ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦ ରେ ବାଉଁଶଲୁଣ୍ଡି ପେଟ୍ରୋଲ ପମ୍ପ ଠାରେ ପ୍ରତିବାଦ

400 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )କଂଗ୍ରେସ କମିଟି ତରଫରୁ ମୋଦି ସରକାର ଙ୍କ ପେଟ୍ରୋଲ ଓ ଡ଼ିଜେଲ ର ବାରମ୍ବାର ଅହେତୁକ ଦର ବୃଦ୍ଧି ପ୍ରତିବାଦ ରେ ବାଉଁଶଲୁଣ୍ଡି ପେଟ୍ରୋଲ ପମ୍ପ ଠାରେ ଆଜି ଯୁବ ନେତା ପ୍ରଶାନ୍ତ କୁମାର ବିଶୋଇ ଙ୍କ ନିର୍ଦେଶ କ୍ରମେ ଶାନ୍ତି ପୂର୍ଣ୍ଣ ଭାବେ ପ୍ରତିବାଦ କରାଯାଇଥିଲା। ପେଟ୍ରୋଲ ଦର ସତକ ହେଇଥିବାରୁ ଲୋକ ମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମନମୁଖୀ ଶାସନ ବିଷୟ ରେ ବୁଝାଯାଇଥିଲା ।

ତୈଳ ଉପଭୋକ୍ତ ମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା।  ଏହି କାର୍ଯ୍ୟକ୍ରମ ରେ ଜବାହାରଲାଲ ସାହୁ, ମଣ୍ଟୁ ପ୍ରଧାନ, ଲୋକନାଥ ସେଠି, ରଜନୀକାନ୍ତ ବିଶ୍ୱାଳ, ବାଲ୍ୟ କୁମାର ବେହେରା, ପିଣ୍ଟୁ ରାଉଳ, ରାଜେନ୍ଦ୍ର ନାୟକ, ଦୁର୍ଗା ପ୍ରସାଦ ତ୍ରିପାଠୀ, ରବୀନ୍ଦ୍ର କୁମାର ନାୟକ,ପପୁ ଓ ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ।

Related Post

ଅଶୋକ ଦାସ ଫାଉଣ୍ଡେସନ ଓ ବିଜୁ ଜନତା ଦଳ ପକ୍ଷରୁ “ଜୀବନ ବିନ୍ଦୁ” ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

Posted by - March 10, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଶିମିଳିଆ ପଂଚାୟତ ଅନ୍ତର୍ଗତ ପାଟପାରି ମଣ୍ଡପରେ ଅଶୋକ ଦାସ ଫାଉଣ୍ଡେସନ ଓ ବିଜୁ ଜନତା ଦଳ ପକ୍ଷରୁ “ଜୀବନ ବିନ୍ଦୁ” ସ୍ୱେଚ୍ଛାକୃତ ରକ୍ତଦାନ…

ଖପ୍ରାଖୋଲରେ ବ୍ଲକ ସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ

Posted by - January 27, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ କାର୍ଯ୍ଯାଲୟ ପରିଷରରେ ବ୍ଲକ ସ୍ତରିୟ ଗଣତନ୍ତ୍ର ଦିବସ ବୁଧବାର ପାଳିତ ହୋଇ ଯାଇଛି। କୋଭିଡ କଟକଣା ମଧ୍ଯ ରେ ପାଳିତ…

ଅକ୍ଷୟ ତୃତୀୟା ମୁନିଗୁଡ଼ା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଟିତ

Posted by - April 24, 2023 0
ମୁନିଗୁଡ଼ା:(ରମାକାନ୍ତ ପୋଡାଲ )ରାୟଗଡା ଜିଲ୍ଲା ମୁନିଗୁଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଆଜି ଅକ୍ଷୟ ତୃତୀୟା ପାଳନ ହୋଇଯାଇଛି।ଏହି କାର୍ଯ୍ୟ କ୍ରମ ରେ ମନ୍ଦିର ପରିଚାଳନା କମିଟି ସଦସ୍ୟ…

ଡାଟା ଅଟୋମେସନ ସିଷ୍ଟମ ଦ୍ଵାରା କାର୍ଯ୍ୟରେ ତ୍ୱରାର୍ୱିତ ଓ ସ୍ୱଚ୍ଚ୍ଥତା ଆସିବ :- ଜିଲ୍ଳାପାଳ

Posted by - June 1, 2020 859
ଯାଜପୁର ଅଫିସ:ତା ୧ା୬: ପ୍ରତ୍ୟେକ ସରକାରୀ କାର୍ଯ୍ୟକୁ ଉନ୍ନତ ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନର ଉପଯୋଗରେ ପରିଚାଳିତ କରିବାକୁ ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ ସମସ୍ତ ବିଭାଗ…