ବିଜେପି କୃଷକ ମୋର୍ଚାର ନବରଙ୍ଗପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର

376 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲା ବିଜେପି କୃଷକ ମୋର୍ଚା ତରଫରୁ ଆଜି ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଜରିଆରେ ଓଡିଶା ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ। ରବି ଋତୁରେ ଧାନ କିଣା ବିକାରେ ବ୍ୟାପକ ଅବବ୍ୟସ୍ତା,ମଣ୍ଡି ରେ ଚାଷୀ ଙ୍କ ଧାନ କଟନୀ ଛୋଟଣି ଦ୍ୱାରା ଚାଷୀ ଶୋଷିତ ହେଉଛନ୍ତି, ଅଦିନିଆ ବର୍ଷା ଯୋଗୁ ଚାଷୀଙ୍କ ଧାନ ସମେତ ଅନ୍ୟନ୍ୟ ଚାଷରେ ବ୍ୟପକ କ୍ଷୟ କ୍ଷତି ହେଇଚି ଏବଂ ଭିବିନ୍ନ ଚାଷୀ ସମସ୍ୟା ସମ୍ପର୍କ ରେ ଏକ ଲିକିତ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଏହି ଦାବିପତ୍ର କୁ ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରତ୍ନାକର ସାହୁ ଗ୍ରହଣ କରିଥିଲେ ଏବଂ ଅତିଶୀଘ୍ର ଏତିପ୍ରତି ଦୃଷ୍ଟି ଦିଆଯିବ ବୋଲିକହିଥିଲେ ! ଯଦି କୃଷକ ଙ୍କ ସମସ୍ୟା ଖୁବ ଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ବିଜେପି କୃଷକ ମୋର୍ଚା ତରଫରୁ ଆନ୍ଧଳନ ଜୋରଦାର କରାଯିବ ବୋଲି କହିଛନ୍ତି ବରିଷ୍ଟ ନେତା ସତ୍ୟବାଦୀ ଷଡ଼ଙ୍ଗୀ !ଏହି ଦାବିପତ୍ର ପ୍ରଦାନ ବେଳେ ଅରୁଣ ପୂଜାରୀ, ଶର୍ମିଷ୍ଠା ଦେଓ,ବିକି ଜେନା, ଦୈତାରୀ ମାଝୀ, ବବିତା ସାହୁ ସମେତ ଅନ୍ୟ କର୍ମୀ ଉପସ୍ଥିତ ରହିଥିଲେ !

Related Post

ଭବାନୀପାଟଣା ଠାରେ ପ୍ରଥମ ଜିଲ୍ଲା ସ୍ତରୀୟ ଦିଶା କମିଟି ବୈଠକ ଅନୁଷ୍ଠିତ

Posted by - October 8, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ କଳାହାଣ୍ଡି ସାଂସଦ ଶ୍ରୀ ବସନ୍ତ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ପ୍ରଥମ ଦିଶା…

ସିହିନି ସରପଞ୍ଚଙ୍କ ଉଦ୍ୟମ,ଉଦେପୁରର ଯୁବ ଗୋଷ୍ଠୀଙ୍କ ନିଶୁଳ୍କ ପରିଶ୍ରମ ଏବଂ ନାଗ ପରିବାରଙ୍କ ସହଯୋଗ ଯୋଗୁଁ ପାଣି ନିଷ୍କାସନ ସମସ୍ୟାର ହେଲା ସମାଧାନ

Posted by - July 5, 2022 0
ଟିଟିଲାଗଡ 🙁 ସଞ୍ଜୟ କୁମାର ନାୟକ) ଟିଟିଲାଗଡ ବ୍ଲକ ସିହିନୀ ଗ୍ରାମ ପଞ୍ଚାୟତର ଉଦେପୁର ଗ୍ରାମରେ ଦୀର୍ଘ ଦିନ ହେଲା ରାସ୍ତା ଉପରେ, ଘର ସାମନାରେ ପାଣି…

ନିୟମଗିରି ପାହାଡରେ ମାଓ ପୋଷ୍ଟର ଲୋକେ ଆତଙ୍କିତ

Posted by - November 30, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଓ ରାୟଗଡା ଜିଲ୍ଲା ସୀମାନ୍ତ ଅନ୍ତର୍ଗତ ନିୟମଗିରି ପାହାଡ ପାଦ ଦେଶର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ପକ୍ଷରୁ ବ୍ୟାନର ଓ ପୋଷ୍ଟର ଲଗାଯିବା…

ଚୋରା ବାଲି ଚାଲାଣ ମାମଲା,୪ଟି ହାଇବା ଓ ଗୋଟିଏ ପୋକଲେନ ମେସିନ ଜବତ

Posted by - May 24, 2022 0
କେସିଙ୍ଗା : (ପୀତେଶ ପଟେଲ) କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ର ଲଇତରା ରାଜସ୍ୱ ନିରୀକ୍ଷକ ଅଧିନସ୍ଥ ବୋରିଆ ଗ୍ରାମ ନିକଟରେ ଥିବା ଦେହେରେନ ଜୋର ଠାରୁ…

ଆନ୍ଧ୍ର ପ୍ରଦେଶ ରୁ ଦାଦନ ଶ୍ରମିକଙ୍କ ମୃତ ଦେହ ବୌଦ୍ଧ ଜିଲ୍ଲା ପ୍ରଶାସନ ଦ୍ୱାରା ଉଦ୍ଧାର

Posted by - October 4, 2021 0
ବୌଦ୍ଧ(ଚିତ୍ତରଂଜନସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ଗ୍ରାମର ଟିକୁନୁ ସେଠୀ ଦୀର୍ଘ ତିନି ମାସ ତଳେ ଆନ୍ଧ୍ରପ୍ରଦେଶ କୁ କାମ ପାଇଁ ଯାଇଥିଲା l ସେଠାରେ…