କରୋନା ନେଇ ସଚେତନ ନ ହେଲେ ସ୍ଥିତି ବିଗିଡ଼ିବ

429 0

ଭୁବନେଶ୍ୱରରେ କୋଭାକ୍ସିନ୍ ଟିକାର କୌଣସି ଅଭାବ ନାହିଁ । ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଟିକା ଆସିଲେ ଟିକାକରଣ ସୁରୁଖୁରରେ ଚାଲିବ । ତେବେ ଟିକା ନେବା ପାଇଁ ଲୋକମାନେ ପ୍ରଥମେ ରେଜିଷ୍ଟ୍ରେସନ କରିବା ସହିତ ସ୍ଲଟ୍ ବୁକିଂ କରି ଟିକାକେନ୍ଦ୍ରକୁ ଯାଆନ୍ତୁ । ଅଯଥାରେ ଟିକାକେନ୍ଦ୍ରକୁ ଯାଇ ଗହଳି ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାବାଦ୍ ଏବେ ଯେଉଁମାନେ ପ୍ରଥମ ଡୋଜ୍ ବେସରାକାରୀ ହସ୍ପିଟାଲରେ ନେଇଛନ୍ତି । ସେମାନେ ତାଙ୍କର ଦ୍ୱିତୀୟ ଡୋଜ୍ ଆସି ସରକାରୀ ହସ୍ପିଟାଲରୁ ମାଗଣାରେ ନେଇପାରିବେ ।ଆଜି ଏକ ପ୍ରେସ ବିବ୍ରୁତି ରେ  ଏମିତି କିଛି କହିଛନ୍ତି ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ରାଜ୍ୟବାସୀଙ୍କୁ ପୁଣି ସଚେତନ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ତାଙ୍କ ପ୍ରେସମିଟରେ ସେ କୋଭିଡ୍ ଟିକାକରଣକୁ ନେଇ ମତ ରଖିଥିବାବେଳେ ମୁଖ୍ୟତଃ ଲୋକଙ୍କୁ କିପରି ଦ୍ୱିତୀୟ ଡୋଜ ସୁରୁଖୁରରେ ମିଳିପାରିବ ସେନେଇ ଗୁରୁତ୍ୱାରୋପ କରିଛନ୍ତି ।ଭୁବନେଶ୍ୱରରେ କୋଭାକ୍ସିନ୍ ଟିକାର କୌଣସି ଅଭାବ ନାହିଁ । ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଟିକା ଆସିଲେ ଟିକାକରଣ ସୁରୁଖୁରରେ ଚାଲିବ । ତେବେ ଟିକା ନେବା ପାଇଁ ଲୋକମାନେ ପ୍ରଥମେ ରେଜିଷ୍ଟ୍ରେସନ କରିବା ସହିତ ସ୍ଲଟ୍ ବୁକିଂ କରି ଟିକାକେନ୍ଦ୍ରକୁ ଯାଆନ୍ତୁ । ଅଯଥାରେ ଟିକାକେନ୍ଦ୍ରକୁ ଯାଇ ଗହଳି ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାବାଦ୍ ଏବେ ଯେଉଁମାନେ ପ୍ରଥମ ଡୋଜ୍ ବେସରାକାରୀ ହସ୍ପିଟାଲରେ ନେଇଛନ୍ତି । ସେମାନେ ତାଙ୍କର ଦ୍ୱିତୀୟ ଡୋଜ୍ ଆସି ସରକାରୀ ହସ୍ପିଟାଲରୁ ମାଗଣାରେ ନେଇପାରିବେ ।

Related Post

ସୂଚନା ଅଧିକାର ଆଇନ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ 

Posted by - October 2, 2021 0
ଯାଜପୁର:ରାଜ୍ୟରେ ସୂଚନା ଅଧିକାର ଆଇନ ସଂପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ସାରା ରାଜ୍ୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି Iଏହି ଅବସରରେ ଆଜି ଯାଜପୁର ଜିଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ସୂଚନା ଅଧିକାର ଅଭିଯାନ ଜିଲା ଶାଖା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସରକାରୀ ଅର୍ଥର ହିସାବ ରଖିବା ପ୍ରତ୍ୟେକ ନାଗରିକର ଦାୟିତ୍ୱ ହୋଇଥିବା ବେଳେ ଅଧିକରୁ ଅଧିକ ସୂଚନା ଅଧିକାରର ବ୍ୟବହାର କରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା । ଏଥିସହିତ ରାଜ୍ୟରେ ସୂଚନା ଅଧିକାର କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାର ତଦନ୍ତ କରି ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ଯାଜପୁର ଅତିରିକ୍ତ ଜିଲାପାଳଙ୍କ ମାଧ୍ୟମରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ।