ପାଣି ସମସ୍ୟା ନେଇ ପଂଚାୟତ କାଯ୍ୟାଳୟ ଆଗରେ ଧାରଣା, ଦୁଃଖ ଶୁଣିବାକୁ ଆସିଲେ ନାହି ପ୍ରଶାସନ

701 0

ହରଭଙ୍ଗା:(ଚିତ୍ତ ରଞ୍ଜନ ସିଂହ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ବାମଣ୍ଡା ପଂଚାୟତର ବାମଣ୍ଡା ଗ୍ରାମରେ ଦିର୍ଘଦିନ ହେଲା ପାନିୟଜଳ ସମସ୍ୟା ଲାଗିରହିଛି । ସମସ୍ୟା ସଂର୍ପକରେ ପଂଚାୟତ କତୃପକ୍ଷଙ୍କ ଦୃଷ୍ଟି ପଡୁନଥିବାରୁ ଏହାକୁ ନେଇ ବାମଣ୍ଡା ଗ୍ରାମର ଶତାଧିକ ମହିଳା ପୁରୁଷ ୨ଘଣ୍ଟା ପଯ୍ୟନ୍ତ ପଂଚାୟତ କାଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।

ସବୁଠାରୁ ଦୁର୍ଭାଗ୍ୟୟର କଥା ଯେ ଧାରଣା ସ୍ଥଳକୁ ବ୍ଲକ ପ୍ରଶାସନର କୌଣସୀ ବି କର୍ମଚାରି ଘଟଣାସ୍ଥଳରେ ନ ପହଂଚିବା ନେଇ ଗ୍ରାମବାସିଙ୍କ ଭିତରେ ତ୍ରୀବ୍ର ଅସୋନ୍ତଷ ପ୍ରକାଶ ପାଇଥିଲା । ତେଣୁ ଗ୍ରାମରେ ପାନିୟଜଳ ସମସ୍ୟାର ସମାଧାନ ଶିଘ୍ର ପୁରଣ ପାଇଁଁ ଗ୍ରାମବାସି ଜିଲ୍ଲିପାଳଙ୍କୁ ନିବେଦନ କରିଛନ୍ତି।

Related Post

ଜୁଲାଇ ୨ ତାରିଖ ରୁ କୋଭିଡ଼ କଟକଣା ମଧ୍ୟରେ ଚାଲିବ ବିଧାନସଭା ଅଧିବେସନ: ସର୍ବଦଳୀୟ ବୈଠକରେ ନିଷ୍ପତ୍ତି

Posted by - June 29, 2022 0
ଭୁବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆସନ୍ତା ବିଧାନସଭା ଅଧିଵେସନ ଜୁଲାଇ ୨ ତାରିଖ ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ମୋଟ ୨୪ ଟି କାର୍ଯ୍ୟ…

ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ,ସାଢ଼େ ୪ କୋଟି ଓଡ଼ିଆ ଦେଇଥିବା ଦାୟିତ୍ୱକୁ ନମ୍ରତାର ସହିତ ପାଳନ କରୁଛୁ : ନବୀନ

Posted by - December 27, 2019 0
ଭୁବେନଶ୍ୱର: ବିଜେଡି ଏକ ରାଜନୈତିକ ଦଳ ନୁହେଁ ଏହା ଏକ ଆନ୍ଦୋଳନ। ତିଷ୍ଠି ରହିବା ଓ ଆଗକୁ ବଢ଼ିବା ଲାଗି ଏହା କୌଣସି ବ୍ୟକ୍ତି ବିଶେଷ, ଏମିତିକି…

ଯାଜପୁର : ବିସ୍ଫୋରଣ ର ଉତ୍ତପ୍ତ ଲୁହା ପଡ଼ି ୫ଜଣ ଶ୍ରମିକ ଗୁରୁତର

Posted by - December 26, 2018 4
ଯାଜପୁର ଉତ୍ତପ୍ତ ଲୁହା ପଡ଼ି ୫ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ଯାଜପୁର ଜିଲ୍ଲା କଳିଙ୍ଗ ନଗର ମୈଥାନ ଇସ୍ପାତ କାରଖାନାରେ।କଳିଙ୍ଗନଗରସ୍ଥିତ…

ଓଡିଆ ସିନେମା ଜଗତ ର ହାସ୍ୟ ଅଭିନେତା ସଲିଲ ମିତ୍ର ଙ୍କ ବିୟୋଗ

Posted by - June 4, 2019 0
ଭୁବନେଶ୍ୱର: ଓଡ଼ିଆ ହାସ୍ୟ ଅଭିନେତା ସଲିଲ୍ ମିତ୍ରଙ୍କ ପରଲୋକରେ ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି। ଗତକାଲି ରାତିରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…

ବିକ୍ରି କବଲା ଜାଲିୟାତି କରି ନିଜର ନାମରେ ପଟ୍ଟା କରିଥିବା ବ୍ୟକ୍ତିକୁ ଗିରଫ ଦାବି

Posted by - August 7, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଆଜିର ଯୁଗରେ ମଣିଷ ଯେତେ ସୁଖରେ ଥାଉ କି ଦୁଃଖରେ ଥାଉ ଜମି ଖଣ୍ଡିଏ କିଣିବା ହେଉଛି ସବୁ ମଣିଷ ଜୀବନର…