ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦ ରେ ବାଉଁଶଲୁଣ୍ଡି ପେଟ୍ରୋଲ ପମ୍ପ ଠାରେ ପ୍ରତିବାଦ

358 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )କଂଗ୍ରେସ କମିଟି ତରଫରୁ ମୋଦି ସରକାର ଙ୍କ ପେଟ୍ରୋଲ ଓ ଡ଼ିଜେଲ ର ବାରମ୍ବାର ଅହେତୁକ ଦର ବୃଦ୍ଧି ପ୍ରତିବାଦ ରେ ବାଉଁଶଲୁଣ୍ଡି ପେଟ୍ରୋଲ ପମ୍ପ ଠାରେ ଆଜି ଯୁବ ନେତା ପ୍ରଶାନ୍ତ କୁମାର ବିଶୋଇ ଙ୍କ ନିର୍ଦେଶ କ୍ରମେ ଶାନ୍ତି ପୂର୍ଣ୍ଣ ଭାବେ ପ୍ରତିବାଦ କରାଯାଇଥିଲା। ପେଟ୍ରୋଲ ଦର ସତକ ହେଇଥିବାରୁ ଲୋକ ମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମନମୁଖୀ ଶାସନ ବିଷୟ ରେ ବୁଝାଯାଇଥିଲା ।

ତୈଳ ଉପଭୋକ୍ତ ମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା।  ଏହି କାର୍ଯ୍ୟକ୍ରମ ରେ ଜବାହାରଲାଲ ସାହୁ, ମଣ୍ଟୁ ପ୍ରଧାନ, ଲୋକନାଥ ସେଠି, ରଜନୀକାନ୍ତ ବିଶ୍ୱାଳ, ବାଲ୍ୟ କୁମାର ବେହେରା, ପିଣ୍ଟୁ ରାଉଳ, ରାଜେନ୍ଦ୍ର ନାୟକ, ଦୁର୍ଗା ପ୍ରସାଦ ତ୍ରିପାଠୀ, ରବୀନ୍ଦ୍ର କୁମାର ନାୟକ,ପପୁ ଓ ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ।

Related Post

୫୨କେଜି ନକଲି କୀଟନାଶକ ଔଷଧ ଧରିଲେ FMC କମ୍ପାନୀ କତ୍ତୃପକ୍ଷ

Posted by - February 16, 2022 0
କେସିଙ୍ଗା;(ପୀତେଶ ପଟେଲ)କେସିଙ୍ଗା ସ୍ଥିତ ହରିଓଁ ସିଡ୍ସ FMC କମ୍ପାନୀ ର ନକଲି ଫଟେରା ବିକ୍ରୀ କରୁଥିବାବେଳେ ,ଅଚାନକ ଚଢ଼ାଉ କରି ଦୋକାନ ରୁ ୫୨ କେଜି ଫଟେରା…

ବଜରଙ୍ଗୀ କ୍ଲବ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାକୁ ମୁଳ ମନ୍ତ୍ର କରିଛି

Posted by - July 17, 2020 0
ଯାଜପୁର ଅଫିସ :ଅଭିମନ୍ୟୁ ବାଲିଆସ୍ଥିତ ବଜରଙ୍ଗୀ କ୍ଲବ ଦ୍ୱାରା ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପିଲା ମାନେ ବାଲିଆ ଗ୍ରାମରେ ଥିବା ଅଳିହା ଅବର୍ଜନା…

ବରୀ ଏବିଭିପି ତତଫରୁ ଝାନ୍ସୀ ରାଣୀ ଲକ୍ଷ୍ମୀ ବାଇ ଜନ୍ମ ଦିବସ ପାଳନ।

Posted by - November 21, 2020 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ବରୀ ମାଉଣ୍ଡ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣ ରେ ବରୀ ଏବିଭିପି ତରଫରୁ ଝାନ୍ସୀ ରାଣୀ ଲକ୍ଷ୍ମୀବାଈ ଙ୍କ ଜୟନ୍ତୀ ପାଳନ ହୋଇଯାଇଅଛି। କାର‌୍ୟ୍ୟକ୍ରମ…

ସାମ୍ବାଦିକ ଙ୍କ ପିତୃ ବିୟୋଗ

Posted by - October 8, 2021 0
ବୌଦ୍ଧ:(ସମରେଶ ମିଶ୍ର) ଆଜି ସନ୍ଧ୍ୟା ସମୟରେ ଏକ ବୈଦୁତିକ ଗଣ ମାଧ୍ୟମରେ ରେ କାର୍ଯ୍ୟରତ ସାମ୍ବାଦିକ ସଂଜୀବ କୁମାର ମହାକୁଳ ଙ୍କ ପିତା 85 ବର୍ଷ ବୟସରେ…

କୁଲୁଣ୍ଡାରେ ମାଁ ପନ୍ଥେଇ ଦେବୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ

Posted by - December 16, 2021 0
ବରଗଡ/ଅତାବିରା:ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡା ଗ୍ରାମରେ ମଙ୍ଗଲବାର ଦିନ ଗୋଟାଏ ସମୟରେ ଦେବୀ ମାଁ ପନ୍ଥେଇଙ୍କ ଏକ ମନ୍ଦିର ର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ…