ଭିତ୍ତି ଭୁମି ନାହିଁ କର୍ମଚାରୀ ଅଛନ୍ତି, ନାହିଁ ନାହିରେ ଚାଲିଛି ପାତ୍ରପୁଟ ଫାଣ୍ଡି

603 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୂର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ପାତ୍ର ପୁଟ ରେ କଂଗ୍ରେସ ର ତତ୍କାଳୀନ ନବରଙ୍ଗପୂର ଏମ୍ ପି ଖଗପତି ପ୍ରଧାନୀଙ୍କ ପୋଚେଷ୍ଟାରେ ତାଙ୍କ ନିଜ ଗ୍ରାମରେ ଏକ ଫାଣ୍ଡି ସ୍ଥାପିତ କରିଥିଲେ।ତେନ୍ତୁଳିଖୁଣ୍ଟି ଥାନା ରୁ ପ୍ରାୟ ୧୧କିଲୋମିଟର ଦୁରତା ମଧ୍ୟ ରେ ରହିଛି।ଏହି ଫାଣ୍ଡି ଦ୍ୱାରା କଣ୍ଟାଗା,ଝରିଗୁମ୍ମା, ଅଞ୍ଚଳଗୁମ୍ମା,ପାତ୍ର ପୁଟ ୪ ଟି ପଞ୍ଚାୟତ ଜନତାଙ୍କ ସୁରକ୍ଷା ଓ ସହଜ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଫାଣ୍ଡି ସ୍ତାପିତ ହଇଥିଲା।ଫାଣ୍ଡି ଅଧିକାରୀ 1ବର୍ଷ ରୁ ଉର୍ଦ୍ଧ ଖାଲି ପଡ଼ିଥିଲା ଏ ନେଇ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପ୍ରମାଦ ନାୟକ ଓ ନବରଙ୍ଗପୂର ଜିଲା ଆରକ୍ଷୀ ଅଧିକାରୀ ଙ୍କୁ ନବରଙ୍ଗପୂର ଜିଲା ଆଣ୍ଟି କରେପସନ ସବାପତି ଲକ୍ମୀ ଚନ୍ଦ୍ର ଟାକ୍ରୀ କୁ ଅଭିଯୋଗ କଲା ପରେ ନବରଙ୍ଗପୂର ଆରକ୍ଷୀ ଅଧିକାରୀ ବଳଭଦ୍ର ହରିଜନ କୁ ଫାଣ୍ଡିରେ ନୂତନ ଅଧିକାରୀ ଭାବେ ନିଯୁକ୍ତି ଦେଇଥିଲେ।

ନିଯୁକ୍ତି ମିଳିବା ପରେ ଫାଣ୍ଡି ଅନ୍ତର୍ଗତ ୪ ପଞ୍ଚାୟତ ବସି ଖିସି ହଇଥିଲେ,ଅଧିକ ରୁ ଅଧିକ ଅଭିଯୋଗ ବି ଆସିଲା ସତ କିନ୍ତୁ ,ଫାଣ୍ଡି ଅବସ୍ତା ଦେଖିଲେ ଅଫିସ କୁ ଗଲେ ଜଣା ପଡ଼ିବ।ଫାଣ୍ଡି ରେ ରହୁଥିବା କର୍ମଚାରୀ କିଭଳି ରହୁଛନ୍ତି।ଗୋଟିଏ ଅଫିସ ରେ ଚାଲିଛି। କଇଦି ସହିତ କର୍ମଚାରୀ ଅନ୍ୟ ଏକ ରୁମ ରେ ବେଦ ମନ୍ତ୍ର ପୂଜା ଗୃହ, କର୍ମଚାରୀ ମାନଙ୍କ ପାଇଁ ନାହିଁ ଷ୍ଟାଫ ରୁମ,କି ବାଥ ରୁମ,କି ଟାଇଲେଟ। ହୋମଗାର୍ଡ ମାନକୁ ଶୌଚ ପାଇଁ ବହୁ ଦୂର ଯିବା କୁ ପଡୁଛି।ଯଦି କର୍ମଚାରୀ ମାନଙ୍କୁ ଶୌଚ ପାଇଁ ନାହିଁ ବ୍ୟବସ୍ଥା ସେଠି  ଜଣ ସାଧାରଣ ଙ୍କୁ ପଚାରେ କିଏ।କଇଦି ଥିବା ସ୍ଥାନରେ ପାଣି ଅଟକି ରହୁଛି ।

ଯେଉଁଟି କଇଦି ସେଇଟି କର୍ମଚାରୀ ।ଲୋକ ଅଭିଯୋଗ ନେଇ ଆସିଲେ ରହିବାକୁ ନାହିଁ ଆଶ୍ରୟ ସ୍ତଳୀ । ଜିଲାର ସବୁ ଥାନା ରେ ଓ ଫାଣ୍ଡି ରେ ଓଡ଼ିଶା ସରକାର ରହିବାକୁ ଓ ପାନୀୟଜଳ ରହିବାକୁ ବ୍ୟବସ୍ଥା  କରିଥିବା ବେଳେ ପାତ୍ରପୁଟ ରେ ନାହିଁ ବିଶ୍ରାମ ଗୃହ। ଏହି ଥାନା ଅନ୍ତର୍ଗତ କାମତା ଫାଣ୍ଡି ରେ ରହିଛି ଜନସାଧାରଣ ପାଇଁ ରେଷ୍ଟ ରୁମ।ଚାରିଆଡ଼େ ବିଷାକ୍ତ ସର୍ପ ଚଳାଚଳ କରୁଥିବା ଦେଖିବାକୁ ମିଳିଛି ।ଜନସାଧାରଣ  ନିଜ ଜୀବନ ସୁରକ୍ଷା ପାଇଁ ଫାଣ୍ଡି ରେ ଆଶି ସର୍ପ ହାତରେ ପଡିବେ ନିଷେନ୍ଧେୟ । କର୍ମଚାରୀ ମାନେ କର୍ତ୍ତବ୍ୟ ପାଇଁ  ହାର ମାନି ରହିବାକୁ ପଡ଼ୁଛି,ଏଠାରେ ରହିବାକୁ କୌଣସି ଷ୍ଟାଫ କ୍ୱାର୍ଟେର ନ ଥିବା ଯୋଗୁ ନିଜ ପରିବାର ସହିତ ଏକ ସ୍ଥାନରେ ନ ରହି ଜଣେ ଜଣେ ରହୁଥିବା ଦେଖିବାକୁ ମିଳୁଛି।ଗତ କାଲି ଅଞ୍ଚଳ ବାସିଙ୍କ ଅଭିଯୋଗ ପରେ,ନବରଙ୍ଗପୂର ଜିଲା ଏଣ୍ଟି କରପସନ ଜିଲା ସବାପତି ଙ୍କ ନେତୃତ୍ୱରେ ଏକ ଟିମ ପାଟପୁଟ ଫାଣ୍ଡି ରେ ପହଁଚିଥିଲା ।

ସେଠାରେ  ଟିମ ଯାହା ଦେଖିଲା,ଗୋଟିଏ ଅଫିସରେ ସବୁ କାମ ଚାଲିଛି, ରୁମ ଅଭାବ,କର୍ମଚାରୀ ଅଫିସର ନିଜ କର୍ତ୍ତବ୍ୟ ଠିକ ରେ କରୁଥିବା ବେଳେ,ସେମାନଙ୍କ ପାଇଁ କୌଣସି ରହିବାକୁ ଗୃହ ନାହି ।  କୋରନା ସମୟରେ ଗୋଟିଏ ସ୍ଥାନରେ ସବୁ କର୍ମଚାରୀ ରହୁଛନ୍ତି ।ଯିଏ ସୁରକ୍ଷା କରନ୍ତି ସେମାନଙ୍କ ପାଇଁ ନାହିଁ କୌଣସି ବ୍ୟବସ୍ଥା ।ଏହି ବିଷୟ ନେଇ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପ୍ରମୋଦ  ନାୟକ ନବରଙ୍ଗପୂର ଜିଲା ଆରକ୍ଷୀ ଅଧିକ୍ଷକଙ୍କ  ସହିତ ଆଲୋଚନା କରି ତୁରନ୍ତ ଆବଶ୍ୟକ ବ୍ୟବସ୍ଥା କରିବାକୁ ପତ୍ର ଲେଖିବେ ବଲି କହିଛନ୍ତି।ସୂଚନା ଥାଉକି ଏହି ବିଷୟ କୁ ନେଇ ପାତ୍ର ପୁଟ ଫାଣ୍ଡି ଅଧିକାରୀ ବଲଭଦ୍ର ହରିଜନ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଉଚ୍ଚ ଅଧିକାରୀ ମାନଙ୍କୁ ଅଵଗତ କରିବେ ବୋଲି ଜଣାଇଛନ୍ତି 

Related Post

ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ସଡ଼କ ଦୁର୍ଘଟଣାରେ ଗୁରୁତର

Posted by - August 9, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)୫୭ ନଂ ଜାତୀୟରାଜପଥ ଦଶପଲ୍ଲା ରାଜପୁତ ହୋଟେଲ ନିକଟରେ ଆଜି ସକାଳ ୧୦ ଟା ବେଳେ ଏକ ସଡ଼କ ଦୁର୍ଘଟଣା ରେ ବୌଦ୍ଧ ଅତିରିକ୍ତ ଜିଲ୍ଲା ପାଳ…

ପୁଣି ଲଜ୍ଜା। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅଂଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ।

Posted by - December 14, 2019 175
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଜଣେ ନିଖୋଜ ନାବାଳିକାଙ୍କ ମୃତଦେହ ଠାବ ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ବି ହୋଇଛି।ଶନିବାର…

ଓଡିଶା ରେ ଏଥର ବେଶୀ ପଦ୍ମ ଫୁଟିବ: ନରେନ୍ଦ୍ର ମୋଦୀ

Posted by - April 6, 2019 120
ସୁନ୍ଦରଗଡ଼ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଆଜି ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦୀ ସୁନ୍ଦରଗଡ଼ର ରୁପିଢ଼ିହି ଛତାବର ପଡ଼ିଆରେ ଏକ ସାଧାରଣ ସଭାରେ ଉଦବୋଧନ…

ରାଉରକେଲା:-ଅପରାଧୀ ଏକେ ୪୭ କେଉଁଠୁ ଆଣିଥିଲେ,ତଦନ୍ତ ଆରମ୍ଭ

Posted by - June 26, 2022 0
ରାଉରକେଲା:କୁଖ୍ୟାତ ଅପରାଧୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟରେ ଜଣେ ଅପରାଧୀ ଆହତ ହେବା ଘଟଣାରେ ତନାଘନା । ଅପରାଧୀଙ୍କୁ ଗୁଳି ବିନିମୟ ପରେ ଏକ ବଡ଼…

ଲକ୍ଷଣ ବିହୀନ କରୋନା ପଜିଟିଭ ବ୍ୟକ୍ତି ଗୃହ ସଙ୍ଗରୋଧରେ ରହିପାରିବେ : ଯାଜପୁର ଜିଲ୍ଲାପାଳ

Posted by - August 10, 2020 0
ଯାଜପୁର ଅଫିସ:କରୋନା ପଜିଟିଭ ରୋଗୀ ଯେଉଁ ମାନଙ୍କର ଲକ୍ଷଣ ନଥିବ, ସାମାନ୍ୟ ଲକ୍ଷଣ ପ୍ରକାଶ ପାଉଥିବ ବା ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନଥିବ ସେମାନେ ନିଜ…