ବାଲେଶ୍ୱର ଭୋଗରାଇ ବ୍ଲକ୍‌ରେ ବିଜୁ ଯୁବ ବାହିନୀ କୁ ମୋବାଇଲ ବଣ୍ଟନ ବେଳେ ହାତାହାତି

1478 0

ବିଜୁ ଯୁବ ବାହିନୀକୁ ମାଗଣା ମୋବାଇଲ୍ ବାଣ୍ଟିବା ପାଇଁ ଆସିଥିଲା। କିନ୍ତୁ ମୋବାଇଲ କିଏ ପାଇବେ ତାକୁ ନେଇ ହାତାହାତି ହୋଇଥିଲେ ଦୁଇ ଗୋଷ୍ଠୀ। ସମାଧାନ ପାଇଁ ବ୍ଲକ୍‌ର କର୍ମଚାରୀ ଚେଷ୍ଟା କରିଥିଲେ। ତେବେ ସେମାନେ ବି ଯୁବ ବାହିନୀ କର୍ମୀଙ୍କ ଆକ୍ରୋଶରୁ ବର୍ତ୍ତି ନଥିଲେ।ସବୁ ବ୍ଲକ୍‌ରେ ବିଜୁଯୁବ ବାହିନୀକୁ ମୋବାଇଲ ବଣ୍ଟନ ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ସୃଷ୍ଟି ହୋଇଛି ନୂଆ କେଁ। ଖଣି ଦୁର୍ନୀତିରେ ସଂପୃକ୍ତ କମ୍ପାନୀ ଏହି ମୋବାଇଲ ବାଣ୍ଟିବା ଦାୟିତ୍ୱ ନେଇଥିବା ଅଭିଯୋଗ ଆଣିଛି ବିଜେପି। ଏନେଇ ଦଳ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ, ରାଜ୍ୟପାଳ ଓ ଭିଜିଲାନ୍‌ସ ଡିଜିଙ୍କ ନିକଟରେ ତଥ୍ୟ ପ୍ରମାଣ ସହ ଅଭିଯୋଗ କରିଛି। .

Related Post

ପୁଣି ପ୍ରଚାର କୁ ଫେରିଲେ ବିଂଝାରୁର ବିଧାୟିକା ପ୍ରମିଳା ମଲ୍ଲିକ

Posted by - February 18, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପୁଣି ପ୍ରଚାର କୁ ଫେରିଲେ ବିଂଝାରୁର ବିଧାୟିକା ପ୍ରମିଳା ମଲ୍ଲିକ । ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିୋଗ ରେ ପ୍ରମିଳା…

ଅନୁଗୋଳ ଷ୍ଟାଡିୟମଠାରେ ୭୧ତମ ଜିଲାସ୍ତରୀୟ ସଧାରଣତନ୍ତ୍ର ଦିବସ ପାଳିତ

Posted by - January 26, 2020 0
ଅନୁଗୋଳ -(ମହେଶ ଭୋମରାଜ) ଅନୁଗୋଳ ଷ୍ଟାଡିୟମଠାରେ ୭୧ତମ ଜିଲାସ୍ତରୀୟ ସଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ , ଶ୍ରମ ଓ କର୍ମଚାରୀ…

ଇନ୍ଦିରା ଆବାସ ର କେଳେଙ୍କାରୀ,ବକେୟା ଟଙ୍କା ପାଇବାକୁ ସରକାରୀ ବାବୁଙ୍କୁ ଦେବାକୁପଡୁଛି ହାତ ଖର୍ଚ୍ଚ

Posted by - January 25, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ମାଳ ମାଳ ସରକାରୀ ଯୋଜନା,ପୁଣି ନୂଆ ନୂଆ ଯୋଜନା କରି ସରକାର ଡିଣ୍ଡିମ ପିଟୁଥିବା ବେଳେ ସଠିକ ଭାବରେ ପହଂଚି ପାରୁନି ଯୋଜନା ଉଚିତ…

ଗୃହ ସଂଗରୋଧରେ ରହୁଥିବା ବ୍ୟକ୍ତି କଡ଼ାକଡ଼ି ନିୟମମାନି ଚଳନ୍ତୁ : ଜିଲ୍ଲାପାଳ

Posted by - July 28, 2020 85
ଯାଜପୁର ଅଫିସ: କରୋନା ପଜିଟିଉ ରୋଗୀ ଯେଉଁମାନଙ୍କର ଲକ୍ଷଣ ନଥିବ ବା ସାମାନ୍ୟ ଲକ୍ଷଣ ପ୍ରକାଶ ପାଉଥିବ ବା ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନଥିବ ସେମାନେ…

There are 1 comments

Leave a comment

Your email address will not be published.