ପାଇଁ ଜିଲାସ୍ତରୀୟ ଟେବୁଲଟପ ପ୍ରସ୍ତୁତି ବୈଠକ,ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ଥଇଥାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ

Posted by - June 18, 2022 0
ବୌଦ୍ଧ:୧୮ା୬ 🙁 ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ମକଡ୍ରିଲ ପାଇଁ ଜିଲ୍ଲାସ୍ତରୀୟ ଟେବୁଲ ଟପ…