ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦ ରେ ଝରିଗାଁ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ

639 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ୧୦୦ ଟଙ୍କା ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଠାରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କଂଗ୍ରେସ ଦଳ ତରଫରୁ ପ୍ରତୀକ ଧର୍ମ ଘଟ ଓ ଧାରଣା ଅନୁଷ୍ଠିତ ହୋଇଯାଇଅଛି।ଏଥିରେ କଂଗ୍ରେସ କର୍ମୀ ମାନେ ଯୋଗଦେଇ ପେଟ୍ରୋଲ ଡିଜେଲ୍ ଦର ୧୦୦ ଟଙ୍କା ପାର୍ କରିବା ପ୍ରତିବାଦ ମଦି ସରକାର ଙ୍କ ବିରୋଧ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ କରିଛନ୍ତି ।

ଝରିଗାଁ କଂଗ୍ରେସ କମିଟି ସଭାପତି ତମ୍ବୁଦାସ ପନକା ଙ୍କ ନେତୃତ୍ୱରେ ଅନୁଷ୍ଠିତ ଧାରଣା ରେ ପୂର୍ବତନ ଝରିଗାଁ ଅଧକ୍ଷ ପ୍ରଶ୍ନ ମାଝୀ , ଅନିଲ ଜୈନ ,ବନସିଂ ପନକା ,ଦେବୀସିଂ ଜାଲି , ପବିତ୍ର ମାଟିଆ , ମାଧବ ମାଝୀ , ଧନସିଂ ଗୌଡ଼ ,ବୁଲୁ ଗୌଡ଼ ପ୍ରମୁଖ ଯୋଗଦେଇ ଥିଲେ ।

Related Post

ରାଜଧାନୀ ରେ କରୋନା ତାର ତାଣ୍ଡବ ରଚିରଚି ଚାଲିଛି,ଦେଶରେ ସର୍ବାଧିକ ହାର ଖୋର୍ଦ୍ଧା ଜିଲ୍ଲାରେ

Posted by - September 25, 2020 0
ଭୁବନେଶ୍ବର:ଖୋର୍ଦ୍ଧାରେ ସଙ୍ଗୀନ ହୋଇଉଠିଛି କରୋନା ସ୍ଥିତି । ଜିଲ୍ଲାରେ ଗଂଜାମଠାରୁ ୧୯ଗୁଣା ଅଧିକ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ବରିଷ୍ଠ ଚିକିତ୍ସକ ମନୋଜ ସାହୁଙ୍କ ମତରେ ସାରା…

ସିହିନି ସରପଞ୍ଚଙ୍କ ଉଦ୍ୟମ,ଉଦେପୁରର ଯୁବ ଗୋଷ୍ଠୀଙ୍କ ନିଶୁଳ୍କ ପରିଶ୍ରମ ଏବଂ ନାଗ ପରିବାରଙ୍କ ସହଯୋଗ ଯୋଗୁଁ ପାଣି ନିଷ୍କାସନ ସମସ୍ୟାର ହେଲା ସମାଧାନ

Posted by - July 5, 2022 0
ଟିଟିଲାଗଡ 🙁 ସଞ୍ଜୟ କୁମାର ନାୟକ) ଟିଟିଲାଗଡ ବ୍ଲକ ସିହିନୀ ଗ୍ରାମ ପଞ୍ଚାୟତର ଉଦେପୁର ଗ୍ରାମରେ ଦୀର୍ଘ ଦିନ ହେଲା ରାସ୍ତା ଉପରେ, ଘର ସାମନାରେ ପାଣି…

ବିଂଝାରପୁର ବ୍ଲକ ମାଂସଡା ପଞ୍ଚାୟତରେ ବିଜେଡିର ଏକ ମିଶ୍ରଣ ସମାବେଶ

Posted by - October 8, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ମାଂସଡା ପଞ୍ଚାୟତରେ ବିଜେଡିର ଏକ ମିଶ୍ରଣ ସମାବେଶ । ସ୍ତାନୀୟ ବିଧାୟକ ତଥା ଶାସକ ଦଳର ମୁଖ୍ୟ ସଚେତିକା…

ବିଜୁ ଜନତା ଦଳ ପକ୍ଷରୁ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବିକ୍ଷୋଭ

Posted by - November 25, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ )ଙ୍କ ସହ ଅର୍ଜୁନ ପଟ୍ଟନାୟକକଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ସମ୍ମୁଖରେ ବିଜୁ ମହିଳା, ଛାତ୍ର, ଯୁବ ଜନତା ଦଳ ପକ୍ଷରୁ ରନ୍ଧନ ଗ୍ଯାସ ଦରବୃଦ୍ଧି…

ବିଶ୍ବ ପ୍ରସିଦ୍ଧ ରଙ୍ଗବତୀ ଗୀତର ସ୍ରଷ୍ଟା ପଦ୍ମଶୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ

Posted by - December 16, 2021 0
ସମ୍ବଲପୁର: (ରମାକାନ୍ତ ବିଶ୍ବାଳ )ତା.15/12/2021 ବିଶ୍ବ ପ୍ରସିଦ୍ଧ ରଙ୍ଗବତୀର ସ୍ରଷ୍ଟା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ହୃଦଘାତରେ ଅସୁସ୍ଥ । ମଙ୍ଗଳବାର ସନ୍ଧ୍ୟାରେ ସେ ନିଜ ଗାଁ କୁଚିଣ୍ଡା…