ବାଲେଶ୍ୱର ଭୋଗରାଇ ବ୍ଲକ୍‌ରେ ବିଜୁ ଯୁବ ବାହିନୀ କୁ ମୋବାଇଲ ବଣ୍ଟନ ବେଳେ ହାତାହାତି

1374 0

ବିଜୁ ଯୁବ ବାହିନୀକୁ ମାଗଣା ମୋବାଇଲ୍ ବାଣ୍ଟିବା ପାଇଁ ଆସିଥିଲା। କିନ୍ତୁ ମୋବାଇଲ କିଏ ପାଇବେ ତାକୁ ନେଇ ହାତାହାତି ହୋଇଥିଲେ ଦୁଇ ଗୋଷ୍ଠୀ। ସମାଧାନ ପାଇଁ ବ୍ଲକ୍‌ର କର୍ମଚାରୀ ଚେଷ୍ଟା କରିଥିଲେ। ତେବେ ସେମାନେ ବି ଯୁବ ବାହିନୀ କର୍ମୀଙ୍କ ଆକ୍ରୋଶରୁ ବର୍ତ୍ତି ନଥିଲେ।ସବୁ ବ୍ଲକ୍‌ରେ ବିଜୁଯୁବ ବାହିନୀକୁ ମୋବାଇଲ ବଣ୍ଟନ ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ସୃଷ୍ଟି ହୋଇଛି ନୂଆ କେଁ। ଖଣି ଦୁର୍ନୀତିରେ ସଂପୃକ୍ତ କମ୍ପାନୀ ଏହି ମୋବାଇଲ ବାଣ୍ଟିବା ଦାୟିତ୍ୱ ନେଇଥିବା ଅଭିଯୋଗ ଆଣିଛି ବିଜେପି। ଏନେଇ ଦଳ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ, ରାଜ୍ୟପାଳ ଓ ଭିଜିଲାନ୍‌ସ ଡିଜିଙ୍କ ନିକଟରେ ତଥ୍ୟ ପ୍ରମାଣ ସହ ଅଭିଯୋଗ କରିଛି। .

Related Post

କେନ୍ଦୁଝର ଲୋକସଭା ଆସନରେ ବିଜେଡି ପ୍ରାର୍ଥିନୀ ଚନ୍ଦ୍ରାଣୀ ମୁର୍ମୁ ବିଜୟୀ

Posted by - May 24, 2019 0
ଆସିକା ଲୋକସଭା ଆସନରେ ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରି ନବୀନ ଯେମିତି ସମସ୍ତଙ୍କୁ ଚକିତ କରିଥିଲେ ଠିକ୍ ସେମିତି କେନ୍ଦୁଝର କ୍ଷେତ୍ରରେ ମଧ୍ୟ ଚନ୍ଦ୍ରାଣୀଙ୍କୁ ପ୍ରାର୍ଥୀ କରି…

ମଧୁବାବୁ ଙ୍କ ଜନ୍ମଦିବସ ଉପଲକ୍ଷେ ବିଜୁ ଛାତ୍ର ଜନତା ଦଳର ଜଳ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - April 28, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ତୃତୀୟ ଦିନରେ ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି…

ପାଇଖାନା ବିଲ୍ କରିବାକୁ ବିଡିଓ ମାଗୁଛନ୍ତି ପିସି,ବ୍ଲକ ସମ୍ମୁଖରେ ସପରିବାରେ ଠିକାଦାରଙ୍କ ଧାରଣା

Posted by - June 11, 2021 0
ମାଲକାନଗିରି:(ଅବଦୁଲ ଘନୀ )ବ୍ଲକ ସମ୍ମୁଖରେ ଠିକାଦାର ନନ୍ଦ ଦୁଲାଲ ମଜୁମଦାର ଇନ୍ଦିରା ଆବାସ ଏବଂ ପାଇଖାନା ନିର୍ମାଣ କରିଥିଲେ ମଧ୍ଯ ବିଜିଓଙ୍କ ଦାବି ମୁତାବକ ପିସି ନଦେବାରୁ…

ପିପିଲିରେ ଫ୍ଲାଇଙ୍ଗ୍ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣା ! ଗିରଫ ହେଲେ ପିପିଲି ବିଧାୟକ ପ୍ରଦୀପ ମହାରଥୀ

Posted by - April 22, 2019 0
ପୁରୀ:ଗିରଫ ହେଲେ ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ । ଗତକାଲି ପିପିଲିରେ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ମହାରଥୀଙ୍କୁ ଗିରଫ କଲା ପିପିଲି…

ଉତ୍ତରାଧିକାରୀ କିଏ ହେବ ତାହା ଓଡ଼ିଶାବାସୀ ଚୟନ କରିବେ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted by - September 23, 2019 0
ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡିର ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଥିବାବେଳେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ…

Leave a comment

Your email address will not be published.