ସୁବର୍ଣ୍ଣପୁର ଜିଲ୍ଳା ଚାଷୀ ସଂଗଠନ ପକ୍ଷରୁ ୮ ଦଫା ଦାବି ନେଇ ୧୨ ଘଣ୍ଟିଆ ରାସ୍ତାରୋକ

191 0

ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଳା ଚାଷୀ ସଂଗଠନ ପକ୍ଷରୁ ୮ ଦଫା ଦାବି ନେଇ ଆଜି ହିକୁଡି ଛକ ଠାରେ ୧୨ ଘଣ୍ଟିଆ ରାସ୍ତାରୋକ କରାଯାଇଛି l ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସଠିକ ଭାବରେ ସମ୍ପୂର୍ଣ୍ଣ ପଞ୍ଜୀକରଣ କରାଯାଇ ନାହିଁ l ବିଶେଷ କରି FAQ ଆଳ ରେ କଟନୀ କରାଯାଉ ଥିବା ବେଳେ ଚାଷୀ ମାନଙ୍କ ଠାରୁ ସିଧାସଳଖ କ୍ରୟ କରାଯାଉ lଏହା ସହିତ ଚାଷୀ ଙ୍କ ଧାନ କ୍ରୟ କରିବା ସମୟରେ ଅଖା ଅସ୍ତl, ପୋଲିଥିନ ଆଦି ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ତାହା ଫେରସ୍ତ କରାଯାଉ ନାହିଁ l

ଚାଷୀ ମାନଙ୍କ ଧାନ କିଣା ସମ୍ପୂର୍ଣ୍ଣ ନ ହୋଇଛି ସେ ପର୍ଯ୍ୟନ୍ତ ଟାର୍ଗେଟ ଆଳ ଦେଖାଇ ମଣ୍ଡି କୁ ବନ୍ଦ କରାନଯାଉ ବୋଲି ଦାବି ରେ ରାସ୍ତା ରୋକ କରିଛନ୍ତି ଚାଷୀ l ଏହି ରାସ୍ତାରୋକ ରେ ଚାଷୀ ନେତା ଗୋବିନ୍ଦ ମିଶ୍ର, ପ୍ରମୋଦ କୁମାର ଗୁରୁ, ପଦ୍ମ ଲୋଚନ ମିଶ୍ର ଙ୍କ ସହିତ ଅନେକ ଚାଷୀ ନେତା ସାମିଲ ହୋଇଛନ୍ତି l

 

Related Post

ଯାଜପୁର ଜିଲାପାଳଙ୍କ ବିରୋଧରେ ମାନ୍ୟବର ହାଇକୋର୍ଟଙ୍କ ଅଦାଲତ ଅବମାନନା ଅଭିଯୋଗ

Posted by - October 31, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲାପାଳଙ୍କ ବିରୋଧରେ ମାନ୍ୟବର ହାଇକୋର୍ଟଙ୍କ ଅଦାଲତ ଅବମାନନା ଅଭିଯୋଗ । ଧର୍ମଶାଳାର ସୂଚନାଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ପକ୍ଷରୁ ଆଗତ ଏକ…

ରାଜ୍ୟପାଳଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପିତ “ଗାନ୍ଧୀ ମଣ୍ଡପ” ନିର୍ମାଣ ସରିବେ କେବେ.!!

Posted by - October 2, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଭାରତୀୟ ସ୍ୱାଧିନତା ଆନ୍ଦୋଳନର ମୁଖ୍ୟ ପୁରୋଧା, ଅହିଂସା ଓ ସତ୍ୟାଗ୍ରହ ଆନ୍ଦୋଳନ ଦେଇ ପରାଧିନ ଭାରତକୁ ସ୍ୱାଧୀନତା ଆଣିଥିବା ମୋହନ ଦାସ କରମଚାନ୍ଦ ଗାନ୍ଧୀ (ମହାତ୍ମା…

ଆବାସ ଯୋଜନାରେ ଘର ପାଇଁ ବିକଳ ହେଉଛନ୍ତି ବୃଦ୍ଧ ଦମ୍ପତି,୨୦ବର୍ଷ ହେଲା ଶୁଣୁ ନାହାନ୍ତି ସରପଞ୍ଚ, ବ୍ଲକ ଅଧିକାରୀ

Posted by - September 5, 2021 0
ନବରଙ୍ଗପୁର:( ବେଣୁ ଗୋପଳ ରାଓ)ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡା ଗ୍ରାମ ପଞ୍ଚାୟତ କୁର୍ମାକୋଟ ଶିବ ମନ୍ଦିର ପୂଜକ ଦାସ ଏବଂ ସ୍ତ୍ରୀ ୧୯୭୦ମସିହା ଠାରୁ ମନ୍ଦିର ପୂଜକ ଭାବେ…

ଯାଜପୁର ପରିସ୍ଥିତି ଗମ୍ଭୀର, ୭୦୦ କଲିକତା ଫେରନ୍ତା,କିଛି ସଂକ୍ରମିତ ଯାଜପୁରରେ ଚିକିତ୍ସିତ ମଧ୍ୟ ହେଉଥିଲେ

Posted by - April 21, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲାରେ ଗତକାଲି ଗୋଟିଏ ଦିନରେ ୫ ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲା ପ୍ରଶାସନର ଚନ୍ତା ବଢ଼ିଯାଇଛି…

ବାତ୍ୟା ‘ୟାସ୍‌’ ଚାଲିଯିବା ପରେ ବନ୍ୟା ଏବେ ସଂକ୍ରମଣ ଆଶଙ୍କା

Posted by - May 28, 2021 0
ଭୁବନେଶ୍ବର /ଭଦ୍ରକ /ଯାଜପୁର :ବାତ୍ୟା ୟାସ୍‌ର ପ୍ରକୋପ ଛାଡି ନଥିବା ବେଳେ ପୁଣି ଅନ୍ୟପଟେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲାଣି  । ଆଖୁଆପଦା ଆନିକଟ ଠାରେ ବୈତରଣୀ…